Latest Odisha News

BREAKING NEWS

ଜାଗା ବଦଳାଉଛନ୍ତି ଶର୍ମିଷ୍ଠା ରାଉତ : ଆଶ୍ରମ ଭିତରୁ ଡାଏରୀ ଜବତ

ଭୁବନେଶ୍ୱର: କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲା । ମାମଲାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଶର୍ମିଷ୍ଠା ରାଉତଙ୍କ ପତା ମିଳୁନି । ତାଙ୍କୁ ଠାବ କରିବା ପାଇଁ ପ୍ରୟାସ ଆରମ୍ଭ କରିଦେଇଛି କ୍ରାଇମବ୍ରାଞ୍ଚ । ସୂଚନା ଅନୁସାରେ ଶର୍ମିଷ୍ଠା ତାଙ୍କ ସହଯୋଗୀ ଝୁନା ଭୋଇଙ୍କୁ ନେଇ ଗୋଟିଏ…

ଭୋଟିଂ ମେସିନରେ ବ୍ୟାପକ ତ୍ରୁଟି: ଆଜି ଉମରକୋଟରେ ୧୦ଟାରୁ ୪ଟା ଯାଏ ପୁନଃ ମତଦାନ

ନବରଙ୍ଗପୁର: ଅଧ୍ୟକ୍ଷ ପଦବି ପାଇଁ ଭୋଟିଂ ମେସିନ୍ ରେ ତ୍ରୁଟି  ।  ଫଳରେ ଆଜି ଉମରକୋଟ ପୌରାଂଚଳର  ୧୪ ନମ୍ବର ବୁଥରେ ୧୦ଟାରୁ ୪ଟା ଯାଏ ହେବ ‌ଭୋଟ ଗ୍ରହଣ କରାଯିବ  । ଦୀର୍ଘ ମାସେ ଧରି ଉମରକୋଟ ପୌରାଂଚଳର ନିର୍ବାଚନ ଯେମିତି ସଫଳତାର ସହ ସମ୍ପନ୍ନ ହେବ ସେଥିପାଇଁ ପ୍ରଶାସନର ସମସ୍ତ…

ତତଲା ତାୱାରେ ସିଝୁଛି ଟିଟିଲାଗଡ଼, ଦିନରେ ସର୍ବୋଚ୍ଚ ତାପମାତ୍ରା ୪୧ ଡିଗ୍ରି ପାର୍‌

ଭୁବନେଶ୍ୱର : ତତଲା ତାୱାରେ ଓଡ଼ିଶା ସିଝୁଥିବା ବେ‌ଳେ ରାଜ୍ୟର ୧୨ ସହର ତାପମାତ୍ରା ୩୯ ଡିଗ୍ରି କିମ୍ବା ତା’ଠାରୁ ଅଧିକ ରହିଛି। ଟିଟିଲାଗଡ଼ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଭାବେ ରେକର୍ଡ କରିଛି । ଏଠାରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୧ ଡିଗ୍ରି ପାର୍‌ କରି ୪୧.୪ ଡିଗ୍ରି ରହିଛି। ଏହା ପଛକୁ…

କବିତା : କବି ପ୍ରସନ୍ନ କୁମାର ମିଶ୍ରଙ୍କ ଉନ୍ମୋଚିତ ତୈଳଚିତ୍ର

ଆଶିଷ ମହାପାତ୍ର ରେଳ ଷ୍ଟେସନରୁ ବାହାରିଲି ତ ପିଠିରେ ଲଦାଥିଲା ମାର୍ଚ୍ଚର ଖରା ଭିତରୁ ବାଜୁଥିଲା ମଧ୍ୟାନ୍ତର ଭୋକର ବିଗୁଲ୍ କଲେଜ ଛକରେ ଆସିଲା ମନୋଜର ଫୋନ୍ । ଅଣଓଡ଼ିଆ ଇଂଜିନିୟରିଂ ଛାତ୍ର ସେ ଏକାକୀ ରହେ ଉପର ମହଲାରେ ହିନ୍ଦୀରେ କହୁଥିଲା ଅଙ୍କଲ୍ ଚାଳିଶ ଥର ଓ୍ବାସରୁମ୍…

ବାଲିଘାଟ ବିବାଦକୁ ନେଇ ବୋମା ମାଡ଼, ଜଣେ ମୃତ

ଯାଜପୁର: ବାଲିଘାଟ ବିବାଦକୁ ନେଇ ଫୁଟିଲା ବୋମା । ଚାଲିଗଲା ଜଣଙ୍କ ଜୀବନ । ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲାରେ । ମୃତକ ଜଣକ ସୁରେନ୍ଦ୍ର ଦାସ ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ, ବିଞ୍ଝାରପୁର ଥାନା ଅନ୍ତର୍ଗତ ବଗମରା ପାଖ ମନେଇଗଣ୍ଡ ବାଲିଘାଟକୁ କେନ୍ଦ୍ରକରି ଏଭଳି ଘଟଣା…

