Latest Odisha News

BREAKING NEWS

ଭାଷା ଭାଗବତ : ଜ୍ଞାନ ନୁହେ ସ୍ଥିର

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ କୌଣସି ଜ୍ଞାନ ନୁହେ ସ୍ଥିର ବଦଳୁଥାଏ ନିରଂତର ଏ ସତ୍ୟ ନ କଲେ ସ୍ବୀକାର ହୋଇବା ଅଜ୍ଞାନ ପ୍ରବର ବଦଳିଯିବା ପାଇଁ ଡର ମନରେ କରେ ଯଦି ଘର ମଣିଷ ହୁଏନି ତତ୍ପର କରେନି କିଛି ଆବିଷ୍କାର କୌଣସି ପ୍ରଶ୍ନ ନ ପଚାରି ଆଗ କି ପଛ…

ଭାଷା ଭାଗବତ : ଜ୍ଞାନର ବିସ୍ତାର

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ସଫା କରିବା ଭଳି କର୍ମ ହେଲେ ହେଁ ସର୍ବୋତ୍ତମ ଧର୍ମ ନ ବୁଝିପାରି ତା'ର ମର୍ମ ଆମେ ହିଁ ହେଉଁ ନରାଧମ ଯେତେ କହିଲେ ସୁଦ୍ଧା କଥା ବଦଳୁନାହିଁ ବାସ୍ତବତା ଆମର ଏପରି ଅବସ୍ଥା ବଢ଼ାଇ ପାରୁନାହିଁ ଆସ୍ଥା ମଣିଷ ହୁଏ ଯଦି…

ଭାଷା ଭାଗବତ : ଯଶେଷଣା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ପାଠକେ ନ କଲେ ଆଦର ଲେଖକ ଲୋଡ଼େ ପୁରସ୍କାର କରେ ଯାହା ବି ଦରକାର ଏମିତି ଦଶା ସାହିତ୍ଯର ନିଜର ଲେଖାକୁ ବିଶ୍ବାସ ନ କରି, ହୁଏ ଯେ ହତାଶ ଛପା ହେଲେ ବି ତା'ର ବହି ପାଠକ ଖୋଜି ପଢ଼େନାହିଁ ଅତି ଅଧିକ ଯଶେଷଣା କରି ଲେଖକ…

ଭାଷା ଭାଗବତ : ଅତି ପ୍ରୀତି

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଅତି ଆଲୋକ କରେ ଅଂଧ ଅତି ଚିଂତନ ଯୋଗୁଁ ଦ୍ବଂଦ୍ବ ଅତି ଗର୍ଜନ କରେ କାଲ ଅତି କଦାପି ନୁହେ ଭଲ ଅତି ଜ୍ଞାନରୁ ଜାତ ଗଉଁ ଅତି ଧନରୁ ଦୁଃଖ ପାଉଁ ଅତିକୁ କରିଲେ ବର୍ଜନ ସଂଭବ ପ୍ରଶାଂତି ଅର୍ଜନ ଅତିର ପରିଣାମ ଇତି ଯଦିଓ…

ଭାଷା ଭାଗବତ : ଏପରି ଦୁର୍ଦଶା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଅଳ୍ପ ଥିଲେ ବି ପାରେ ଚଳି ନିଜର ଚରିତ୍ର ସଂଭାଳି ନିଜକୁ ପାରେନାହିଁ ବିକି ଏପରି ଜଣେ ବି ଅଛି କି ? ସ୍ବାଧୀନ ହେଲେ ସୁଦ୍ଧା ଦେଶ ଯେଉଁମାନେ କରଂତି ବାସ ସେମାନେ ହୋଇ କିଣାଦାସ ପାଆଂତି ବିକୃତ ଉଲ୍ଲାସ ଭାଷାରେ ସ୍ପଷ୍ଟ…

ଭାଷା ଭାଗବତ : ଏହି ଦୁରବସ୍ଥା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ନଦୀ ପିଏନି ନିଜ ଜଳ ଗଛ ଖାଏନି ନିଜ ଫଳ ଫୁଲ ଶୁଂଘେନି ନିଜ ବାସ ସୂର୍ଯକୁ ଅଲୋଡ଼ା ପ୍ରକାଶ ପାରସ୍ପରିକ ନିର୍ଭରତା ଯୋଗୁଁ ସଂଭବ ବିଶ୍ବ ସତ୍ତା ସଭିଏଁ କରୁଥାଂତି ଦାନ ତେଣୁ ତ ରହିଛି ଜୀବନ ସ୍ବୟଂଚାଳିତ ଯେଣୁ ବାୟୁ…

ଭାଷା ଭାଗବତ : ବ୍ୟାକରଣ ଓ ବାକ୍ୟରଣ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ 'ବ୍ୟାକରଣ'କୁ କରି ଆଳ 'ବାକ୍ୟରଣ'ରେ ହେଲେ ଭୋଳ ଚଳଇ କଥା କଟାକଟି ସ୍ବଭାଷା ହୁଏ ଛାଟିପିଟି ଭାଷୀଏ ହୋଇଲେ ସ୍ବାଧୀନ ଭାଷାର ଉନ୍ନତି ବିଧାନ ସମୃଦ୍ଧି, ବିକାଶ, ବର୍ଧନ ହୁଅଇ ଆପେ ସୁସଂପନ୍ନ ଯାହା ଅଧିକ ପ୍ରଚଳିତ ତାହା…

ଭାଷା ଭାଗବତ : ଶବାରାଧନା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଅତୀତ ରହିଛି ମଥାରେ ଚଳିତ କାଳ ତ କଥାରେ ଯାହା ଆମର ଭବିଷ୍ଯତ ଗଢ଼ିପାରିବ ଆମ ହାତ ମଥାର ସ୍ମୃତି ସର୍ବପ୍ରିୟ ଏବର ସ୍ଥିତି ଶୋଚନୀୟ ଭବିଷ୍ଯତ ଗଢ଼ିବା ପାଇଁ ତେବେ ବି ହାତ ଚଳୁନାହିଁ ପ୍ରଥା, ପଦ୍ଧତି, ରୀତି ପାଳି ନିଜ…

ଭାଷା ଭାଗବତ : ଗଛ କଥା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ସମୁଦ୍ର ରଖିନି ହିସାବ କେତେ ଜାହାଜ, କେତେ ନାବ ରହଂତି ସଦା ବୁଡ଼ି, ଭାସି କେବେ ବି ଯାଆଂତିନି ମିଶି ସିଂଧୁକୁ ସର୍ବଦା ଅଜଣା କେତେଟା ନଦୀ ଓ ଝରଣା ତାହା ଭିତରେ ହେଲେ ଲୀନ ବାସ୍ତବ ଅର୍ଥରେ ନିଶ୍ଚିହ୍ନ ଅରଣ୍ୟ ପାଳେ…

ଭାଷା ଭାଗବତ : ନ୍ୟାୟ ବେଉସା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଦୋଷୀ ପାଇଲେ ସୁଦ୍ଧା ଶାସ୍ତି ଘଟେନି ଦୋଷର ସମାପ୍ତି ଏପରି ନ୍ୟାୟପରାୟଣ ଅଟଂତି ଜନସାଧାରଣ ସମୟ, ଶକ୍ତି ଆଉ ଧନ ବ୍ୟୟ କଲେ ବି ପ୍ରତି ଦିନ ମିଳେନି ନ୍ୟାୟର ସଂଧାନ ନ୍ୟାୟାଳୟ ତ ଘୋର ବନ ନ୍ୟାୟ ବି ହେଲାଣି ବେଉସା…