Latest Odisha News

BREAKING NEWS

ଅନୁବାଦ ଗଳ୍ପ : ମୋ ମାଆ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୩୮  ମୂଳ ସିନ୍ଧୀ : କିରାଟ ବବାନୀ ସେଦିନ ମୁଁ ଗ୍ରାଣ୍ଡ୍ ରୋଡ଼ ଷ୍ଟେସନରେ ଠିଆ ହୋଇଥିଲି । ମୋର ଜଣେ ସାଙ୍ଗ ଟ୍ରେନ୍‌ରେ ଆସିବାର ଥିଲା । ତାକୁ ହିଁ ମୁଁ ଅପେକ୍ଷା କରୁଥିଲି । ବମ୍ବେ ନଗରୀ ତ ଘଣ୍ଟା କଣ୍ଟା, ସେକେଣ୍ଡ କଣ୍ଟା ଭଳିଆ…

ଶିଶୁ କବିତା : କୁହ ଜହ୍ନମାମୁଁ

ଅଶୋକ କୁମାର ପ୍ରଧାନ ନୀଳ ଆକାଶରେ ବିରାଟ କୋଳରେ ଗଢିଛି କେ ତୋତେ ଜହ୍ନରେ ଦେଖିଲେ ତୋହାର ତୋଫା ଚେହେରାକୁ ଖୁସି ଆସେ ମୋର ମନରେ। କେତେ ତୁମେ ତୋଫା କିରଣ ବିତର ବିଲ ବାଡି ନଈ ନାଳରେ ଦିନରେ ତ ତୁମେ ଦେଖା ଦିଅ ନାହିଁ ଆସ କିଆଁ ରାତି କାଳରେ। ଦେହରେ ତୁମର ପାହାଡ଼ ପଥର…

ବ୍ରହ୍ମପୁରରେ ଗରିବଙ୍କୁ ମିଳୁଛି ‘ବସ୍ତ୍ର ଉପହାର’; ୮ ମାସରେ ୩୦ ହଜାର ପୋଷାକ

ବ୍ରହ୍ମପୁର: ମଣିଷର ସର୍ବନିମ୍ନ ଆବଶ୍ୟକତା ଭିତରେ ରହିଛି ଖାଦ୍ୟ, ବସ୍ତ୍ର ଏବଂ ବାସଗୃହ । ପୂର୍ବରୁ ବିଭିନ୍ନ ସରକାରୀ ଯୋଜନାରେ ଖାଦ୍ୟ ଏବଂ ବାସଗୃହ ମିଳୁଥିଲା । କିନ୍ତୁ ବର୍ତ୍ତମାନ ବ୍ରହ୍ମପୁର ମହାନଗର ନିଗମ ତରଫରୁ ବସ୍ତ୍ର ମଧ୍ୟ ଯୋଗାଇ ଦିଆଯିବ । ଅସହାୟ ଏବଂ ଆବଶ୍ୟକକାରୀଙ୍କୁ ବସ୍ତ୍ର…

ଚୀନ ସୀମା ନିକଟରୁ ଯବାନ ନିଖୋଜ

ନୂଆଦିଲ୍ଲୀ: ଚୀନ ସୀମା ନିକଟରେ ଅରୁଣାଚଳ ପ୍ରଦେଶରେ ଡ୍ୟୁଟି କରୁଥିବା ଜଣେ ଯବାନ ମେ ୨୯ରୁ ନିଖୋଜ ଥିବା ବାଟାଲିୟନ ଅଫିସର ଯବାନଙ୍କ ପତ୍ନୀଙ୍କୁ ଜଣାଇଛନ୍ତି । ଡେରାଡୁନର ପ୍ରକାଶ ସିଂ ରାଣା ଠକଲା ୧୨ ଦିନ ହେବ ନିଖୋଜ ହେବା ପରେ ସେନାଧିକାରୀ ବାଧ୍ୟ ହୋଇ ଏହି ସୂଚନା ଦେଇଥିଲେ । ତେବେ ଭାରତର…

ଆତ୍ମସମର୍ପଣ କଲେ ୨୯୫ ଜଣ ମାଓ ସମର୍ଥକ

ମାଲକାନଗିରି: ସ୍ୱାଭିମାନ ଅଞ୍ଚଳରେ ଶନିବାର ୨୯୫ ଜଣ ମିଲିସିଆ ବା ମାଓ ସମର୍ଥକ ଗ୍ରାମବାସୀ ପୋଲିସ ଓ ବିଏସଏଫ ନିକଟରେ ଆତ୍ମ ସମର୍ପଣ କରିଛନ୍ତି । ଯନ୍ତ୍ରୀ ବିଏସଏଫ କ୍ୟାମ୍ପ ନିକଟରେ ଜିଲ୍ଲା ପ୍ରଶାସନ, ବିଏସଏଫ ଏବଂ ପୋଲିସ ଉପସ୍ଥିତିରେ ଏହି ମାଓ ସମର୍ଥକ ମାନେ ମୁଖ୍ୟ ସ୍ରୋତରେ ସାମିଲ…

