Latest Odisha News

BREAKING NEWS

Odisha Weather Alert: ମେ ୭ ଯାଏଁ ପ୍ରବଳ ବର୍ଷିିବ, ବିଜୁଳି ଘଡ଼ଘଡ଼ି ସହ ହେବ କୁଆପଥର ବର୍ଷା…

ଭୁବନେଶ୍ୱର: ରାଜ୍ୟରେ ଏବେ କାଳବୈଶାଖୀର ପ୍ରଭାବ ଜାରି ରହିଛି। ଦିନସାରା ଟାଣ ଖରା ହେଉଥିବା ବେଳେ ସନ୍ଧ୍ୟା ହେଲେ ବର୍ଷୁଛି। ସାଙ୍ଗକୁ ପୁଣି ଘଡଘଡି ଆଉ ବିଜୁଳି। ଯାହାକୁ ନେଇ ଆଲର୍ଟ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ (IMD)।ଆଗାମୀ କିଛି ଦିନ ମଧ୍ୟରେ ବିଭିନ୍ନ ଜିଲ୍ଲାରେ ଝଡ଼ତୋଫାନ,…

Trump Warns Iran: ପୁଣି ଯୁଦ୍ଧକୁ ଓହ୍ଲାଇବ ଆମେରିକା! ଚେତାବନୀ ଦେଲେ ଟ୍ରମ୍ପ…ଇରାନ ବି ପ୍ରକାଶ କଲା ଚିନ୍ତା

ନୂଆଦିଲ୍ଲୀ: ପୁଣି ଇରାନ ସହ ଯୁଦ୍ଧ ନେଇ ଭଡକି ଗଲେ ଟ୍ରମ୍ପ। ସିଧା ଦେଲେ ପୁନଶ୍ଚ ଆକ୍ରମଣର ଧମକ। ଏନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶନିବାର କହିଛନ୍ତି, ଯଦି ଇସଲାମିକ୍ ଗଣରାଜ୍ୟ ଇରାନ 'ଦୁର୍ବ୍ୟବହାର' କରେ ତେବେ ଆମେରିକା ଇରାନ ଉପରେ ସାମରିକ ଆକ୍ରମଣ ପୁଣି ଆରମ୍ଭ କରିପାରେ, ଯେତେବେଳେ…

ଜାତୀୟ ମହିଳା ଆର୍ଟିଷ୍ଟିକ୍ସ ଜିମ୍ନାଷ୍ଟିକ୍ସ: ପାହେଲ ଶାହଙ୍କୁ ଅଲରାଉଣ୍ଡରେ ସ୍ୱର୍ଣ୍ଣ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମର ଜିମ୍ନାଷ୍ଟିକ୍ସ ହାଇ ପରଫର୍ମାନ୍ସ ସେଂଟରେ ଚାଲିଥିବା ଜାତୀୟ ଜୁନିୟର ଓ ସିନିୟର ମହିଳା ଆର୍ଟିଷ୍ଟିକ୍ସ ଜିମ୍ନାଷ୍ଟିକ୍ସର ତୃତୀୟ ଦିବସରେ ପାହେଲ ଶାହ ବାଜି ମାରିଛନ୍ତିି । ସେ ଜୁନିୟର ବ୍ୟକ୍ତିଗତ ଅଲରାଉଣ୍ଡ ବିଭାଗରେ ସ୍ୱର୍ଣ୍ଣ ପଦକ ଜିିତିଛନ୍ତି ।…

ଆନ୍ତରୀଣ ରାୟ ପାଇଁ ଓଡିଶା ଯୁକ୍ତି ନବାଢିବା ଐତିହାସିକ ଭୁଲ: ମହାନଦୀ ବଞ୍ଚାଓ ଆନ୍ଦୋଳନ

ଭୁବନେଶ୍ୱର: ଆଜି ଦିଲ୍ଲୀରେ ମହାନଦୀ ଟ୍ରିବୁନାଲର ଶୁଣାଣି ଚାଲିଥିବା ବେଳେ ଓଡ଼ିଶାର ବିଭିନ୍ନ ନଦୀକୁଳିଆ ସ୍ଥାନରେ ପ୍ରତିବାଦ ବିକ୍ଷୋଭ ଆୟୋଜନ କରିଛି ମହାନଦୀ ବଞ୍ଚାଓ ଆନ୍ଦୋଳନ । ଝାରସୁଗୁଡା, ସୁବର୍ଣ୍ଣପୁର, ଦୌଦ୍ଧ, କଟକ, ସାଲେପୁର, ନିମାପଡା ଇତ୍ୟାଦି ସ୍ଥାନ ମାନଙ୍କରେ ଆୟୋଜିତ ହୋଇଥିଲା…

ଓସ୍କାର ନିୟମରେ ପରିବର୍ତନ, ଭାରତୀୟ ଫିଲ୍ମକୁ ହେବ ଫାଇଦା

ନୂଆଦିଲ୍ଲୀ: ଓସ୍କାର ୨୦୨୭ ପୂର୍ବରୁ ଏକାଡେମୀ ଅଫ ମୋଶନ ପିକ୍‌ଚର୍ସ ଆର୍ଟସ ଆଣ୍ଡ ସାଇନ୍ସେଜ ଏହାର ପୁରସ୍କାର ନେଇ ଏକ ବଡ ପରିବର୍ତନ କରିଛି । ଆନ୍ତର୍ଜାତୀୟ ଫିଚର ଫିଲ୍ମ କାଟାଗୋରୀରେ ଏହି ପରିବର୍ତନ କରାଯାଇଛି । ନୂତନ ନିୟମ ଅନୁସାରେ କୌଣସି ଦେଶ ପକ୍ଷରୁ ଫିଲ୍ମର ଅଫିସିଆଲ ଏଂଟ୍ରି ଏହାର…

