Latest Odisha News

BREAKING NEWS

ଭାଷା ଭାଗବତ : ଶାଂତି ସଂଧାନ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ଭୋକ ଓ ଭୟ ଥିଲେ ଜୀବ ସର୍ବଦା ବିଚଳିତ ହେବ ଅନ୍ନାର୍ଜନ ଓ ଧନାର୍ଜନ ଆଡ଼କୁ ଯିବ ଆପେ ମନ ବିତ୍ତ ସହିତ ପ୍ରତିପତ୍ତି ଦୂରେଇ ପାରେନି ବିପତ୍ତି ଜୀବନସାରା ହଂତସଂତ ହୁଏ ସେ ମରିବା ପର୍ଯଂତ ଅନ୍ୟ ଉପରେ ନିୟଂତ୍ରଣ ନୁହଇ ଉତ୍ତମ ଲକ୍ଷଣ…

ଭାଷା ଭାଗବତ : ପରିବର୍ତନ ନିରଂତର

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ପରିବର୍ତନ ନିରଂତର ଘଟୁଛି, ତେଣୁ ଏ ସଂସାର ହୋଇଛି ପ୍ରାଣୀଂକର ଘର କରି ହୁଏନି ଅସ୍ବୀକାର ଭାଷା, ସଂସ୍କୃତି, ବିଧି, ପ୍ରଥା କେଉଁଠି ନାହିଁ ସ୍ଥିରାବସ୍ଥା ବିଭିନ୍ନ ଅଦଳ ବଦଳ ପ୍ରକ୍ରିୟା ସକ୍ରିୟ ସଚଳ ଘୂରୁଥିବା ବିଶ୍ବରେ ରହି…

ଭାଷା ଭାଗବତ : ବହୁସ୍ତରୀୟ ଭାଷା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ଥିଲେ ବି ଉନ୍ନତ ସାହିତ୍ୟ ଭାଷା ହୁଏନି ଚିରାଦୃତ ଲାଟିନ୍‌, ଗ୍ରୀକ୍‌ ଓ ସଂସ୍କୃତ ପ୍ରମାଣ କରଂତି ଏ ସତ ସର୍ବସ୍ତରୀୟ ପ୍ରଚଳନ ନ ହେଲେ ଭାଷାର ସମ୍ମାନ କେଉଁଠି କେବେ ବଢ଼େନାହିଁ ଏ କଥା ବୁଝୁନୁ କିପାଇଁ ? ଏଠାରେ ଶିକ୍ଷାପ୍ରାପ୍ତ ଲୋକ…

ଭାଷା ଭାଗବତ : ସଂଖ୍ୟାବଳ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ମଣିଷ ବୁଝିଥାଏ ଯାହା ତଦନୁସାରେ କରେ ତାହା ନୂଆ କିଛି ବୁଝି ନ ପାରି ନିଜ ପଂଥାକୁ ଥାଏ ଧରି 'ସଭିଏଁ ହେବେ ଏକାଭଳି' ଭାବି, କରିଲେ ବୃଥା କଳି ସମାଜେ ରହେ ଖାଲି ଭ୍ରାଂତି ମିଳେନି ସ୍ବାସ୍ଥ୍ୟ, ସୁଖ, ଶାଂତି ଅନ୍ୟର ଉପରେ କ୍ଷମତା…

ଭାଷା ଭାଗବତ : ଜ୍ଞାନ ଗର୍ବ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ବହିଟେ ନ ପଢ଼ିଲେ କେହି ଗ୍ରଂଥାଗାରରେ ଥାଏ ରହି ଏଥି ପାଇଁ କରିଲେ ଗର୍ବ ଭାଷାଟେ ହୁଏ ଆପେ ଖର୍ବ ଲେଖକେ ଜ୍ଞାନ ରକ୍ଷାକାରୀ ହେଲେ ହେଁ ତାହାଂକୁ ଭିକାରି କରିଥାଆଂତି ଯେଉଁମାନେ ରହଂତି ତୁଚ୍ଛ ଧନାରଣ୍ୟେ ଧନର ମାନ ହେଲେ କ୍ଷୁଣ୍ଣ ଘଟିବ…