ସାଧାରଣ ନାଗରିକଙ୍କୁ ମାରିବା ଅଭିଯୋଗରେ ୩୦ ଯବାନଙ୍କ ବିରୋଧରେ ରୁଜୁ ହେଲା ମାମଲା

କୋହିମା: ୨୦୨୧ରେ ୧୩ଜଣ ସାଧାରଣ ନାଗରିକଙ୍କୁ ମାରିବା ଅଭିଯୋଗରେ ୨୦ଜର ଯବାନଙ୍କ ବିରୋଧରେ ମାମଲା ରୁଜୁ କରିଛି ସ୍ଥାନୀୟ ପୋଲିସ । ଏଥିରେ ଜଣେ ସେନା ଅଧିକାରୀ ସାମିଲ ଅଛନ୍ତି । ଡିସେମ୍ବର ୪ରେ ଯବାନ ଗୁଳିରେ ୧୩ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିଲା । ମ୍ୟାନମାର ସୀମା ନିକଟବର୍ତୀ ଅଂଚଳରେ…

କାନପୁର ହିଂସା: ଆଉ ଜଣେ ମାଷ୍ଟର ମାଇଣ୍ଡ ଗିରଫ

କାନପୁର: କାନପୁର ହିଂସା ଘଟଣାରେ ସ୍ଥାନୀୟ ପୋଲିସକୁ ଆଜି ବଡ ସଫଳତା ହାତ ଲାଗିଛି । ଏହାର ଷଡଯନ୍ତ୍ର ରଚିଥିବା ଦ୍ୱିତୀୟ ମାଷ୍ଟରମାଇଣ୍ଡ ତଥା ସମାଜବାଦୀ ପାର୍ଟି ନେତା ନିଜାଜ କ୍ୟୁରେଶୀଙ୍କୁ ପୋଲିସ ଗିରଫ କରିଛି । ପୋଲିସ ଏଫଆଇଆରରେ ନିଜାମଙ୍କ ନାମ ୫ରେ ଥିଲା । ହିଂସା ପରେ ସେ ଫେରାର ହୋଇ…

[ଦେଖନ୍ତୁ ଭିଡିଓ] ୨ହଜାର ବର୍ଷ ହେଲା ଜଳୁଛି ମାଆ ହରସିଦ୍ଧିଙ୍କ ଅଖଣ୍ଡ ଜ୍ୟୋତି

 ମଧ୍ୟପ୍ରଦେଶ : ମାଆର ନାମ ସ୍ମରଣ କରିଲେ ସମସ୍ତ ଦୁଃଖ କଷ୍ଟ ହରଣ ହୁଏ। ମାଆ ନିକଟରେ ଯାହା ମାନସକି କରିଲେ ସମସ୍ତ ମନୋସ୍କାମନା ପୂରଣ ହୋଇଥାଏ ।  ପ୍ରତ୍ୟେକ୍ଷ ଠାକୁରାଣୀର ଚମତ୍କାରୀ ଆସ୍ଥାନ। ଏହି ସ୍ଥାନକୁ ଯିଏଆସିଲେ ଖାଲି ହାତରେ କେହି ବି ଫେରିନାହିଁ ।  ଉଜ୍ଜୟିନୀର ବିଜାନଗରୀରେ ହଜାର…

ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ କରି କଂଗ୍ରେସ ବିଧାୟକ ନିଲମ୍ବିତ

ଚଣ୍ଡିଗଡ଼: ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ ପାଇଁ କଂଗ୍ରେସ ବିଧାୟକ କୁଲଦୀପ ବିଷ୍ଣୋଇ ଦଳରୁ ନିଲମ୍ବିତ ହୋଇଛନ୍ତି । ହରୟାଣାର ଆଦମପୁର ବିଧାୟକ କୁଲଦୀପ ବିଷ୍ଣୋଇ ଶୁକ୍ରବାର ଦଳ ବିରୋଧରେ ଭୋଟ୍ ଦେଇଥିବାରୁ ତାଙ୍କୁ କଂଗ୍ରେସ ନିଲମ୍ବିତ କରିଛି । ଦଳ ବିରୋଧରେ ଭୋଟ୍ ଦେବା ଯୋଗୁଁ ଫଳସ୍ୱରୂପ…

ନରେନ୍ଦ୍ର ମୋଦି ଷ୍ଟାଡିୟମ ନାମ ପରିବର୍ତ୍ତନ ପାଇଁ ପଟିଦାର ଆନ୍ଦୋଳନ

ଅହମଦାବାଦ: ମୋଟେରା ଷ୍ଟାଡିୟମ ନାମକରଣକୁ ବିରୋଧ କରି ପଟିଦାର ମାନେ ରବିବାର ଠାରୁ ଆନ୍ଦୋଳନ କରିବାକୁ ଯାଉଛନ୍ତି । ଗତ ବର୍ଷ ବିଶ୍ୱର ଏହି ବୃହତ୍ତ ଷ୍ଟାଡିୟମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମରେ ପରିବର୍ତ୍ତନ କରାଯାଇଥିଲା । ସେତେବେଳେ ଏହାକୁ ଘୋର ବିରୋଧ କରାଯାଇଥିଲା । କାରଣ…