Latest Odisha News

BREAKING NEWS

ରାଧା ହିଁ କୃଷ୍ଣ ହିଁ ରାଧା: ଯେବେ ରୁକ୍ମିଣୀ ନେବାକୁ ଚାହିଁଲେ ରାଧାରାଣୀଙ୍କ ପ୍ରେମ ପରୀକ୍ଷା…

- ଦେବଦତ୍ତ ରଥ ଦିନେ ରୁକ୍ମିଣୀ ଭୋଜନ ପରେ ଶ୍ରୀକୃଷ୍ଣଙ୍କୁ କ୍ଷୀର ପିଇବାକୁ ଦେଲେ। କ୍ଷୀର ଗରମ ଥିବା ହେତୁ ଏହା ଶ୍ରୀକୃଷ୍ଣଙ୍କ ହୃଦୟରେ କଷ୍ଟ ଅନୁଭୂତ ହେଲା ଏବଂ ତାଙ୍କ ଶ୍ରୀମୂଖରୁ ବାହାରିଲା, “ହେ ରାଧେ”! ରୁକ୍ମିଣୀ କହିଲେ, ହେ ପ୍ରଭୁ, ରାଧାଜୀଙ୍କ ଠାରେ ଏପରି କ’ଣ ଅଛି ଯେ ଆପଣଙ୍କ…

ପୁଣି କେଶରୀ ମଲରେ ଲାଗିଲା ନିଆଁ । ଫ୍ୟାନରେ ସଟସର୍କିଟ୍ କାରଣରୁ ନିଆଁ ଲାଗିଥିବା ସୂଚନା

ଭୁବନେଶ୍ୱର : କେଶରୀ ମଲରେ ଅଗ୍ନିକାଣ୍ଡ । ଭୁବନେଶ୍ୱର କେଶରୀ ମଲରେ ଲାଗିଲା ନିଆଁ । ଗତ କିଛି ମାସ ତଳେ କେଶରୀ ମଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବା ବେଳେ ଆଜି ପୁଣି କେଶରୀ ମଲରେ ଅଗ୍ନିକାଣ୍ଡ ଘଟିଛି । କେଶରୀ ମଲରେ ଥିବା ଏକ ଦୋକାନରେ ପ୍ରଥମେ ନିଆଁ ଲାଗିଥିଲା । ପରେ ଅନ୍ୟଆଡକୁ…

ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ । ଭାସିଗଲେ ପର୍ଯ୍ୟଟକ

ପୁରୀ  : ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ । ପୁଣି ଭାସିଗଲେ ପର୍ଯ୍ୟଟକ । ଗଭୀର ସମୁଦ୍ରକୁ ଭାସିଗଲେ ଯୁବକ । ନିଖୋଜ ଯୁବକ ହେଉଛନ୍ତି ପଶ୍ଚିମ ବଙ୍ଗ ଚବିଶ ପ୍ରଗଣାର ଉଜ୍ବଳ ଦାସ। ଆଜି ସକାଳେ ଉଜ୍ବଳ ପୁରୀ କାମେଲିଆ ସମ୍ମୁଖ ବେଳାଭୂମିରେ ସ୍ନାନ କରୁଥିବା ସମୟରେ ଭାସି ଯାଇଥିଲେ। ସେଠାରେ…

ଅପରାହ୍ନ ୩ଟାରେ ଖୋଲିବ ବାରବାଟୀର ସବୁ ଗେଟ୍, ଏବେଠାରୁ ଜମିଲାଣି କ୍ରୀଡାପ୍ରେମୀଙ୍କ ଭିଡ଼

କଟକ: ଭାରତ- ଦକ୍ଷିଣ ଆଫ୍ରିକା ମ୍ୟାଚ୍‌ ଦେଖିବା ପାଇଁ ଅପରାହ୍ଣ ୩ଟାରୁ ଷ୍ଟାଡିୟମ୍‌ର ସମସ୍ତ ଗେଟ୍‌ ଖୋଲାଯିବ । ଟିକେଟ୍‌ରେ ଉଲ୍ଲେଖ ଥିବା ଗେଟ୍‌ ନମ୍ବର ଅନୁସାରେ ଦର୍ଶକ ଷ୍ଟାଡ଼ିୟମ୍‌କୁ ପ୍ରବେଶ କରିବେ । ଟିକେଟ୍‌ ଯାଞ୍ଚ୍‌ କଡ଼ାକଡ଼ି ହେବ । ଯାଞ୍ଚ୍‌ ସମୟରେ ଜାଲ୍‌ ଟିକେଟ୍‌ ଧରାପଡ଼ିଲେ…

ପଶ୍ଚିମବଙ୍ଗରେ ନିୟନ୍ତ୍ରଣକୁ ଆସୁନି ହିଂସା : ୧୪୪ ଧାରା ଲାଗୁ

ଦିଲ୍ଲୀ: ପୈଗମ୍ବର ମହମ୍ମଦଙ୍କୁ ନେଇ ବିଜେପି ନେତ୍ରୀ ନୂପୁର ଶର୍ମାଙ୍କ ବିବାଦୀୟ ମନ୍ତବ୍ୟ ପରେ ଶନିବାରଠାରୁ ହିଂସା ଜାରି ରହିଛି । ହାଓଡାରେ ପ୍ରଦର୍ଶନକାରୀଙ୍କ ଦ୍ୱାରା ପଥର ମାଡ ସହ ବ୍ୟାପକ ପୋଡାଜଳା ହେବା ଘଟଣା ପରେ ଅଧିକାଂଶ ଇଲାକାରେ ୧୪୪ ଲାଗୁ ହୋଇଛି । ହାଓଡାରେ ପରିସ୍ଥିତି…

