Latest Odisha News

BREAKING NEWS

[ଭିଡିଓ] ଭାରସାମ୍ୟ ହରାଇ ଓଲଟିଲା ବସ୍ , ୩୦ ଆହତ

ଢେଙ୍କାନାଳ : ଭାରସାମ୍ୟ ହରାଇ ଓଲଟି ପଡିଲା ବସ୍ । ଢେଙ୍କାନାଳ ଜିଲ୍ଲାର ବଣସିଂହ ନିକଟସ୍ଥ ମା’ ପାଟରାଣୀଙ୍କ ମନ୍ଦିର ପାଖରେ ସମଲେଇ ନାମକ ଯାତ୍ରୀବାହୀ ବସ୍ ଓଲଟି ପଡିଛି । ଏହି ଦୁର୍ଘଟଣାରେ ୩୦ ରୁ ଅଧିକ ଛାତ୍ରଛାତ୍ରୀ ଓ ଯାତ୍ରୀ ଆହତ ହୋଇଛନ୍ତି । ଗୁରୁତର ଅବସ୍ଥାରେ ସେମାନଙ୍କୁ…

ସମ୍ ହସ୍ପିଟାଲରେ ‘ଛ’ ମାସର ଶିଶୁର ହୃଦ୍ ସମସ୍ୟାର ସଫଳ ଅସ୍ତ୍ରୋପଚାର

ଭୁବନେଶ୍ୱର : ସମ୍ ହସ୍ପିଟାଲରେ 'ଛ' ମାସର ଶିଶୁର ସଫଳ ହୃଦ୍ ଅସ୍ତ୍ରୋପଚାର ।  ଶିଶୁର ଶରୀରରେ ଥିବା ଜଟିଳ ହୃଦ ସମସ୍ୟାର ସଫଳ ଅସ୍ତ୍ରୋପଚାର ସମ୍ଭବ ହୋଇପାରିଛି । ନୟାଗଡ ଜିଲ୍ଲା ଦଶପଲ୍ଲା ଅଞ୍ଚଳର ସୁବାସ ଚନ୍ଦ୍ର ବେହେରାଙ୍କ  ଛ’ମାସର ଶିଶୁ ପୁତ୍ରଟି ହୃଦ୍ ପଲମୁନାରୀ ଓ ଲାଇଭ୍…

ଆଜି ବିଶ୍ୱ ଜଳ ଦିବସ : ଜଳ ହିଁ ଜୀବନ

ଭୁବନେଶ୍ୱର : ଆଜି ବିଶ୍ୱ ଜଳ ଦିବସ । ମାନବ କଲ୍ୟାଣର ମୂଳ ଆଧାର ହେଉଛି ଜଳ । ଜଳ ବିନା ପୃଥିବୀପୃଷ୍ଠରେ ପ୍ରାଣୀ,ବୃକ୍ଷଲତା ମନୁଷ୍ୟ ତିଷ୍ଠିବା ଅସମ୍ଭବ । ଜଳ ଆମର ସବୁଠାରୁ ମୂଲ୍ୟବାନ ପ୍ରାକୃତିକ ବନ୍ଧୁ ।ଜଳ ବିନା ଦୁବ ବି କଅଁଳିବା ଅସମ୍ଭବ । ଜଳ ଅଛି ତ ଏ ଜୀବନ ବି ଅଛି ।ଆମ ଦୈନନ୍ଦିନ…

କୃଷ୍ଣ ପ୍ରତିହାରୀ ହତ୍ୟାକାଣ୍ଡ: ଫେରାର ଅନ୍ୟ ୩ ଅଭିଯୁକ୍ତଙ୍କୁ ଧରିଲା ପୁରୀ ପୁଲିସ

ପୁରୀ: କୃଷ୍ଣ ପ୍ରତିହାରୀ ହତ୍ୟାକାଣ୍ଡ । ଫେରାର ଅନ୍ୟ ୩ ଅଭିଯୁକ୍ତଙ୍କୁ ଧରିଲା ପୁରୀ ପୁଲିସପୁରୀର ବରିଷ୍ଠ ସେବାୟତ କୃଷ୍ଣ ପ୍ରତିହାରୀ ହତ୍ୟାକାଣ୍ଡ ମାମଲାରେ ଫେରାର ଥିବା ଅନ୍ୟ ୩ ଅଭିଯୁକ୍ତଙ୍କୁ ଧରିବାରେ ପୁରୀ ପୁଲିସ ସଫଳ ହୋଇଛି। ଏହି କୁନମୁନ ସୁଆର, ହରି ପଣ୍ଡା ଓ ଟୁଟୁ ମହାପାତ୍ର।ଙ୍କୁ…

[ଦେଖନ୍ତୁ ଭିଡିଓ] ପ୍ରଚାର ଶେଷ ଦିନରେ ସରଗରମ ମାହୋଲ: ମଇଦାନରେ ହେଭିୱେଟ

ଜଗତସିଂହପୁର : ଆସନ୍ତା ମାର୍ଚ୍ଚ ୨୪ ତାରିଖରେ ହେବାକୁ ଥିବା ପୌର ନିର୍ବାଚନ ନିମନ୍ତେ ସରଗରମ ହୋଇଉଠିଛି ଜଗତସିଂହପୁର ପୋୖରାଞ୍ଚଳ। ବିଗତ ୨୦୧୩ ପୋୖର ନିର୍ବାଚନରେ ଏଠାରେ କଂଗ୍ରେସ ଦଳ ପୌର ପରିଷଦ ଦଖଲ କରି ବାଜିମାତ କରିଥିଲା । ସେ ଦୃଷ୍ଟିରୁ ଚଳିତ ନିର୍ବାଚନରେ ଶାସକ ବିଜୁ ଜନତା ଦଳ କୌଣସି…

