ଗଞ୍ଜେଇ ମାଫିଆଙ୍କୁ ପିଛା କଲାବେଳେ ଦୁଇ ପୋଲିସ କର୍ମଚାରୀ ଗୁରୁତର
କୋରାପୁଟ: ଗଞ୍ଜେଇ ମାଫିଆଙ୍କୁ ପିଛା କଲାବେଳେ ପୋଲିସ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁଇ ପୋଲିସ କର୍ମଚାରୀ ଗୁରୁତର ହୋଇଛନ୍ତି । ଗୁରୁତର ପୋଲିସ କର୍ମଚାରୀଙ୍କୁ କୋରାପୁଟ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି ।
ସୂଚନାଥାଉକି, ରାମଗିରି ଫାଣ୍ଡି ଦେଇ ତିନି ଜଣ ଗଞ୍ଜେଇ ମାଫିଆ ଗୋଟିଏ…