Latest Odisha News

BREAKING NEWS

ବିଶ୍ୱ ସ୍ବାସ୍ଥ୍ୟ ଦିବସ: ଗୋଷ୍ଠୀ ସ୍ୱାସ୍ଥ୍ୟର ବିକାଶ ପାଇଁ ଟିପିଏସଓଡିଏଲର ପ୍ରୟାସ

ବ୍ରହ୍ମପୁର: ଆଜି ବିଶ୍ଵ ସ୍ଵାସ୍ଥ୍ୟ ଦିବସ । ଏହି ଅବସରରେ ବ୍ରହ୍ମପୁର ସ୍ଥାନୀୟ ଗୋଷ୍ଠୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ପ୍ରୟାସ ଜାରି ରଖିଛି ଟିପିଏସଓଡିଏଲ୍ । ବିଶ୍ୱ ସ୍ବାସ୍ଥ୍ୟ ଦିବସ ଉପଲକ୍ଷେ ଚଳିତ ବର୍ଷର ଥିମ୍ ରହିଛି "ମାଇଁ ହେଲଥ, ମାଇଁ ରାଇଟ୍" ତଥା ‘ମୋ ସ୍ବାସ୍ଥ୍ୟ,…

ତୃତୀୟ ଥର ପାଇଁ ରାଜ୍ୟସଭା ସଦସ୍ୟ ଭାବେ ଶପଥ ନେଲେ ଜେ.ପି ନଡ୍ଡା

ନୂଆଦିଲ୍ଲୀ: ତୃତୀୟ ଥର ପାଇଁ ରାଜ୍ୟସଭା ସଦସ୍ୟ ଭାବେ ଶପଥ ନେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା । ଉପରାଷ୍ଟ୍ରପତି ଜଗଦୀପ ଧନଖଡଙ୍କ ଉପସ୍ଥିତିରେ ଶପଥ ଗ୍ରହଣ କରିଛନ୍ତି ଜେ.ପି ନଡ୍ଡା । ନିକଟରେ ଜେ.ପି ନଡ୍ଡା ଗୁଜୁରାଟ ରାଜ୍ୟସଭାରୁ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଥିଲେ ।…

ଏନ୍‌.ସି.ଇ.ଆର୍‌.ଟି ୱେବସାଇଟରେ ମିଳିବ ତୃତୀୟରୁ ଦ୍ଵାଦଶ ପର୍ଯ୍ୟନ୍ତ ପାଠ୍ୟପୁସ୍ତକ

ଭୁବନେଶ୍ଵର: ଜାତୀୟ ଶିକ୍ଷାନୀତି (ଏନ୍‌.ଇ.ପି.) ୨୦୨୦ ଭାରତ ସରକାରଙ୍କ ଦ୍ୱାରା ପ୍ରଣୟନ କରିବାର ତିନିବର୍ଷ ମଧ୍ୟରେ ବିଦ୍ୟାଳୟ ଶିକ୍ଷା ପାଠ୍ୟକ୍ରମ ଓ ଶିକ୍ଷାଦାନରେ ସଂସ୍କାର ଆରମ୍ଭ ହୋଇଛି । ଅକ୍ଟୋବର ୨୦୨୨ରେ ପ୍ରଥମ ମାଇଲ୍‌ଖୁଣ୍ଟ ହାସଲ କରାଯାଇଥିଲା, ଯେତେବେଳେ ମୌଳିକ / ପ୍ରାରମ୍ଭିକସ୍ତର…

ଏପରି ଏକ ଗାଁ, ଯେଉଁଠାରେ ଆଦୌ ରାସ୍ତା ନାହିଁ

ଭୁବନେଶ୍ବର: ଆାମ ଏ ପୃଥିବୀ ପ୍ରାକୃତିକ ସୋନ୍ଦର୍ଯ୍ୟରେ ପରିପୂର୍ଣ୍ଣ ।ପ୍ରାକୃତିକ ସୋନ୍ଦର୍ଯ୍ୟ ଥିବା ସ୍ଥାନକୁ ଦେଖିବା ପାଇଁ କାହିଁ କେତେ ଦୂରରୁ ବୁଲିବାକୁ ଆସନ୍ତି ଲୋକ । କେବଳ ବୁଲିବା ପାଇଁ ନୁହେଁ ନିଜ ମନର ଅସ୍ଥିରତାକୁ ନିୟନ୍ତ୍ରିତ କରିବାପାଇଁ ମଧ୍ୟ ।  ଆପଣ ଜାଣିଥିବେ ସବୁ ସ୍ଥାନକୁ…

