Latest Odisha News

BREAKING NEWS

ଭାଷା ଭାଗବତ : କାର୍ଯାରଂଭ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ନିଜର ମନର ମଇଳା ନିଜେ ଟିକିଏ ଆଗ ଓଳା କାମ କରିଲେ ନିୟମିତ ମନ ହୋଇବ ପରିଷ୍କୃତ ଯାହା ନିଜେ ପାରିବା କରି ତା ପାଇଁ କାହାକୁ ଗୁହାରି କରିବା ନୁହେ ଆବଶ୍ଯକ ବୁଝଂତି କର୍ମାସକ୍ତ ଲୋକ ଅନେକ ଧର୍ମାସକ୍ତ ଲୋକ ନ କରି ନିଜ କାମ ତକ କରଂତି…

ଭାଷା ଭାଗବତ : ନିତ୍ୟ ଲିଖନ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ କେତେ ମୁଁ ଲେଖିଛିଁ ଗଣିନି କାହିଁକି ଲେଖୁଛିଁ ଜାଣିନି ଲିପି ରୂପରେ ଅବସ୍ଥାନ କରେ ମୋ ଅନିତ୍ୟ ଜୀବନ ଏହା ମୋ ଜିଇଁବାର ଢଂଗ ଲେଖାରେ ଭାବନା ତରଂଗ ସର୍ବଦା ଉଠେ ପୁଣି ପଡ଼େ ଭାବ ସହିତ ଶବ୍ଦ ଯୋଡ଼େ ଯଶ ବା ଧନ ଲାଭ ପାଇଁ ଯେହେତୁ କିଛି…

ଭାଷା ଭାଗବତ : ଭାଷା ଯୋଗାଏ ବଳ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ କରିଲେ ବାକ୍ୟ ବିଶ୍ଳେଷଣ ମିଳଇ ଭାଷା ବ୍ୟାକରଣ କରିଲେ ଶବ୍ଦ ସଂକଳନ ସଂଭବ ହୁଏ ଅଭିଧାନ ହେଉ ବା ନ ହେଉ ଲିଖିତ ପ୍ରତ୍ୟେକ ମଣିଷର ଚିତ୍ତ ଅଭିଧାନ ଓ ବ୍ୟାକରଣ କରଇ ମନରେ ଧାରଣ ଶିଶୁଟି ଆପେ ଶିଖି ଭାଷା ବଢ଼ାଏ ନିଜର ଭରସା କରେ ତା…

ଭାଷା ଭାଗବତ : ସମୟର ସାକ୍ଷୀ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ' ଉଚିତ ' ବୋଲି ଯା ସୂଚିତ ହୋଇ ଭାଷାରେ ବିରଚିତ ତହିଁର କେତେ ପ୍ରତିଶତ ହୁଏ କେଉଁଠି ପ୍ରଚଳିତ ? କେହି କି କରଂତି କଳନା ତାହା ବି ରହିଛି ଅଜଣା କରିଲେ ଔଚିତ୍ୟ ବିଧାନ ହୁଏନି ତା'ର ପ୍ରଚଳନ ଅନୁଚିତ କାମକୁ ସହି ଯେ ପାରେ ସମାଜରେ…

ଭାଷା ଭାଗବତ : ମାନ ହୁଏ ମ୍ଳାନ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ଶୁଦ୍ଧ, ଅଶୁଦ୍ଧ ମିଶାମିଶି ଭାଷାରେ ଭାବନା ପ୍ରକାଶି ଲେଖଂତି ସ୍ବଭାଷୀ ସୁଜନ ବଢ଼ାଂତି ସ୍ବଭାଷାର ମାନ ଲୋଡ଼ିଲେ ପୂର୍ଣ ବିଶୁଦ୍ଧତା ଆମର ଭାଷାର ଜନତା ହୁଅଂତି ଲିଖନ-ବିରାଗୀ ଅବା ସ୍ବେଚ୍ଛାରେ ଭାଷାତ୍ୟାଗୀ ଯାହାର ଯେତେ ପ୍ରୟୋଜନ…

