ଭାଷା ଭାଗବତ : ଅଲଭ୍ୟ ନିର୍ଦିଷ୍ଟ ଠିକଣା
ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ସୁ ଓ କୁ ବ୍ୟକ୍ତିର ଧାରଣା
' ଗୁଣ 'କୁ ସେ ସବୁ ଅଜଣା
ଯାହାକୁ ଯେତେ ବେଶି ଜଣା
ସେ ହୁଏ ସେତେ ବେଶି ବଣା
ମିଳେନି ଲକ୍ଷ୍ୟର ଠିକଣା
ଲାଗେ ଅଧିକ କଟକଣା
ବହୁତ ହୁଏ ନିଆଅଣା
କାହାକୁ ମିଳେନି ପାଉଣା
ବିଶ୍ବାସ ସହ…