[ଦେଖନ୍ତୁ ଭିଡିଓ] ରୁକ୍ମିଣୀଙ୍କ ପ୍ରେମପତ୍ର: କ’ଣ ଲେଖିଥିଲେ ରୁକ୍ମିଣୀ ତାଙ୍କ ପ୍ରେମ ପତ୍ରରେ…

- ଦେବଦତ୍ତ ରଥ ଦ୍ୱାରକାର ନୃପତି ପ୍ରଭୁ ଶ୍ରୀକୃଷ୍ଣଙ୍କର ଷୋଳ ସହସ୍ର ଏକ ଶହ ରାଣୀଙ୍କ ସହିତ ରୁକ୍ମିଣୀ ଓ ସତ୍ୟଭାମା ଆଦି ଅଧିକା ଆଠ ପାଟରାଣୀ ଥିଲେ। ଦିବ୍ୟ ସୁନ୍ଦରୀ, ଗୁଣବତୀ ଓ ପବିତ୍ରତାର ପ୍ରତୀକ ଦେବୀ ରୁକ୍ମିଣୀ ଶ୍ରୀକୃଷ୍ଣଙ୍କ ରୂପ, ଗୁଣରେ ଆକୃଷ୍ଟ ହୋଇ ତାଙ୍କୁ ବିବାହ ପାଇଁ…

କବିତା : ଯେଉଁଠି ମୋ ପ୍ରିୟା ରହେ

ରାଜକିଶୋର ନାୟକ ଯେଉଁଠି ପ୍ରିୟା ମୋ ରହେ ନିଇତି ମଳୟ ଫୁଲର ମହକ ପ୍ରିୟା ଦେହ ଛୁଇଁ ଯାଏ ଫୁଲ ଫଗୁଣର ଘରଟିଏ ।୦। ଶୁଣିଛି ସେ ଘରେ ସୁନା ଝୁଲଣାରେ ପ୍ରିୟା ମୋର ଝୁଲୁ ଥାଏ ରୂପା ପଲଙ୍କରେ ଦୁଗ୍ଧ ଫେନ ଶେଜେ ଗହମ ନିଦରେ ଶୁଏ, ଡାକି ନାହିଁ କେବେ ତା ଫୁଲ ଘରକୁ ସତେ କେମିତିକା…

ଅନୁବାଦ ଗଳ୍ପ : ମୋ ମାଆ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୩୮  ମୂଳ ସିନ୍ଧୀ : କିରାଟ ବବାନୀ ସେଦିନ ମୁଁ ଗ୍ରାଣ୍ଡ୍ ରୋଡ଼ ଷ୍ଟେସନରେ ଠିଆ ହୋଇଥିଲି । ମୋର ଜଣେ ସାଙ୍ଗ ଟ୍ରେନ୍‌ରେ ଆସିବାର ଥିଲା । ତାକୁ ହିଁ ମୁଁ ଅପେକ୍ଷା କରୁଥିଲି । ବମ୍ବେ ନଗରୀ ତ ଘଣ୍ଟା କଣ୍ଟା, ସେକେଣ୍ଡ କଣ୍ଟା ଭଳିଆ…

ଶିଶୁ କବିତା : କୁହ ଜହ୍ନମାମୁଁ

ଅଶୋକ କୁମାର ପ୍ରଧାନ ନୀଳ ଆକାଶରେ ବିରାଟ କୋଳରେ ଗଢିଛି କେ ତୋତେ ଜହ୍ନରେ ଦେଖିଲେ ତୋହାର ତୋଫା ଚେହେରାକୁ ଖୁସି ଆସେ ମୋର ମନରେ। କେତେ ତୁମେ ତୋଫା କିରଣ ବିତର ବିଲ ବାଡି ନଈ ନାଳରେ ଦିନରେ ତ ତୁମେ ଦେଖା ଦିଅ ନାହିଁ ଆସ କିଆଁ ରାତି କାଳରେ। ଦେହରେ ତୁମର ପାହାଡ଼ ପଥର…

ବ୍ରହ୍ମପୁରରେ ଗରିବଙ୍କୁ ମିଳୁଛି ‘ବସ୍ତ୍ର ଉପହାର’; ୮ ମାସରେ ୩୦ ହଜାର ପୋଷାକ

ବ୍ରହ୍ମପୁର: ମଣିଷର ସର୍ବନିମ୍ନ ଆବଶ୍ୟକତା ଭିତରେ ରହିଛି ଖାଦ୍ୟ, ବସ୍ତ୍ର ଏବଂ ବାସଗୃହ । ପୂର୍ବରୁ ବିଭିନ୍ନ ସରକାରୀ ଯୋଜନାରେ ଖାଦ୍ୟ ଏବଂ ବାସଗୃହ ମିଳୁଥିଲା । କିନ୍ତୁ ବର୍ତ୍ତମାନ ବ୍ରହ୍ମପୁର ମହାନଗର ନିଗମ ତରଫରୁ ବସ୍ତ୍ର ମଧ୍ୟ ଯୋଗାଇ ଦିଆଯିବ । ଅସହାୟ ଏବଂ ଆବଶ୍ୟକକାରୀଙ୍କୁ ବସ୍ତ୍ର…