Latest Odisha News

BREAKING NEWS

Congress’s ‘miracle’ dig at Amit Shah: ଅମିତ ଶାହଙ୍କ ଭାଷଣ ନେଇ କଟାକ୍ଷ କଲା କଂଗ୍ରେସ,…

ନୂଆଦିଲ୍ଲୀ: କଂଗ୍ରେସ ମଙ୍ଗଳବାର ଲୋକସଭାରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ଭାଷଣ ପରେ ତାଙ୍କୁ କଡ଼ା ଟାର୍ଗେଟ କରିଛି। ବାମପନ୍ଥୀ ଉଗ୍ରବାଦ ଉପରେ ଏକ ବିତର୍କ ସମୟରେ ତାଙ୍କ ମନ୍ତବ୍ୟକୁ ନେଇ କଟାକ୍ଷ କରିଛି କଂଗ୍ରେସ। ଏନେଇ କଂଗ୍ରେସ ମହାସଚିବ ଜୟରାମ ରମେଶ ଶାହଙ୍କ ଭାଷଣକୁ ସମାଲୋଚନା କରି X…

ଯାଜପୁର ପୋଲିସ୍ ଦ୍ୱାରା “ଇ-ମିତ୍ର” ଚାଟ୍‌ବୋଟ୍‌ର ଶୁଭାରମ୍ଭ

ଯାଜପୁର: ଯାଜପୁର ପୋଲିସ ପକ୍ଷରୁ ଆଜି ସରକାରୀ ଚାଟ୍‌ବୋଟ୍ “ଇ-ମିତ୍ର” ଲୋକାର୍ପିତ ହୋଇଛି । ଜନକୈନ୍ଦ୍ରିକ ପୋଲିସ୍ ସେବାକୁ ଅଧିକ ଶକ୍ତିଶାଳୀ କରିବା ଏବଂ ଡିଜିଟାଲ୍ ନବସୃଜନକୁ ଆପଣେଇବା ଦିଗରେ ଏହା ଏକ ପ୍ରଗତିଶୀଳ ପଦକ୍ଷେପ ସ୍ୱରୂପ । ସାର୍ବଜନୀନ ସେବା ପ୍ରଦାନ କ୍ଷେତ୍ରରେ ସହଜ ଉପଲବ୍ଧତା,…

ସେପ୍ଟିକ ଟାଙ୍କିରେ ଶ୍ବାସରୁଦ୍ଧ ହୋଇ ୨ ଶ୍ରମିକ ମୃତ

ସମ୍ବଲପୁର: ସେପ୍ଟିକ ଟାଙ୍କିରେ ଶ୍ବାସରୁଦ୍ଧ ହୋଇ ୨ ଶ୍ରମିକ ମୃତ ଓ ୨ ଗୁରୁତର। ସମ୍ବଲପୁର ଜିଲ୍ଲା ମହୁଲପାଲି ଥାନା କେଶାଇବାହାଲ ଠାରେ ଘଟିଛି ଏହି ଅଭାବନୀୟ ଘଟଣା। ନବନିର୍ମିତ ସେପ୍ଟିକ ଟାଙ୍କିରେ ସେଣ୍ଟ୍ରିଂ ଖୋଲିବା ପାଇଁ ପଶିଥିଲେ ୪ ଜଣ ଶ୍ରମିକ। ଟାଙ୍କି ଭିତରେ ଶ୍ବାସରୁଦ୍ଧ ହୋଇ ୨…

ଆସାମ ନିର୍ବାଚନ ପାଇଁ ବିଜେପିର ମାଷ୍ଟର ପ୍ଲାନ୍

ନୂଆଦିଲ୍ଲୀ: ଆସାମ ବିଧାନସଭା ନିର୍ବାଚନ ପାଇଁ ସରଗରମ ହେବାରେ ଲାଗିଛି ରାଜନୀତି। ମଙ୍ଗଳବାର ଗୌହାଟୀ ସ୍ଥିତ ପାର୍ଟି କାର୍ଯ୍ୟାଳୟରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଜାରି ହୋଇଛି ନିର୍ବାଚନୀ ଇସ୍ତାହାର ବା 'ସଂକଳ୍ପ ପତ୍ର' । କେନ୍ଦ୍ର ମନ୍ତ୍ରୀ ନିର୍ମଳା ସୀତାରମଣ ଏହା ଉନ୍ମୋଚନ କରିଥିବା…

୨୩ଟି ଦେଶରେ ବ୍ୟାପିଛି କରୋନା ଭାଇରସର ନୂଆ ଭାରିଆଣ୍ଟ, ଭାରତ ଉପରେ ଏହାର ପ୍ରଭାବ ରହିଛି କି?

