ନାବାଳିକାଙ୍କ ଅଶ୍ଲୀଳ ଭିଡିଓ ଭାଇରାଲ ଅଭିଯୋଗ, ଯୁବକ ଗିରଫ
କଟକ: ଭାଇରାଲ ହେଲା ନାବାଳିକାଙ୍କ ଅଶ୍ଲୀଳ ଭିଡିଓ। ଏନେଇ ସାଇବର ଥାନାରେ ଅଭିଯୋଗ ହେବା ପରେ ଯୁବକକୁ ବାନ୍ଧିଲା ପୋଲିସ। ଅଶ୍ଲୀଳ ଭିଡିଓ ବିଭିନ୍ନ ହ୍ୱାଟସ୍ଆପ୍ ଗ୍ରୁପ୍ରୁ ଓ ସୋସିଆଲ୍ ମିଡିଆରେ ବାରମ୍ବାର ଫରୱାଡ୍ କରିବା ଅଭିଯୋଗରେ କଟକ ସାଇବର୍ ଥାନା ପୋଲିସ ମୁକେଶ ବାରିକକୁ ଗିରଫ କରି…