ଭଦ୍ରକରେ ବଢୁଛି ବିଜେଡିର ବଳ ,ସ୍ୱାଧୀନ କାଉନସିଲର ବିଜେଡିରେ ମିଶିଲେ
ଭଦ୍ରକ : ଭଦ୍ରକରେ ବଢୁଛି ବିଜେଡିର ବଳ । ଭଦ୍ରକ ପୌର ପାଳିକାରେ ସ୍ୱାଧିନ କାଉନସିଲର ବିଜେଡିରେ ମିଶିଲେ । ରାତି ପାହିଲେ ଭଦ୍ରକ ପୌର ପାଳିକାରେ ଉପାଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେବ । ସ୍ୱାଧିନ ଭାବେ ନିର୍ବାଚନରେ ଏକ ନମ୍ବର ୱାର୍ଡରୁ ବିଜୟ ଲାଭ କରିଥିବା ଜୟନ୍ତି ପୃଷ୍ଟି ଆଜି ବିଦ୍ଧି ବଦ୍ଧ…