ସୁନ୍ଦରଗଡରେ ୬୦ ଫୁଟ ଉଚ୍ଚ ମୋବାଇଲ ଟାୱାର ଉପରକୁ ଚଢିଗଲେ ବ୍ୟକ୍ତି

ସୁନ୍ଦରଗଡ : ସୁନ୍ଦରଗଡ ଓହ୍ଲାଣି ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମୋବାଇଲ ଟାୱାର ଉପରକୁ ଚଢିଗଲେ । ହେଲେ ଓହ୍ଲାଇବାର ନାଁ ଧରିଲେନି ।ନାକେଦମ ହେଲା ପୋଲିସ ବାହିନୀ । ସୁନ୍ଦରଗଡ ଜିଲ୍ଲା ହାତିବାରି ଥାନା ଅନ୍ତର୍ଗତ ଓହ୍ଲାଣି ଗାଁରେ ଜଣେ ବ୍ୟକ୍ତି ଗତକାଲି ସନ୍ଧ୍ୟା ସମୟରେ ୬୦…

ଆନନ୍ଦପୁର ବୈତରଣୀ ଡିଭିଜନର ସହକାରୀ ଯନ୍ତ୍ରୀଙ୍କର ୧୧ଟି ପ୍ଲଟ୍ ଠାବ

କେନ୍ଦୁଝର: ଭିଜିଲାନ୍ସ ଜାଲରେ ପଡ଼ିଥିବା କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବୈତରଣୀ ଡିଭିଜନର ସହକାରୀ ଯନ୍ତ୍ରୀ ଉମେଶ ଚନ୍ଦ୍ର ଶାସିନୀଙ୍କର ୧୧ଟି ପ୍ଲଟ୍ ଠାବ । ଭୁବନେଶ୍ୱର, ଭଦ୍ରକ, ଯାଜପୁର, ଆନନ୍ଦପୁର, କେନ୍ଦୁଝର ଅଞ୍ଚଳରେ ରହିଛି ଏସବୁ ପ୍ଲଟ । ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ମୌଜାରେ ଏକ…

ଏପ୍ରିଲରୁ ପୁଣି ଆରମ୍ଭ ହେବ ମଧ୍ୟାହ୍ନ ଭୋଜନ

ଭୁବନେଶ୍ୱର : ଏପ୍ରିଲ୍‌ରୁ ସ୍କୁଲରେ ପୁଣି ଆରମ୍ଭ ହେବ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା । ପିଲାଙ୍କୁ ପୁଣି ମଧ୍ୟାହ୍ନ ଭୋଜନ ଦେବାକୁ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି । ଏ ନେଇ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଗଣଶିକ୍ଷା ବିଭାଗ MDM ୟୁନିଟ୍ ନୋଡାଲ ଅଫିସର । କୋଭିଡ ଗାଇଡ୍ ଲାଇନ୍ ସହ…

[ଦେଖନ୍ତୁ ଭିଡିଓ] ଯୁଦ୍ଧ ବିରୋଧରେ ଧାରଣା ବେଳେ ରୁଷ୍ ସେନାର ଆଖିବୁଜା ଗୁଳିମାଡ଼

ଓଡ଼ିଶା ସମ୍ବାଦ ବ୍ୟୁରୋ: ୟୁକ୍ରେନରେ ଆତଙ୍କ ଖେଳାଉଛି ରୁଷ୍ ସେନା । ଏବେ ସାଧାରଣ ଲୋକଙ୍କୁ ଟାର୍ଗେଟ କରୁଛି । ଆବାସିକ ସ୍ଥଳୀ ଉପରେ ହମଲା କରୁଛି । ଯୁଦ୍ଧ ବିରୋଧରେ ଧାରଣ ବେଳେ ଲୋକଙ୍କ ଉପରେ ବି ଗୁଳିମାଡ଼ କରୁଛି । ଖେରସୋନରୁ ଏଭଳି ଚିତ୍ର ସାମନାକୁ ଆସିଛି । ସୋସିଆଲ୍ ମିଡିଆରେ ଭାଇରାଲ୍…

ମେମୋରୀ ଚିପ୍ ଖୋଲିବ ମାନସ ସ୍ୱାଇଁ ହତ୍ୟା ଗୁମର, ରିମାଣ୍ଡରେ ଯିବେ ନିରଞ୍ଜନ ସେଠୀ

ଭଦ୍ରକ: କ୍ୟାମେରାମ୍ୟାନ୍ ମାସନ ସ୍ୱାଇଁ ହତ୍ୟାର ଗୁମର ଧିରେ ଧିରେ ଫିଟାବାରେ ଲାଗିଛି । ମେମୋରୀ ଚିପ୍ ପାଇଁ ମାନସଙ୍କୁ ଅପହରଣ ପରେ ହତ୍ୟା କରାଯାଇଛି । କେଉଁଠି ଅଛି ସେହି ମେମୋରୀ ଚିପ୍ ? ଏଯାଏ ପୋଲିସର ହସ୍ତଗତ ହୋଇନି । ପ୍ରଶ୍ନ ଉଠୁଛି ମେମୋରୀ ଚିପରେ ଏମତି କଣ ଥିଲା ? କି ରହସ୍ୟ ସେଥିରେ…