ସିଝୁଛି ପଶ୍ଚିମ ଓଡ଼ିଶା, ୪୦ ଡିଗ୍ରୀରୁ ଅଧିକ ୪ଟି ସହର

ଭୁବନେଶ୍ୱର: ଆଜି ରାଜ୍ୟର ୪ଟି ସହରରେ ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ରେକର୍ଡ କରାଯାଇଛି । ସବୁଠାରୁ ଅଧିକ ୪୧.୪ ଡିଗ୍ରୀ ଟିଟିଲାଗଡ଼ରେ ରେକର୍ଡ କକରାଯାଇଥିଲା । ସେହିପରି ୪୦ ଡିଗ୍ରୀ ପାର କରିଥିବା ସହର ବଲାଙ୍ଗିର ୪୧.୩, ସମ୍ବଲପୁର ଓ ବୌଦ୍ଧ ୪୦ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି।…

ଗ୍ରାମୀଣ ଯୁବକଙ୍କ ବ୍ୟକ୍ତିତ୍ୱର ପୂର୍ଣ୍ଣ ବିକାଶ ପାଇଁ କ୍ରୀଡା ହିଁ ମୂଳମନ୍ତ୍ର: ଡଃ ତପନ ଚାନ୍ଦ

ଭୁବନେଶ୍ୱର: ପୁରୀର ଗ୍ରାମ ଯୁବକମାନଙ୍କ ଚେଷ୍ଟାରେ ପ୍ରାୟ ୩୦ରୁ ଅଧିକ ଗ୍ରାମ ଗତ ଦଶନ୍ଧିରୁ ହେଉଥିବା ଗ୍ରାମୀଣ କ୍ରୀଡା ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ଏହି ଉଦଯାପନୀ ଦିବସରେ ମୁଖ୍ୟ ଅତିଥିଭାବେ ଶିଳ୍ପ ଜଗତର ଜଣାଶୁଣା ବ୍ୟକ୍ତିତ୍ୱ ଡଃ ତପନ କୁମାର ଚାନ୍ଦ ଏବଂ ପ୍ରତିଷ୍ଠା ଶିଳ୍ପୀ…

୨୦୨୨-୨୩ରେ ବଢିବନି ବିଦ୍ୟୁତ ବିଲ୍, ଡିଜିଟାଲ୍ ବିଲ୍ ପୈଠ କଲେ ମିଳିବ ୩ ପ୍ରତିଶତ ରିହାତି

ଭୁବନେଶ୍ୱର: ୨୦୨୨-୨୩ରେ ବଢିବନି ବିଦ୍ୟୁତ ଦର । ଡିଜିଟାଲରେ ବିଲ୍ ମେମେଣ୍ଟ କଲେ ୩ ପ୍ରତିଶତ ମିଳିବ ହିତାଧିକାରୀଙ୍କୁ ରିହାତି । ଏନେଇ ଆଜି ଓଇଆରସି ସଚିବ ପ୍ରିୟବ୍ରତ ପଟ୍ଟନାୟକ ପ୍ରେସମିଟ୍ କରି ସୂଚନା ଦେଇଛନ୍ତି । ପୂର୍ବବର୍ଷ ଭଳି ‘୦’ ଶୂନରୁ ୫୦ ୟୁନିଟ୍ ପର୍ଯ୍ୟନ୍ତ ୟୁନିଟ୍ ପିଛା ଦର ୩…

ଆଉ ଏକ ବିଶ୍ୱ ରେକର୍ଡ ନିଜ ନାମରେ କଲେ ଷ୍ଟିଭ ସ୍ମିଥ

ସିଡନୀ: ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥ ପାକିସ୍ତାନ ବିପକ୍ଷ ତୃତୀୟ ଟେଷ୍ଟର ୪ର୍ଥ ଦିବସରେ ଆଉ ଏକ ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି । ଟେଷ୍ଟ କ୍ରିକେଟରେ ସ୍ମିଥ ଦ୍ରୁତ ୮୦୦୦ ରନ ସଂଗ୍ରହ କରି ଏହି ଗୌରବ ଅର୍ଜନ କରିଛନ୍ତି । ସେ ୧୫୧ ଇନିଂସରେ ଏହି କୀର୍ତିମାନ ସ୍ଥାପନ…

ସିକେ ନାୟୁଡୁ ଟ୍ରଫି : ଓଡିଶାର ଇନିଂସ ପରାଜୟ

ଭୁବନେଶ୍ୱର: ବ୍ୟାଟିଂ ବିପର୍ଯ୍ୟୟ ଯୋଗୁ ତ୍ରିଭେନ୍ଦ୍ରମରେ ଅନୁଷ୍ଠିତ ସିକେ ନାୟୁଡୁ ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଂଟରେ ଝାଡଖଣ୍ଡ ବିପକ୍ଷରେ ଓଡିଶା ଇନିଂସ ପରାଜୟବରଣ କରିଛି । ଝାଡଖଣ୍ଡ ପ୍ରଥମେ ବ୍ୟାଟିଂ କରି ୪୫୨ ରନ ସଂଗ୍ରହ କରିଥିଲା । ଜବାବରେ ଓଡିଶା ପ୍ରଥମ ଇନିଂସରେ ୨୫୩ ରନ କରି ଫଲୋଅନ…