Latest Odisha News

BREAKING NEWS

ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ବଡ ନିଷ୍ପତ୍ତି :ବିଧାୟକଙ୍କ ପେନସନ ଫର୍ମୁଲାରେ ହେବ ପରିବର୍ତ୍ତନ

ପଞ୍ଜାବ : ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ବଡ ନିଷ୍ପତ୍ତି । ପଞ୍ଜାବରେ ବିଧାୟକ ମାନଙ୍କ ପେନସନକୁ ନେଇ ଭଗବନ୍ତ ମାନ ଏକ ବଡି ନିଷ୍ପତି ନେଇଛନ୍ତି । ବିଧାୟକ ମାନଙ୍କ ପେନସନ ଫର୍ମୁଲାରେ କିଛିଟା ପରିବର୍ତ୍ତନ କରାଯିବ । ବିଧାୟକ ମାନଙ୍କୁ ଗୋଟିଏ ଥର ହିଁ ପେନସନ ମିଳିବ ବୋଲି ଭଗବନ୍ତ…

ଗାଙ୍ଗପୁର ଥାନାରେ ଫୁଟିଲା ଗୁଳି, ଥାନା ଅଧିକାରୀ ମୃତ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ ଗାଙ୍ଗପୁର ଥାନାରେ ଫୁଟିଲା ଗୁଳି । ଏହି ଗୁଳିରେ ଥାନା ଅଧିକାରୀଙ୍କ ମୃତ୍ୟୁ ହୋଇଥିବା ସୂଚନା । ଥାନା ଅଧିକାରୀ ଜଣକ ହେଲେ ଦେବ୍ କୁମାର ଗମାଙ୍ଗ । ଏନେଇ ସୂଚନା ଦେଇଛନ୍ତି ଗଞ୍ଜାମ ଏସପି । ଗୁରୁତର ଆଇଆଇସିଙ୍କୁ ଆସିକା ଡାକ୍ତରଖାନାରେ…

ଶ୍ରଦ୍ଧା କପୁର ଓ ରୋହନ ଶ୍ରଷ୍ଠାଙ୍କ କାହିିଁକି ହେଲା ବ୍ରେକଅପ୍ ? ବଲିଉଡରେ ଚର୍ଚ୍ଚା ଜୋର୍

ମୁମ୍ବାଇ  : ବଲିଉଡ୍ ବିୟୁଟି ଶ୍ରଦ୍ଧା କପୁର ସବୁବେଳେ ନିଜ ରିଲେସନସିପକୁ ସିକ୍ରେଟ ରଖିବାକୁ ପସନ୍ଦ କରନ୍ତି । ସେ କେବେ ରିଲେସନସିପକୁ ନେଇ ସୋସିଆଲ ମିଡିଆରେ କିଛି ବି ସେୟାର କରନ୍ତି ନାହିଁ । ହେଲେ ଶ୍ରଦ୍ଧା କପୁର ଫେମସ୍ ଫଟୋଗ୍ରାଫର ରୋହନ ଶ୍ରେଷ୍ଠାଙ୍କ ସହ ରିଲେସନସିପରେ ଥିଲେ । ଉଭୟ…

ବିଧାନସଭାର ବଜେଟ୍ ଅଧିବେଶନ : ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଅଭିଭାଷଣ

ଭୁବନେଶ୍ୱର:  ବିଧାନସଭାର ବଜେଟ୍ ଅଧିବେଶନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଅଭିଭାଷଣ  । ବିଧାନସଭାର ବଜେଟ୍ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି । ପୂର୍ବାହ୍ନ ୧୧ଟାରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତାଙ୍କ ଅଭିଭାଷଣ ରଖିଛନ୍ତି । ସିଡିଏସ୍ ବିପିନ ରାୱତଙ୍କ ସହ ଦିବଙ୍ଗତ ବିଧାନସଭାର…

ଶିଶୁକନ୍ୟାକୁ ହତ୍ୟା ପରେ କଟାମୁଣ୍ଡ ଧରି ଗାଁରେ ବୁଲିଲା ଯୁବକ

ସମ୍ବଲପୁର  : ଶିଶୁକନ୍ୟାକୁ ହତ୍ୟା ପରେ କଟାମୁଣ୍ଡ ଧରି ଗାଁରେ ବୁଲିଲା ଯୁବକ। ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଜମନକିରା ଥାନା ଅନ୍ତର୍ଗତ କସଡ଼ା ଗାଁରେ ଯୁବକଙ୍କ ଏଭଳି ଉନ୍ମତ୍ତ କାଣ୍ଡ ଦେଖିବାକୁ ମିଳିଛି । ୮ ବର୍ଷର ଶିଶୁକନ୍ୟାକୁ ଗଳାକାଟି ନୃଶଂସ ଭାବେ ହତ୍ୟା କରିଥିଲା ଯୁବକ । ଏହା ପରେ…

