ପେଟ୍ରୋଲ ରପ୍ତାନି ଉପରେ ରୁଷର କଟକଣା କେତେ ପ୍ରଭାବିତ ହେବ ଭାରତ ?
ନୂଆଦିଲ୍ଲୀ: ବିଶ୍ୱ ଶକ୍ତି ବଜାରରୁ ଏକ ବଡ଼ ଖବର ସାମ୍ନାକୁ ଆସୁଛି । ରୁଷ ଏବେ ନିଜର ଆଭ୍ୟନ୍ତରୀଣ ବଜାରକୁ ସୁରକ୍ଷିତ ରଖିବା ପାଇଁ ଏକ ବଡ଼ ‘ପ୍ରିଭେଣ୍ଟିଭ୍’ ବା ପ୍ରତିଷେଧକ ପଦକ୍ଷେପ ଗ୍ରହଣ କରିଛି । ଗ୍ୟାସୋଲିନ୍ ବା ପେଟ୍ରୋଲ ରପ୍ତାନି ଉପରେ ରୁଷ ଲଗାଇଛି କଟକଣା। କିନ୍ତୁ ଏହାର ପ୍ରଭାବ…