Latest Odisha News

BREAKING NEWS

ଚାଲିଛି ଦଳ ଡିଆଁ ପର୍ବ: ରାଜ୍ୟର ଦୁଇ ସୁନାମଧନ୍ୟ ଚିକିତ୍ସକଙ୍କ ବିଜେପିରେ ଯୋଗଦାନ

ଭୁବନେଶ୍ୱର: ନିର୍ବାଚନ ଯେତିକି ଯେତିକି ପାଖଉଛି, ପ୍ରାର୍ଥୀ ଘୋଷଣା ଓ ଟିକେଟ୍ କସରତ୍ ଭିତରେ ସେତିକି ବଢ଼ି ଚାଲିଛି ନେତାଙ୍କ ଦଳ ଡିଆଁ ପର୍ବ। ଆଜି ଶଙ୍ଖ ଛାଡି ପଦ୍ମ ଧରିଲେ ସୁନାମଧନ୍ୟ ନ୍ୟୁରୋ ସର୍ଜରୀ ବିଶେଷଜ୍ଞ ଡା.ପ୍ରତାପ କୁମାର ପାଣି। ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ…

ଶିଳ୍ପ ସମୃଦ୍ଧ ପାଇଁ ମୋଦି ଓ ନବୀନଙ୍କ ଆନ୍ତରିକତା ନାହିଁ: କଂଗ୍ରେସ

ଭୁବନେଶ୍ୱର: ଦେଶ ଏବଂ ଓଡ଼ିଶା ରାଜ୍ୟକୁ ଶିଳ୍ପ ସମୃଦ୍ଧ କରିବାକୁ ମୋଦୀ ଓ ନବୀନ ସରକାରଙ୍କର ଆନ୍ତରିକତା ନାହିଁ । କଂଗ୍ରେସ ସମୟରେ ଦେଶକୁ ଶିଳ୍ପ ସମୃଦ୍ଧ କରିବାକୁ ୨୦୧୧ ଅକ୍ଟୋବର ମାସରେ ତତ୍‌କାଳୀନ କଂଗ୍ରେସ ସରକାର ଜାତୀୟ ଉତ୍ପାଦ ନୀତି ପ୍ରଣୟନ କଲେ । ମୋଦି ସରକାର ଜାତୀୟ ଶିଳ୍ପନୀତିକୁ…

ବିଜେପି ଛାଡି ବିଜେଡିରେ ସାମିଲ ହେଲେ ନିମାପଡାର ଦିଲ୍ଲୀପ ନାୟକ

ଭୁବନେଶ୍ଵର: ବିଜେପି ଛାଡି ବିଜେଡିରେ ସାମିଲ ହେଲେ ନିମାପଡାର ଦିଲ୍ଲୀପ ନାୟକ । ଦିଲ୍ଲୀପଙ୍କ ସହ ନିରଞ୍ଜନ ମହାପାତ୍ର, ମାନସ ପ୍ରଧାନଙ୍କ ସମେତ ଶତାଧିକ ନେତା ବି ସାମିଲ ହୋଇଛନ୍ତି । ବିଧିବିଦ୍ଧ ଭାବେ ତାଙ୍କୁ ଦଳକୁ ସ୍ଵାଗତ କରିଛନ୍ତି ସାଂସଦ ସସ୍ମିତ ପାତ୍ର । ଆଜି ଅନୁଷ୍ଠାନିକ ଭାବେ…

ରାଜ୍ୟରେ ୩ ଦିନ ଯାଏଁ ପ୍ରବଳ ଖରା, ସତର୍କ କଲା ପାଣିପାଗ ବିଭାଗ

ଭୁବନେଶ୍ୱର: କଲବଲ କରୁଛି ଅସହ୍ୟ ଗରମ ଗୁଳୁଗୁଳି । ଅସମ୍ଭାଳ ତାତିରେ ଅସ୍ତବ୍ୟସ୍ତ ଜନଜୀବନ । ଦିନ ୧୦ଟା ପରେ ଘରୁ ବାହାରିବା ମୁସ୍କିଲ । ଆଗାମୀ ୩ ଦିନ ଯାଏଁ ରାଜ୍ୟରେ ପ୍ରବଳ ଖରା । ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ହିଟୱେଭ୍ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଗ୍ରୀଷ୍ମ ପ୍ରବାହ ଜାରି…

ବିହାରରେ ମୋଦୀଙ୍କ ନିର୍ବାଚନ ପ୍ରଚାର; କହିଲେ ଭାରତର ନାଁ ଖରାପ କରିଛନ୍ତି କଂଗ୍ରେସ-ଆରଜେଡି

ନୂଆଦିଲ୍ଲୀ: ଆଉ ମାତ୍ର କିଛି ଦିନ ପରେ ସାରା ଦେଶରେ ୨୦୨୪ ସାଧାରଣ ନିର୍ବାଚନ । ନିର୍ବାଚନ ଯେତିକି ଯେତିକି ପାଖଉଛି, ରାଜନେତା ବିଭିନ୍ନ ମାଧ୍ୟମରେ ନିଜ ଦଳର ପ୍ରଚାର ଅଭିଯାନ ବଢେଇ ଚାଲିଛନ୍ତି। ଏହାରି ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଗତ ୧୦ ବର୍ଷ ମଧ୍ୟରେ ଦେଶରେ…