ବୀରଭୂମି ହିଂସା: ମମତାଙ୍କୁ ଝଟକା, ତଦନ୍ତ ପାଇଁ ସିବିଆଇକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବୀରଭୂମି ହିଂସା ଘଟଣାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ବଡ ଝଟକା ଲାଗିଛି । କୋଲକାତା ହାଇକୋର୍ଟ ଏହି ଘଟଣାର ତଦନ୍ତ ଭାର ସିବିଆଇକୁ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ତଦନ୍ତ ନିର୍ଦ୍ଦେଶ ସିବିଆଇକୁ ନ ଦେବା ପାଇଁ ମମତା ଅଦାଲତଙ୍କୁ ଅନୁରୋଧ କରିଥିଲେ । ୭…

ଶନିବାର ହାଇକୋର୍ଟ ବାର୍ ଆସୋସିଏସନ ନିର୍ବାଚନ

କଟକ :  ଶନିବାର ହାଇକୋର୍ଟ ବାର୍ ଆସୋସିଏସନ ନିର୍ବାଚନ ହେବ । ସକାଳ ୮ଟାରୁ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ଭୋଟ ଚାଲିବ । ୩ଟାରେ ଭୋଟ୍‌ ଗ୍ରହଣ ଶେଷ ହେବାପରେ ୪ଟାରୁ ଭୋଟ୍‌ ଗଣତି ଆରମ୍ଭ ହେବ ।ଚଳିତ ଥର ହାଇକୋର୍ଟ ବାର ଆସୋସିଏସନ ବିଭିନ୍ନ ପଦବୀ ପାଇଁ ମୋଟ୍ ୩୬ ଜଣ ପ୍ରାର୍ଥୀ ମଇଦାନକୁ…

ବିବେକଙ୍କ ବିବାଦୀୟ ବୟାନ: ଭୋପାଳୀ ମାନେ ହୋମୋସେକ୍ସୁଆଲ

ମୁମ୍ବାଇ: ଦି କଶ୍ମୀର ଫାଇଲ୍ସ ଫିଲ୍ମ ନେଇ ଏବେ ସାରା ଭାରତରେ ଚର୍ଚ୍ଚିତ ଚେହେରା ପାଲଟିଛନ୍ତି ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ । ନିକଟରେ ଏକ ସାକ୍ଷାତକାରରେ ତାଙ୍କର ଏକ ବୟାନକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି । ସେ କହିଛନ୍ତି ମୁଁ ଭୋପାଳରେ ଛୋଟରୁ ବଡ ହୋଇଛି, କିନ୍ତୁ ଭୋପାଳୀ…

ରୁଷକୁ ଜି୨୦ ଗ୍ରୁପରୁ ବାହାର କରିବା ପାଇଁ କହିଲେ ବାଇଡେନ

ବ୍ରୁସେଲ୍ସ: ବେଲଜିୟମ ରାଜଧାନୀ ବ୍ରୁସେଲ୍ସରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ପୁନର୍ବାର ରୁଷକୁ ଟାର୍ଗେଟ କରିଛନ୍ତି । ୟୁକ୍ରେନ ଉପରେ ରୁଷ ଅକଥନୀୟ ଅତ୍ୟାଚାର କରୁଥିବାରୁ ବିକାଶଶୀଳ ଦେଶଙ୍କ ଜି୨୦ ଗ୍ରୁପରୁ ବାହାର କରିଦେବା ପାଇଁ ବାଇଡେନ କହିଥିଲେ । ଏହା ଦ୍ୱାରା ରୁଷର ଆର୍ଥୀକ ଅବସ୍ଥା…

[ଦେଖନ୍ତୁ ଭିଡିଓ] ଆଜିଠୁ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ

ଭୁବନେଶ୍ୱର: ଆଜିଠୁ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହେଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ ପହଞ୍ଚିଛନ୍ତି । କୋଭିଡ୍ ସମୟରେ ଭିସି ଜରିଆରେ ସମ୍ବୋଧନ କରୁଥିଲେ । ସେହିପରି ବାଚସ୍ପଚି ସୂର୍ଯ୍ୟନାରାୟଣ ପାତ୍ର ମଧ୍ୟ ବିଧାନସଭାରେ ପହଞ୍ଚି ସାରିଛନ୍ତି । ଆଉ କିଛି ସମୟ ପରେ…