Latest Odisha News

BREAKING NEWS

“ଦେବେନ୍ଦ୍ର ପଡ଼ନବିସ ମଧ୍ୟ ଶିବସେନାକୁ ଭୋଟ୍ ଦେବେ, ଯଦି..”

ଭୁବନେଶ୍ୱର: ମହାରାଷ୍ଟ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିସ ମଧ୍ୟ ବିଜେପି ବିରୋଧରେ ଯାଇ ଶିବସେନାକୁ ଭୋଟ୍ ଦେବେ, ଯଦି ଶିବସେନା ଅଧୀନରେ ‘ଇଡି’ ରହିବ । ମାତ୍ର ଦୁଇ ଦିନରେ ଫଡ଼ନବିସ ଶିବ ସେନାକୁ ଭୋଟ୍ ଦେବାକୁ ବାଧ୍ୟ ହୋଇଯିବେ । ରବିବାର ଶିବସେନା ଏମପି ସଞ୍ଜୟ ରାଉତ ଏହି…

ବାରବାଟୀରେ କାର୍ତିକ କମାଲ: ଦକ୍ଷିଣ ଆଫ୍ରିକା ସମ୍ମୁଖରେ ୧୪୯ ରନର ଲକ୍ଷ୍ୟ

କଟକ: ବାରବାଟୀ ଷ୍ଟାଡିୟମରେ ଚାଲିଥିବା ଦ୍ୱିତୀୟ ଟି୨୦ କ୍ରିକେଟ ମ୍ୟାଚରେ ଭାରତ ୧୪୯ ରନର ବିଜୟ ଲକ୍ଷ୍ୟ ଦକ୍ଷିଣ ଆଫ୍ରିକା ସମ୍ମୁଖରେ ରଖିଛି । ଦକ୍ଷିଣ ଆଫ୍ରିକା ଟସ ଜିତି ପ୍ରଥମେ ଭାରତକୁ ବ୍ୟାଟିଂ କରିବା ପାଇଁ ଆମନ୍ତ୍ରଣ କରିଥିଲା । ଟିମ ଇଣ୍ଡିଆ ନିର୍ଦ୍ଧାରିତ ଓଭରରେ ୬ ୱିକେଟ ହରାଇ ୧୪୮…

ଚାଲିଲା ବାବାଙ୍କ ବୁଲଡୋଜର: ମାଟିରେ ମିଶିଲା ଜାଭେଦଙ୍କ ଘର

ପ୍ରୟାଗରାଜ: ପ୍ରୟାଗରାଜରେ ୧୦ଜୁନରେ ହୋଇଥିବା ହିଂସାର ମାଷ୍ଟର ମାଇଣ୍ଡ ଜାଭେଦ ଓରଫ ପଂପର ଘର ମାଟିରେ ମିଶିଛି । ବଳିଷ୍ଠ ପ୍ରମାଣ ହସ୍ତଗତ ହେବା ପରେ ବାବାଙ୍କ ବୁଲଡୋଜର ଜାଭେଦର ଘର ଆଡେ ମୁହାଁଇଥିଲା । ପ୍ରଶାସନର ପାଖାପାଖି ୫ ଘଂଟାର ପରିଶ୍ରମ ପରେ ଏହାକୁ ମାଟିରେ ମିଶାଇବାରେ ସଫଳ ହୋଇଥିଲା…

[ଦେଖନ୍ତୁ ଭିଡିଓ] ମହାପ୍ରଭୁଙ୍କ ବିବାହ ଉତ୍ସବ ପରେ ଶ୍ରୀମନ୍ଦିରରେ ଗୁଆଲୀ ନୀତି

ପୁରୀ :  ମହାପ୍ରଭୁ ବିବାହ ବନ୍ଧନରେ ବାନ୍ଧି ହେବାପରେ ଆଜି ଗୁଆଲୀ ନୀତି ଅନୁଷ୍ଠିତ ହେବ । ସେପଟେ ସ୍ନାନଯାତ୍ରା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି ପର୍ବ। ଆଜିଠାରୁ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ରକ୍ଷକ ଦଇତାପତି ମାନେ ଶ୍ରୀମନ୍ଦିର ପ୍ରବେଶ କରିଛନ୍ତି । ମହାପ୍ରଭୁଙ୍କ ସ୍ନାନଯାତ୍ରା, ଅଣସର,…

କେଆଇୱାଜି: ଖୋଖୋ ବାଳିକା ଫାଇନାଲରେ ଓଡିଶା

ପଂଚକୁଲା: ହରିୟାଣାର ପଂଚକୁଲାରେ ଚାଲିଥିବା ଖେଲୋ ଖଣ୍ଡିଆ ୟୁଥ ଗେମ୍ସରେ ଓଡିଶାର ଖୋ ଖୋ ଖେଳାଳିମାନେ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି । ବାଳିକା ଟିମ ଫାଇନାଲକୁ ଉନ୍ନୀତ ହୋଇ ସ୍ୱର୍ଣ୍ଣ ପଦକ ଆଶା ସୃଷ୍ଟି କରିଛନ୍ତି । ସେମିରେ ସେମାନେ ପଞ୍ଜାବକୁ ଇନିଂସ ଓ ୧ ପଂଏଟ ବ୍ୟବଧାନରେ ପରାସ୍ତ କରି…

