ରାଜ୍ୟରେ ଦୁଇ ନୂଆ ଏସ୍ପି ଓ ଜଣେ ଡିସିପିଙ୍କୁ ନିଯୁକ୍ତି ଦେଲେ ନିର୍ବାଚନ କମିଶନ
ଭୁବନେଶ୍ୱର: ରାଜ୍ୟରେ ଦୁଇ ଜଣ ଏସପି ଓ ଜଣେ ଡିସିପିଙ୍କୁ ନୂଆ ଦାୟିତ୍ୱ ପ୍ରଦାନ କରିବାକୁ ନିର୍ବାଚନ କମିସନ ଅନୁମତି ଦେଇଛନ୍ତି । ଏହି ୩ ଅଧିକାରୀଙ୍କୁ କଟକ, ଅନୁଗୁଳ ଓ ରାଉରକେଲା ଏସପି ଭାବେ ଦାୟିତ୍ୱ ମିଳିଛି । କଟକ ଡିସିପି ଭାବେ ପ୍ରକାଶ ଆର୍ ଙ୍କୁ ନିଯୁକ୍ତି ମିଳିଥିବା ବେଳେ, ବ୍ରିଜେଶ…