ଭାଷା ଭାଗବତ : ଗୋଟିଏ ଆରେକ ପ୍ରକାର

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ଣ-ଯୋଡ଼ା ଯେତେ ଯୁକ୍ତାକ୍ଷର ଦିଶେ ଣ୍ଟଣ୍ଠଣ୍ଡଣ୍ଢ ସର୍ବତ୍ର କିଂତୁ ଏମିତି ଉଚ୍ଚାରଣ କରଂତିନାହିଁ ବିଜ୍ଞଜନ କଣ୍‌ଟା,ପାଣ୍‌ଠି କି ଖଣ୍‌ଡା, ଶୁଣ୍‌ଢି ତୁଂଡରୁ ହୁଏନାହିଁ କାଢ଼ି କନ୍‌ଟା, ପାନ୍‌ଠି ଓ ଖନ୍‌ଡା, ଶୁନ୍‌ଢି କାନରେ ସଦା ଥାଏ ପଡ଼ି…

ଭାଷା ଭାଗବତ : ଅତୀତ ସହିତ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ' ଫେରିପାଇଲେ ପୂର୍ବାବସ୍ଥା ଘଟିବନାହିଁ ଦୁରବସ୍ଥା ' ଏପରି ଭାବନା ଓ ଚିଂତା ବଢ଼ାଇଥାଏ ଅସ୍ଥିରତା ଶୈଶବ ଯିବା ପରେ ବିତି ଯୌବନେ ତା ପ୍ରତି ଆସକ୍ତି ମନରେ ପୋଷେ ଯଦି ବ୍ୟକ୍ତି ବୁଢ଼ା ହୋଇଲେ ସହେ କ୍ଷତି ପରିବର୍ତିତ ଘନଘନ ହେଲେ ହେଁ…

ଭାଷା ଭାଗବତ : ସ୍ବସୀମା ଲଂଘନ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ମୁଁ ଜଣେ ଶବ୍ଦ ସଂକଳକ ନୁହେଁ ସାହିତ୍ୟ ସଂଚାଳକ ହୋଇନି ଚେତନା ପାଳକ ଉତ୍ତୁଂଗ ଭାବ ପ୍ରକ୍ଷାଳକ ମଣିଷ ଯେଉଁ ଭାଷା କହି ସମାଜରେ ଥାଆଂତି ରହି ସେ ଭାଷା ଶୁଣି, ବୁଝି, ଜାଣେ ତାହାକୁ ହିଁ ବାସ୍ତବ ମଣେ ସେ ଜ୍ଞାନ ହେଲେ ବି ଅତ୍ୟଳ୍ପ…

ଭାଷା ଭାଗବତ : ସତ୍ୟ ସଂଧାନୀ ଭାଷା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ନ କରି ତଥ୍ୟ ବିଶ୍ଳେଷଣ କରିଲେ ସ୍ବମତ ପ୍ରଦାନ ସତ୍ୟକୁ ମିଳେ ଅପମାନ ଅସାର ହୁଅଇ ବଚନ ସତ୍ୟକୁ ରଖିଲେ ଗୋପନ ମିଳେନି କେବେ ସମାଧାନ ସମସ୍ୟା ହେଲେ ହେଁ ଉତ୍କଟ ନ ମିଳେ ସମାଧାନ ବାଟ ଅଳପ କିଛି ଦେଖି, ଶୁଣି କଳ୍ପନାଜାତ ମିଛ ବୁଣି…

ଭାଷା ଭାଗବତ : ଭାଷା ଯୋଗାଏ ସର୍ବସାର

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ସର୍ବମୂଳ ଓ ସର୍ବଶେଷ ମନରେ ସଦା କରେ ବାସ ଉଲ୍ଲାସ ଅବା ଅବସୋସ ଉଭୟ କରଇ ପ୍ରକାଶ ମନୁଷ୍ଯ ଭାଷାକୁ ଆଶ୍ରୟି ହୋଇଛି ଏବେ ସର୍ବଜୟୀ ଜ୍ଞାନ ବଳରେ ଚଳେ ବିଶ୍ୱ ଭାଷା ବିହୁନେ ସର୍ବେ ନିଃସ୍ବ ଭାଷାର ମୂଳ ଯେଣୁ ଧ୍ବନି ସେ ସବୁ ଶୁଣି,…