ରାଜଧାନୀରେ ଘନ କୁହୁଡି, ବାତିଲ ହେଲା ୩ ବିମାନ ଉଡାଣ…
ଭୁବନେଶ୍ୱର: ଲଗାତାର ଦ୍ୱିତୀୟ ଦିନ ପାଇଁ ରାଜଧାନୀ ଭୁବନେଶ୍ୱରରେ ଘନ କୁହୁଡ଼ି ଆଚ୍ଛାଦିତ ହୋଇ ରହିଛି। ଯାହା ଫଳରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଶୁକ୍ରବାର ଦିନ ବିମାନ ବାତିଲ ସହ ଉଡାଣରେ ଯଥେଷ୍ଟ ବିଳମ୍ବ ହୋଇଥିଲା।
ସୂତ୍ର ଅନୁଯାୟୀ, ରନୱେ ଉପରେ କମ୍ ଦୃଶ୍ୟମାନତା…