Containment zone set up:H5N1 ଭାଇରସରେ ୪୪ ମୟୂରଙ୍କ ମୃତ୍ୟୁ, ନନଭେଜ ଖାଇବାକୁ ନେଇ ପ୍ରଶାସନର ପରାମର୍ଶ ଜାରି

ନୂଆଦିଲ୍ଲୀ:କର୍ଣ୍ଣାଟକର ତୁମକୁର ଜିଲ୍ଲାରେ H5N1 ଭାଇରସ୍ ଭୟଙ୍କର ରୂପ ନେଇଛି । H5N1 ଭାଇରସ୍ ଯୋଗୁଁ ପ୍ରାୟ ୪୪ଟି ମୟୂରଙ୍କର ମୃତ୍ୟୁ ହୋଇଛି। କର୍ଣ୍ଣାଟକର ତୁମକୁର ଜିଲ୍ଲାରେ ବାର୍ଡ ଫ୍ଲୁ (ଆଭିଆନ୍ ଇନଫ୍ଲୁଏଞ୍ଜା) ବ୍ୟାପିବା ଯୋଗୁଁ ପ୍ରାୟ ୪୪ମୟୂରଙ୍କ ମୃତ୍ୟୁ ହୋଇଛି। ମୃତ ପକ୍ଷୀଙ୍କ…

ବେଆଇନ ଯାତ୍ରୀ ପରିବହନ ବିରୋଧରେ ରାଜ୍ୟବ୍ୟାପୀ ଏନଫୋର୍ସମେଣ୍ଟ ଜାରି;ତିନି ଦିନରେ ହେଲାଣି ଏତିକି ଯାନ ଜବତ

ଭୁବନେଶ୍ୱର:ସମସ୍ତ ସଡ଼କ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମାଲବାହୀ ଯାନରେ ବେଆଇନ ଯାତ୍ରୀ ପରିବହନ ବିରୋଧରେ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶକ୍ରମେ ଗତ ୨୯ ଏପ୍ରିଲରୁ ରାଜ୍ୟବ୍ୟାପୀ ବିଶେଷ ଅଭିଯାନ ଜାରି ରହିଛି। ଏହି ଅଭିଯାନର ପ୍ରଥମ…

କାହିଁକି ପ୍ରଭାତ ବିଶ୍ୱାଳଙ୍କୁ ଭେଟିଲେ ଦିଲୀପ ରାୟ; ସରଗରମ ରାଜନୀତି

କଟକ: ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ଦିଲୀପ ରାୟ ଶନିବାର କଟକରେ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ବାସଭବନକୁ ଯାଇ ତାଙ୍କୁ ଭେଟିଛନ୍ତି। ଯାହା ପରେ ରାଜନୈତିକ ମହଲରେ ବିଭିନ୍ନ କଳ୍ପନାଜଳ୍ପନା ଜାରି ରହିଛି। ତାଙ୍କ ଗସ୍ତ ସମୟରେ ସେ ପ୍ରଭାତ ଏବଂ ତାଙ୍କ ପୁଅ ତଥା…

ସରକାରୀ ଚାଉଳ ହଡ଼ପ କରି ତିନି ଅବସରପ୍ରାପ୍ତ କର୍ମଚାରୀ ଦଣ୍ଡିତ

କଟକ:ସରକାରୀ ଚାଉଳ ହଡ଼ପ ମାମଲାରେ ତିନି ଅବସରପ୍ରାପ୍ତ କର୍ମଚାରୀଙ୍କୁ ଦଣ୍ଡିତ କରିଛନ୍ତି ଭିଜିଲାନ୍ସ କୋର୍ଟ । ସଂପୂର୍ଣ୍ଣ ଗ୍ରାମୀଣ ରୋଜଗାର ଯୋଜନାର ଚାଉଳ ହଡ଼ପ ନେଇ ତିନି ଜଣଙ୍କ ନାଁରେ ଥିଲା ଅଭିଯୋଗ । କେଉଁଝର ହାଟଡିହି ବ୍ଲକର ତିନି ଅବସରପ୍ରାପ୍ତ କର୍ମଚାରୀଙ୍କୁ ୨ ବର୍ଷର ସଶ୍ରମ…

ଇଣ୍ଡିଆନ ଇଣ୍ଡୋର ଓପନ: ପୋଲ ଭୋଲ୍ଟରେ କୂଲଦୀପ ଭାଙ୍ଗିଲେ ଜାତୀୟ ରେକର୍ଡ

ଭୁବନେଶ୍ୱର: ଏଠାରେ ଚାଲିଥିବା ଇଣ୍ଡିଆନ ଇଣ୍ଡୋର ଓପନ ଆଥଲେଟିକ୍ସରେ ମଧ୍ୟପ୍ରଦେଶର କୂଲଦୀପ କୁମାର ପୋଲ ଭୋଲ୍ଟରେ ନୂତନ ଜାତୀୟ ରେକର୍ଡ ସ୍ଥାପନ କରିଛନ୍ତି । ୨୧ ବର୍ଷୀୟ ଏହି ଯୁବ ଆଥଲେଟ ୫.୪୧ ମିଟର ମାର୍କ ଅତିକ୍ରମ କରିଥିଲେ । ପୂର୍ବରୁ ଦେବକୁମାର ମୀନାଙ୍କ ନାମରେ ଏହି ରେକର୍ଡ ରହିଥିଲା ।…