କମ୍ବିଂ ଅପରେସନ୍ ବେଳେ ବିପୁଳ ମାଓ ସାମଗ୍ରୀ ଜବତ

ଫୁଲବାଣୀ: କନ୍ଧମାଳ ପୋଲିସକୁ ସଫଳତା । କମ୍ବିଂ ଅପରେସନ୍ ବେଳେ ଜବତ ହେଲା ବିପୁଳ ମାଓ ସାମଗ୍ରୀ । ଗୋଛlପଡ଼l ଥାନା ଅନ୍ତର୍ଗତ କୋଏର ମାଣ୍ଡୁ ପଞ୍ଚାୟତ ଶସିକେତତା ଗାଁ ନିକଟ ଜଙ୍ଗଲରେ ମାଓବାଦୀ ସାମଗ୍ରୀ ଲୁଚାଇ ରଖିଥିବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲା ପୋଲିସ । ୮ ତାରିଖରେ ଏସ୍ଓଜି ଓ…

ମାଟି ତଳୁ ମିଳିଲା ୨ ହଜାର ବର୍ଷ ପୁରାତନ ସଭ୍ୟତା

ମାଟି ତଳୁ ୨ ହଜାର ବର୍ଷ ପୁରାତନ ସଭ୍ୟତା ମିଳିଛି। ବରଗଡ଼ ଜିଲ୍ଲା ବରପାଲି ବ୍ଲକ୍‌ ଅନ୍ତର୍ଗତ ଅସୁରଗଡ଼ଠାରେ ହଜାର ହଜାର ବର୍ଷ ତଳର ପୁରୁଣା ସାମଗ୍ରୀ ମିଳିଛି। ଖନନ ବେଳେ ମାଟି ତଳୁ ବିରଳ ମୁଦ୍ରା, ମାଟିପାତ୍ର ଓ ଅସ୍ତ୍ରଶସ୍ତ୍ର ଉଦ୍ଧାର ହୋଇଛି। ଗୋପେଇପାଲି ପଞ୍ଚାୟତ ଅସୁରଗଡ଼ ରାଜ୍ୟ…

ଭୁବନେଶ୍ୱରରେ ବିସିସିଆଇ ସଭାପତି, ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ ପରେ ଦେଖିବେ ମ୍ୟାଚ୍‌

ଭୁବନେଶ୍ୱର  : ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଲେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି । କିଛି ସମୟ ବିଶ୍ରାମ ନେବା ପରେ ସଂଧ୍ୟାରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ଗାଙ୍ଗୁଲି  । ଏହା ପରେ ବାରବାଟୀ ଯାଇ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍ ଦେଖିବେ । ଖବର…

[ଦେଖନ୍ତୁ ଭିଡିଓ] ଜଳିଗଲା କୋଟିକୋଟି ଟଙ୍କାର ପାଣି ପାଇପ

ସୁବର୍ଣ୍ଣପୁର  : ଜଳିଗଲା କୋଟିକୋଟି ଟଙ୍କାର ପାଣି ପାଇପ । ସୁବର୍ଣ୍ଣପୁର ଜିଲ୍ଲା ବେହେରାମାଲ ପଞ୍ଚାୟତ ଲଙ୍ଗଳକଣ୍ଟା ଗାଁରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଛି । କେହି ବିଲରେ ନଡା ପୋଡିବା ପାଇଁ ନିଆଁ ଲଗାଇଥିବା ବେଳେ ପାଖରେ ଥିବା ମେଗା ପାଣି ପ୍ରୋଜେକଟ ପାଇଁ ଗଛିତ ଥିବା RWSSର କୋଟିକୋଟି…

ରାଧା ହିଁ କୃଷ୍ଣ ହିଁ ରାଧା: ଯେବେ ରୁକ୍ମିଣୀ ନେବାକୁ ଚାହିଁଲେ ରାଧାରାଣୀଙ୍କ ପ୍ରେମ ପରୀକ୍ଷା…

- ଦେବଦତ୍ତ ରଥ ଦିନେ ରୁକ୍ମିଣୀ ଭୋଜନ ପରେ ଶ୍ରୀକୃଷ୍ଣଙ୍କୁ କ୍ଷୀର ପିଇବାକୁ ଦେଲେ। କ୍ଷୀର ଗରମ ଥିବା ହେତୁ ଏହା ଶ୍ରୀକୃଷ୍ଣଙ୍କ ହୃଦୟରେ କଷ୍ଟ ଅନୁଭୂତ ହେଲା ଏବଂ ତାଙ୍କ ଶ୍ରୀମୂଖରୁ ବାହାରିଲା, “ହେ ରାଧେ”! ରୁକ୍ମିଣୀ କହିଲେ, ହେ ପ୍ରଭୁ, ରାଧାଜୀଙ୍କ ଠାରେ ଏପରି କ’ଣ ଅଛି ଯେ ଆପଣଙ୍କ…