ବିଜେପି ପ୍ରାର୍ଥୀ ଘୋଷଣାର ପୁନଃ ବିଚାର ଦାବୀ କଲେ ଆଶାୟୀ ପୁରୁଣା ନେତା

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଏକ ଛୋଟ ଜିଲ୍ଲା ହୋଇଥିଲେ ହେଁ ଏଠିକାର ରାଜନୀତି ସର୍ବୋପରି ଚର୍ଚ୍ଚାରେ ରହିଥାଏ । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ନେତା ଓ କର୍ମୀଙ୍କ ମଧ୍ୟରେ ଟିକେଟ୍ କୁ ନେଇ ବିବାଦ ଦେଖାଦେଇଛି । ନିଜନିଜ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଚର୍ଚ୍ଚା ର ବିଷୟ ପାଲଟି ଥିବା…

ବିଜେଡିରେ ମିଶିଲେ ଶତାଧୀକ ବିଜେପି ନେତା ଓ କର୍ମୀ

ଭୁବନେଶ୍ଵର: ଆସନ୍ତା ଲୋକସଭା ନିର୍ବାଚନ ପାଇଁ ଚାଲିଛି ରାଜନେତା ମାନଙ୍କର ଦଳଡିଆଁ କାର୍ଯ୍ୟକ୍ରମ । ଶଙ୍ଖ ଭବନରେ ଅନୁଷ୍ଠିତ ହୋଇଛି ବିଜେଡିର ମିଶ୍ରଣ ପର୍ବ । ବିଜେଡିରେ ମିଶିଲେ କୋରାପୁଟ ଜିଲ୍ଲା ପଟାଙ୍ଗୀ ନିର୍ବାଚନ ମଣ୍ଡଳୀ କୋଟିଆ ବ୍ଲକର ପୂର୍ବତନ ବିଜେପି ବିଧାୟକ ପ୍ରାର୍ଥୀ ରାମ ଚନ୍ଦ୍ର…

ଅମର ଶହୀଦ ରଘୁ-ଦିବାକରଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧ ଦିବସ ପାଳନ ଅବସରରେ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

ଭୁବନେଶ୍ୱର: ଅମର ଶହୀଦ ରଘୁ-ଦିବାକରଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧ ଦିବସ ପାଳନ ଅବସରରେ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ନିର୍ବାଚନ ଆଚରଣ ବିଧି ପାଳନ ପୂର୍ବକ ସୂଚନା ଓ ଲୋକ ସମ୍ପର୍କ ବିଭାଗ, ରାଜ୍ୟସ୍ତରୀୟ ଶହୀଦ ରଘୁ-ଦିବାକର ସ୍ମୃତି କମିଟି ଏବଂ…

ବିଜେଡିରୁ ଇସ୍ତଫା ଦେଲେ ଅସିତ୍ ପଟ୍ଟନାୟକ, ଦଳ ଛାଡିବା ପଛର କାରଣ କହିଲେ…

ଭଦ୍ରକ: ବିଜେଡି ଛାଡିଲେ ଭଦ୍ରକ ଜିଲ୍ଲାର ବରିଷ୍ଠ ବିଜେଡ଼ି ନେତା ତଥା ପୂର୍ବତନ ମନ୍ତ୍ରୀ ଯୁଗଳ କିଶୋର ପଟ୍ଟନାୟକଙ୍କ ପୁତ୍ର ଅସିତ୍ ପଟ୍ଟନାୟକ । ସେ ତାଙ୍କର ଇସ୍ତଫା ପତ୍ର ବିଜେଡ଼ି ଦଳର ରାଜ୍ୟ ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି । ଯେଉଁଠି ସମ୍ମାନ ନାହିଁ ସେ…

କଂଗ୍ରେସ ଛାଡିଲେ ବାପି ସର୍ଖେଲ

ଭୁବନେଶ୍ଵର: କଂଗ୍ରେସ ଛାଡିଲେ ବାପି ସର୍ଖେଲ । କଂଗ୍ରେସର ସମସ୍ତ ପଦବୀ ଓ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ବାପି ସର୍ଖେଲ । ନିଜର ଇସ୍ତଫା ପତ୍ର ସେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି । ଏଥିସହ ଲୋକଙ୍କ ସେବା କରିବାର ସୁଯୋଗ ଦେଇଥିବାରୁ ସେ କଂଗ୍ରେସକୁ…