ଯୁଦ୍ଧ ପୂର୍ବରୁ ସଂକଟରେ କଂଗ୍ରେସ! ଦଳ ଛାଡୁଛନ୍ତି ହେଭିୱେଟ୍ ନେତା

ଭୁବନେଶ୍ଵର: ଚବିଶ ଲଢେଇ ପାଇଁ ୯ରୁ ୯୦ ନାରା ଦେଇଥିଲା ରାଜ୍ୟ କଂଗ୍ରେସ । ହେଲେ ଏବେ ସେଇ ୯ସିଟିଂ ବିଧାୟକଙ୍କୁ ବି ରଖିପାରିନି ଦଳ । ଖଡିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ଦଳ ଛାଡି ବିଜେଡିରୁ ପ୍ରାର୍ଥୀ ହୋଇ ମଇଦାନକୁ ଓହ୍ଲାଇଲେଣି । ଆଉ ଦୁଇ ବିଧାୟକ କଂଗ୍ରେସ ଟିକେଟ୍ ପାଇବା ପରେ ବି ଶଙ୍ଖ…

ପ୍ରାଇମେରୀ ସ୍କୁଲ ପ୍ରଶ୍ନ ପତ୍ର ଲିକ ଘଟଣା: ଗିରଫ ହେଲେ ଆସିଷ୍ଟାଣ୍ଟ ଶିକ୍ଷକ ଜଗନ୍ନାଥ କର

ଭୁବନେଶ୍ବର: ପ୍ରାଇମେରୀ ସ୍କୁଲ ପ୍ରଶ୍ନ ପତ୍ର ଲିକ ଘଟଣା । ଆସିଷ୍ଟାଣ୍ଟ ଶିକ୍ଷକ ଜଗନ୍ନାଥ କରଙ୍କୁ ଗିରଫ କଲା ସାଇବର ଥାନା ପୋଲିସ । ପ୍ରଥମ ରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରଶ୍ନପତ୍ରକୁ ନିଜ ୟୁଟ୍ୟୁବ ଚ୍ୟାନେଲରେ ଭ୍ୟୁ ବଢାଇବା ପାଇଁ ନିଜ ସ୍ତ୍ରୀ ସହ ମିଶି ଭାଇରାଲ କରିଥିଲେ ଜଗନ୍ନାଥ ।…

ବିଜେପି ଛାଡିଲେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି

ଭୁବନେଶ୍ଵର: ବିଜେପି ଛାଡ଼ିଲେ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ପଠାଇଲେ ଇସ୍ତଫା ପତ୍ର । ବସ୍ତା ବିଧାନସଭା କ୍ଷେତ୍ରରୁ ୫ ଥର ପ୍ରତିନିଧିତ୍ବ କରିଥିଲେ ଶ୍ରୀ ମହାନ୍ତି । ସରକାରୀ ଦଳର ମୁଖ୍ୟ ସଚେତକ ଓ ମନ୍ତ୍ରୀ ଥିଲେ ରଘୁ…

ଭାରସ୍ୟାମ ହରାଇ ନାଳକୁ ଖସିଲା ‘ମୋ ବସ୍’, ୨୦ ଆହତ

ଭୁବନେଶ୍ଵର: ଭାରସ୍ୟାମ ହରାଇ ନାଳକୁ ଖସିଲା ‘ମୋ ବସ୍’ । ଦୁର୍ଘଟଣାରେ ୨୦ରୁ ଅଧିକ ଯାତ୍ରୀ ଆହତ । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଲେ ପୋଲିସ ଓ ଉଦ୍ଧାରକାରୀ ଦଳ । ସମସ୍ତ ଆହତଙ୍କୁ ଉଦ୍ଧାର କରି ଖୋର୍ଦ୍ଧା ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି । ସେଥିରୁ କିଛି ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ…

ମେଦିନାପୁରରେ ଏନଆଇଏ ଟିମ୍ ଉପରେ ଆଖିବୁଜା ପଥର ମାଡ

କୋଲକତା: ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ)ର ଟିମ୍‌‌ ଉପରେ ଆକ୍ରମଣ । ପଶ୍ଚିମବଙ୍ଗ ମେଦିନାପୁର ଜିଲ୍ଲାରେ ଏନଆଇଏ ଟିମ ଉପରକୁ ଢେଲା ଓ ପଥର ମାଡ ହୋଇଛି । ଜିଲ୍ଲାର ଭୂପତିନଗରରେ କିଛି ଲୋକ ଏନଆଇଏ ଟିମକୁ ଘେରିଯାଇ ତାଙ୍କ ଗାଡି ଉପରକୁ ଢେଲା ପଥର ମାଡ କରିଛନ୍ତି । ଖବର ମୁତାବକ, ଏକ…

କଂଗ୍ରେସର ଇସ୍ତାହାରରେ ମୁସଲିମ ଲିଗର ଛାପ ରହିଛି: ମୋଦୀ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆସନ୍ତା ଲୋକସଭା ନିର୍ବାଚନ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ମୋଦୀ । ଆଜି ସାହାରନପୁର ରାଲିରେ କଂଗ୍ରେସକୁ ସିଧାସଳଖ ଟାର୍ଗେଟ କରିଛନ୍ତି ମୋଦୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ସ୍ୱାଧୀନତା…