Latest Odisha News

BREAKING NEWS

‘କୃଷ୍ଣଯଶ’ ଓ ‘ସହିଷ୍ଣୁ ପାଷାଣ’ ଉନ୍ମୋଚିତ

ଭୁବନେଶ୍ୱର : ପ୍ରକାଶନୀ ସଂସ୍ଥା ଅଭିମାନ ପକ୍ଷରୁ ପ୍ରଥମ ପୁସ୍ତକ ଉନ୍ମୋଚନ ପର୍ବ , ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ଆୟୋଜିତ ହୋଇଯାଇଛି। ଏହି ଅବସରରେ କବି ଗୋଲକ ବିହାରୀ ରଥଙ୍କର "କୃଷ୍ଣ ଯଶ "ଏବଂ ଅନୁବାଦକ ପ୍ରଦୀପ ରାୟଙ୍କର ଅନୂଦିତ ପୁସ୍ତକ "ସହିଷ୍ଣୁ ପାଷାଣ" ଉନ୍ମୋଚିତ ହୋଇଯାଇଛି।…

ହୋଲି ଖେଳ ହେଲା କାଳ: ଇନ୍ଦ୍ରାବତୀ ନଦୀରେ ବୁଡି ୨ ମୃତ

କୋରାପୁଟ : ହୋଲି ଖେଳ ହେଲା କାଳ । ହୋଲି ଖେଳିସାରି ଗାଧୋଇବା ବେଳେ  ଇନ୍ଦ୍ରାବତୀ ନଦୀରେ ଦୁଇ ଯୁବକ ଭାସିଯାଇ ମୃତ୍ୟୁ ବରଣ କରିଛନ୍ତି ।ଏହି ଦୁଇ ଜଣ ଯୁବକ ହେଉଛନ୍ତି କୋଟପାଡର ଜଗନ୍ନାଥ ମାହାପାତ୍ର ଏବଂ ଅଙ୍କୁଶ ନାୟକ । ଖବର ପାଇ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା ଦମକଳ ବିଭାଗ । ଏହି…

ଟ୍ରକ-ବାଇକ ମୁହାଁମୁହିଁ ଧକ୍କା , ଶିଶୁ ମୃତ

କୋରାପୁଟ : ହୋଲିରେ ଅଘଟଣ । କୋରାପୁଟ କୋକ୍ରିଗୁଡା ଛକ ନିକଟରେ ବାଇକ ଟ୍ରକ ମୁହାଁମୁହିଁ ଧକ୍କା ।ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଛୋଟ ଶିଶୁର ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଛି । ଶିଶୁଟିର ମାମୁ ପୁରୁଷୋତ୍ତମ ଖିଲ ଗୁରୁତର ଆହତ ହୋଇପଡିଛନ୍ତି ।ତାଙ୍କୁ କୋରାପୁଟ ସହିଦ ଲଷ୍ମଣନାୟକ…

ଖରସ୍ରୋତା ନଦୀରେ ୭ ଜଣ ବୁଡିଯିବା ଘଟଣା : ଚତୁର୍ଥ ଜଣକ ମୃତ ଦେହ ଉଦ୍ଧାର

ଯାଜପୁର  : ଖରସ୍ରୋତା ନଦୀରେ ଗତକାଲି ପିଲାମାନେ ବୁଡିଯିବା ଘଟଣା । ଖରସ୍ରୋତା ନଦୀରେ ୭ ଜଣ ବୁଡି ଯାଇଥିଲେ । ଚତୁର୍ଥ ଜଣଙ୍କ ମୃତ ଦେହ ଏବେ ଉଦ୍ଧାର ହୋଇଛି । । ଅଗ୍ନିସମ ବାହିନୀ କର୍ମଚାରୀ ମାନେ ୨୪ ଘଣ୍ଟା ହେବ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି । ସକାଳେ ଅଗ୍ନିସମ ବାହିନୀ କ୍ରିଷ୍ଣା…

[ଭିଡିଓ] ପତିଙ୍କ ସହ ହୋଲି ଖେଳିଲେ ବଲିଉଡ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା

ଦିଲ୍ଲୀ  : ସବୁଆଡେ ହୋଲିର ମାହୋଲ । ବଲିଉଡରେ ସେଲିବ୍ରେଟି ମାନେ ମଧ୍ୟ ଏହି ହୋଲି ଖେଳରୁ ବାଦ୍ ପଡିନାହାନ୍ତି । ବଲିଉଡର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ହୋଲି ଖେଳିବାର ଫୋଟ ଓ  ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।ଏହି ଭଡିଓରେ ପ୍ରିୟଙ୍କା ନିକି ଜୋନ୍ସଙ୍କ ସହ ହୋଲି ଖେଳୁଥିବା…