ଭାଷା ଭାଗବତ : କଳ୍ପିତ କାହାଣୀ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ଆସ୍ଥା, ବିଶ୍ବାସ, ପ୍ରଥା, ଧର୍ମ ଏ ଚାରିଟିର ସାରମର୍ମ ବୁଝି କରିଲେ ଆଚରଣ ଜୀବନ ଶାଂତି ପରିପୂର୍ଣ ଅଶାଂତ ମନ ମଧ୍ୟେ ଭ୍ରମ ହୁଅଇ ଯଦି କାର୍ଯକ୍ଷମ କାୟା ସହିତ ରହେ ଛାୟା ସ୍ପୃହାରେ ମିଶିଯାଏ ମାୟା ଗଚ୍ଛିତ ତତ୍ତ୍ବକୁ ମାନିଲେ ନୂତନ…

ଭାଷା ଭାଗବତ : ଭାଗ୍ୟ ବିଡ଼ଂବିତ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ଯେଉଁ ଭାଷାରେ କରୁଁ ଚିଂତା ଯେଉଁ ଭାଷାରେ କହୁଁ କଥା ସେହି ଭାଷାକୁ କରି ନ୍ୟୂନ ଘଟାଉଁ ଭାଷାର ପତନ ଲିଖନ ହୋଇଲେ ସରଳ ଆଗ୍ରହେ ପାଠକ ସକଳ କରଂତି ପୁସ୍ତକ ପଠନ ବୁଝଂତି ଭାବ, ତତ୍ତ୍ବ, ଜ୍ଞାନ ଏବେ ତ କେତେକ ଲେଖକ ଦୁର୍ବୋଧ୍ୟ ଶବ୍ଦର…

ଭାଷା ଭାଗବତ : ସାହିତ୍ୟ ବଳୟ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ଦେଖେଇହେବାର ପ୍ରବୃତ୍ତି ଯଦି ହୁଏ ପ୍ରବଳ ଅତି ବ୍ୟକ୍ତିର ହାବ ଆଉ ଭାବ କ୍ରମଶଃ ହୁଏ ଅବାସ୍ତବ ସ୍ବଭାବ ଜାଣି ଚଳି ଭାଷା ହୋଇଲେ ସୁବୋଧ୍ୟ, ସରସା ସ୍ବଭାଷୀ କରଂତି ଗ୍ରହଣ ସ୍ବେଚ୍ଛାରେ ଶ୍ରବଣ, ପଠନ ଭାଷାକୁ ଡରିଲେ ସ୍ବଭାଷୀ ହୁଅଇ ଆପେ…

ଭାଷା ଭାଗବତ : ଅତୀତ ଅତି ମନୋରମ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ଆନଂଦେ ବିତାଇ ସମୟ ଦୂର କରିବା ଭାଷାଭୟ ଜାଗ୍ରତ କଲେ ଭାଷାପ୍ରୀତି ସଭିଏଁ ଦେଖିବା ଉନ୍ନତି ଭାଷାକୁ କରିଲେ ସରଳ ସଭିଂକୁ ମିଳିବ ସୁଫଳ ଭାଷା ନ ହେଲେ ଟଳମଳ ବଢ଼ିବ ଭାଷୀଂକର ବଳ ସ୍ମୃତିରେ ସଂଚିତ ଶବଦ ଲେଖିବା ଯେଣୁ ନିରାପଦ ଅଂଡାଳି…

ଭାଷା ଭାଗବତ : ନିଜର ଚିଂତା, କଥା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ନିଜେ ବୁଝିଲେ ସବୁ ସ୍ପଷ୍ଟ ଅନ୍ୟକୁ ବୁଝାଇଲେ କଷ୍ଟ ଅଯଥା ହୁଏ ବେଳ ନଷ୍ଟ ଚେତନା ହୁଏ ପଥଭ୍ରଷ୍ଟ ମନ ଯାହା ପାରିଛି ବୁଝି ତାହା ମାନିବା ପାଇଁ ରାଜି ହେଲେ, ମନରୁ ହଟେ ଦ୍ବଂଦ୍ବ ମିଳଇ ବିରଳ ଆନଂଦ ସେହି ଆନଂଦ ପ୍ରାପ୍ତି ପାଇଁ ଅନ୍ୟକୁ…