ନୂଆଦିଲ୍ଲୀ: ଆମେ କ’ଣ ସମ୍ପୂର୍ଣ୍ଣ ରୂପେ କରୋନାଭାଇରସ୍ ମୁକ୍ତ? ହୁଏତ ନାଁ। ଏବେ ପୁଣି ଫେରୁଛି କରୋନା ଭାଇରସର ନୂତନ ଭାରିଆଣ୍ଟ। ଯେତେବେଳେ ଆମେ ଭାବୁଛୁ ଯେ ସବୁକିଛି ସ୍ୱାଭାବିକ ହୋଇଗଲାଣି, ସେତେବେଳେ ଭାଇରସର ଏକ ନୂଆ ରୂପ ବିଶ୍ୱ ଦ୍ୱାରକୁ ଆସି ଆଘାତ କରିଛି। ଏଥର ଚର୍ଚ୍ଚାର ବିଷୟ ହେଉଛି…

Stampede at Bihar’s Temple: ନାଳନ୍ଦାର ଶୀତଳା ମନ୍ଦିରରେ ଦଳାଚକଟା, ଚାଲିଗଲା ୮ ଜୀବନ, ଶୋକ ପ୍ରକାଶ କଲେ…

ପାଟନା: ମଙ୍ଗଳବାର ବିହାରର ନାଳନ୍ଦାରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଶୀତଳା ମନ୍ଦିରରେ ଦଳାଚକଟାରେ ୮ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୮ ଜଣ ଆହତ ହୋଇଛନ୍ତି। ଆଜି ନାଳନ୍ଦା ଜିଲ୍ଲାର ଦୀପନଗର ଥାନା ଅଞ୍ଚଳ ଅନ୍ତର୍ଗତ ମାଘରା ଗ୍ରାମର ଶୀତଳା ମନ୍ଦିରରେ ଭକ୍ତଙ୍କ ଏକ ବିଶାଳ ଭିଡ଼ ଜମା ହୋଇଥିଲା।…

Sonia Gandhi Discharged From Hospital: ସୁସ୍ଥ ହୋଇ ଘରକୁ ଫେରିଲେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ: ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ଏବଂ ବରିଷ୍ଠ ନେତ୍ରୀ ସୋନିଆ ଗାନ୍ଧୀଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଏକ ଭଲ ଖବର ଆସିଛି। ମଙ୍ଗଳବାର ସକାଳେ ତାଙ୍କୁ ଦିଲ୍ଲୀର ସାର୍ ଗଙ୍ଗା ରାମ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି। ହସ୍ପିଟାଲ ପ୍ରଶାସନ ଅନୁଯାୟୀ, ସେ ଏବେ ସମ୍ପୂର୍ଣ୍ଣ ସୁସ୍ଥ…

Health Minister Accuses Opposition: ନିଜ ଜିଦରେ ଅଟଳ ବିରୋଧୀ…ବର୍ଷିଲେ ସ୍ୱାସ୍ଥ୍ୟମନ୍ତ୍ରୀ…ଆଜି ବି…

ଭୁବନେଶ୍ୱର: ନିଜ ଜିଦରେ ଅଟଳ ବିରୋଧୀ। ବାଧାପ୍ରାପ୍ତ ହେଉଛି ବିଧାନସଭା କାର୍ଯ୍ୟ। ଆରମ୍ଭରୁ ହିଁ ହଟ୍ଟଗୋଳ। ସମ୍ପ୍ରତି SCB ମେଡିକାଲ କଲେଜ ଏବଂ ହସ୍ପିଟାଲ ଘଟଣା ଉପରେ ବାରମ୍ବାର କାର୍ଯ୍ୟ ବନ୍ଦ କରିବା ଏବଂ ତାଙ୍କ ଇସ୍ତଫା ଦାବି କରିବା ପାଇଁ ସୋମବାର ଦିନ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ…

Odisha Weather Alert: ଆହୁରି ୪ ଦିନ କାଳବୈଶାଖୀ ବର୍ଷା, ୫୦ କିମି/ଘଣ୍ଟା ବେଗରେ ବହିବ ପବନ

ଭୁବନେଶ୍ଵର: ଜାରି ରହିବ କାଳବୈଶାଖୀ ବର୍ଷା। ଘଡଘଡି ବିଜୁଳି ସାଙ୍ଗକୁ ପ୍ରବଳ ପବନ ବହିବ। ଭାରତୀୟ ପାଣିପାଗ ବିଭାଗ ଏନେଇ ଓଡ଼ିଶା ପାଇଁ ସତର୍କତା ଜାରି କରିଛି, ଆଗାମୀ ୪ ଦିନ ମଧ୍ୟରେ ବିଭିନ୍ନ ଜିଲ୍ଲାରେ ଝଡ଼ବର୍ଷା, ବଜ୍ରପାତ ଏବଂ ଝଡ଼ ପବନ ହେବାର ପୂର୍ବାନୁମାନ କରିଛି ଆଇଏମଡି।…

ମଧ୍ୟପ୍ରାଚ୍ୟରେ ୮ ଭାରତୀୟଙ୍କ ମୃତ୍ୟୁ, ଜଣେ ନିଖୋଜ: ଫେରିଲା ୫୫ ଲକ୍ଷ

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଯୁଦ୍ଧ ଉଗ୍ର ହେଉଛି। ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ପ୍ରବଳ ବୋମାମାଡ଼ ହେଉଛି। ଏହି ସଂଘର୍ଷରେ ହଜାର ହଜାର ଲୋକ ପ୍ରାଣ ହରାଇଛନ୍ତି। ଏହି ସମୟରେ, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସୋମବାର ଦିନ ରିପୋର୍ଟ କରିଛି ଯେ ମଧ୍ୟପ୍ରାଚ୍ୟରେ ବିଭିନ୍ନ ଘଟଣାରେ ଆଠ ଜଣ…