ହୋଲିରେ ଅଘଟଣ : ଖର୍ଲା ନଦୀରେ ବୁଡିଗଲେ ୨ଜଣ ଶ୍ରମିକ ,ଜଣଙ୍କ ମୃତଦେହ ଉଦ୍ଧାର

ସମ୍ବଲପୁର : ହୋଲିରେ ବଡ ଧରଣର ଅଘଟଣ । କୁଚିଣ୍ଡା ଖର୍ଲା ନଦୀରେ ଗାଧୋଇଲା ବେଳେ ବୁଡି ଗଲେ ଦୁଇ ଜଣ ସାଙ୍ଗ । ହୋଲି ଖେଳ ସାରି ନଦୀକୁ ଗାଧୋଇବାକୁ ଯାଇଥିଲେ ।ହେଲେ ହଠାତ୍ ଗୋଡ ଖସିଯିବାରୁ ଦୁଇଜଣ ବୁଡି ଯାଇଛନ୍ତି ।  ପରେ ଘଟଣା ସ୍ଥଳରୁ ଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଛି ।ଅନ୍ୟ ଜଣେ ଏବେ…

ଆପ୍‌ ର ୧୦ ଜଣ ବିଧାୟକ ନୂଆ ପଞ୍ଜାବ କ୍ୟାବିନେଟରେ ମନ୍ତ୍ରୀ ରୂପେ ଶପଥ ନେଲେ

ଚଣ୍ଡୀଗଡ଼ : ନୂଆ ପଞ୍ଜାବ କ୍ୟାବିନେଟରେ ଶପଥ ନେଲେ ଆପର ୧୦ ଜଣ ବିଧାୟକ । ଆଜି ଚଣ୍ଡିଗଡ ରାଜଭବନରେ ଶପଥ ଗ୍ରହଣ ଉତ୍ସବ ଆୟୋଜନ କରାଯାଇଥିଲା ।ଏହି ଅବସରରେ ଆମ ଆଦମୀ ପାର୍ଟିର ୧୦ ଜଣ ବିଧାୟକ ମନ୍ତ୍ରୀରୂପେ ଶପଥ ଗ୍ରହଣ କରିଛନ୍ତି । ଶନିବାର ଦିନ ୧୧.୧୦ ମିନିଟରେ ଏହି ଶପଥ ଗ୍ରହଣ ଉତ୍ସବ ଆୟୋଜନ…

ଆଜି ରଙ୍ଗର ପର୍ବ ହୋଲି : ସବୁଆଡେ ସେଲିବ୍ରେସନ ମାହୋଲ

ଭୁବନେଶ୍ୱର : ଆଜି ହୋଲି । ରଙ୍ଗର ପର୍ବ ହୋଲିକୁ ନେଇ ସବୁଆଡ ଉତ୍ସବ ମୁଖର । ରାଜ୍ୟରେ ମଧ୍ୟ ଚଳିତ ଥର କରୋନା କଟକଣା ହ୍ରାସ ପାଇବା ପରେ ସବୁଆଡେ ଧୁମଧାମରେ ହୋଲି ଉତ୍ସବ ପାଳନ କରାଯାଉଛି । ଛୋଟଠୁ ବଡ ସମସ୍ତେ ରଙ୍ଗର ଉତ୍ସବକୁ ପାଳନ କରୁଛନ୍ତି । ଏହି ହୋଲି ରଙ୍ଗ ଏକ ସାଧାରଣ ରଙ୍ଗ ନୁହେଁ ବରଂ…

ହୋଲି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆଜି ରଙ୍ଗର ପର୍ବ ହୋଲି ।ଏନେଇ ପଲ୍ଲିଠୁ ସହର ସବୁ ଉତ୍ସବ ମୁଖର । ହୋଲି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଟ୍ୱିଟ କରି ରାଜ୍ୟବାସୀଙ୍କୁ ହୋଲିର ଶୁଭେଚ୍ଛା ଜଣାଇଛନ୍ତି । ସେ ଟ୍ୱିଟ କରି ଲେଖିଛନ୍ତି ରଙ୍ଗର ପର୍ବ…

ତିନି ଶହ ରାମାୟଣ (୩)

ମୂଳ ରଚନା  : ଏ. କେ. ରାମାନୁଜନ୍  ରାମଙ୍କର କୃପାରୁ ରାମ ନାମ ବିନା ଆନ ବିଦ୍ୟା କାହିଁକି ସାଧିବ ? ଦୁବ ପିପିଲିକା ଆଦି ଯେତେ ସ୍ଥାବର ଜଙ୍ଗମ; ଚତୁର୍ମୁଖ ଶିଷି ସବୁ ଘେନିଲେ ଶ୍ରୀରାମ, କରୁଣାସାଗର ଦେଲେ ତାଙ୍କୁ ପରମ ବୈଭବ । ନମ୍ମାଲୱାର ୭.୫.୧ (ରାମାନୁଜନ ୧୯୮୧, ୪୭)…