ଭାଷା ଭାଗବତ : ସାହିତ୍ୟକୃତିର ଟେକ
ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ
ନିଜର ସର୍ବସ୍ବ ଅଜାଡ଼ି
ବ୍ୟକ୍ତି ହିଁ କୃତି ଥାଏ ଗଢ଼ି
ବ୍ୟକ୍ତି ତ ହୁଏ ଅଂତର୍ହିତ
କୃତି ହିଁ ସର୍ବଦା ଜୀବଂତ
ଲେଖିଲେ ଜଗନ୍ନାଥ ଦାସ
' ଭାଗବତ ' ହେଲା ଉପାସ୍ୟ
ବ୍ୟାସ ଭଣିଲେ ସୁଦ୍ଧା ' ଗୀତା '
ସର୍ବତ୍ର ହୁଏ ଉପାସିତା
ନଶ୍ବର…