India Stop Russia Oil Imports After US Deal: ଭାଙ୍ଗିଯିବ କି ମୋଦି-ପୁଟିନ ଯୋଡି? କ’ଣ ସତରେ ଆଉ ତେଲ…
ନୂଆଦିଲ୍ଲୀ: କ'ଣ ରୁଷରୁ ଆଉ ତେଲ କିଣିବ ନାହିଁ ଭାରତ?
ଭାଙ୍ଗିଯିବ କି ପୁଟିନଙ୍କ ସହ ବର୍ଷ ବର୍ଷର ବନ୍ଧୁତା?
ଆମେରିକା ସହ ବିବାଦ ଶାନ୍ତ
ହେଲେ କ'ଣ ସବୁଠାରୁ ବିଶ୍ୱସ୍ତ ବନ୍ଧୁ ପୁଟିନଙ୍କୁ ଦୂରେଇ ଦେବେ ପ୍ରଧାନମନ୍ତ୍ରୀ ମୋଦି?
ଆମେରିକା ଏବଂ ଭାରତ ମଧ୍ୟରେ ତୈଳ ବାଣିଜ୍ୟ…