ଧାମନଗର ଏନଏସିରେ ବିଜେଡିର ବାଜିମାତ୍
ଭଦ୍ରକ : ଭଦ୍ରକ ଧାମନଗର ଏନଏସି ବିଜେଡିର ବିଜୟ । ଧାମ ନଗରରେ ବିଜୟ ଟିକା ପିନ୍ଧିଲେ ଅଧ୍ୟକ୍ଷା ପ୍ରାର୍ଥୀ ନିବେଦିତା ଜେନା । ଧାମନଗରରେ ୧୧ ଟି ୱାର୍ଡରୁ ବିଜେଡି ୯ ଟି ୱାର୍ଡରେ ବିଜୟ ଲାଭ କରିଛି । ଧାମନଗରରେ ବିଜେପି ମାତ୍ର ଦୁଇଟି ସିଟ ହାତେଇ ମନ ବୁଝେଇଥିଲା ।ଆଜି ଧାମନଗରରେ ବିଜେଡି…