Latest Odisha News

BREAKING NEWS

ଭାଷା ଭାଗବତ : କଥାମୟ ଦେଶ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୫୩  ଆତ୍ମବିଶ୍ୱାସଧାରୀ ଲୋକ ନ ଖୋଲି ସୁଦ୍ଧା ନିଜ ମୁଖ କରେ ନିଜର କାମତକ ତହିଁରୁ ପାଇଥାଏ ସୁଖ ଅଯଥା ଖୋଲିଦେଲେ ପାଟି ନାନା ବିଭ୍ରାଟ ଯାଏ ଘଟି ଅନ୍ୟ କେହି ସେ କଥା କାଟି ଚର୍ଚାକୁ କରିଦିଏ ମାଟି ଶବ୍ଦ…

ଭାଷା ଭାଗବତ : ସୁରକ୍ଷା ଓ ସଂସ୍କାର

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୫୨  ଲିପିରେ ଥାଏ ବର୍ଣମାନ ଯାହାର ଯେତେ ପ୍ରୟୋଜନ ସେ କରେ ସେତେ ବ୍ୟବହାର ସଂହାର ନ ହୁଏ କାହାର ସୁରକ୍ଷା ସହିତ ସଂସ୍କାର ଭାଷାରେ ଚଳେ ନିରଂତର ଅଲୋଡ଼ା ସମସ୍ତ ବିବାଦ ସଂବାଦ ଅବା ବିସଂବାଦ ଜୀବନ…

ଭାଷା ଭାଗବତ : ଭାଷା ଉପରେ ଭରସା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୫୧  ବିବର୍ତନର ଧାରା ଧରି ଅକ୍ଷର ହୋଇଛି ଯେପରି ତାହାକୁ କରୁଁ ବ୍ୟବହାର ଉନ୍ନତି ଘଟିବ ଭାଷାର ବଖାଣି ଅତୀତର ଗାଥା ଅଯଥା ଘାଂଟି ନିଜ ମଥା ସୁଧୁରି ଯାଏନି ଅବସ୍ଥା ଏହା ତ ଜଣାଶୁଣା କଥା ଅଧ୍ୟୟନ କି…

ଭାଷା ଭାଗବତ : ଏକାକୀ ସେବାରତ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୫୦  ପହଁରା ଆସେ ମୋତେ, ସତ ନଦୀରେ ଥିଲେ ଜଳାବର୍ତ ତତ୍କାଳ ପଡ଼େନାହିଁ ଡେଇଁ ଦେଖେଁ କେବଳ ତଟେ ଥାଇ କଥା ବୋଇଲେ କୋଳାହଳ ଯୁକ୍ତି ମାତ୍ରକେ ଗଂଡଗୋଳ ଯେଉଁଠି ଗୋଷ୍ଠୀର ପ୍ରବୃତ୍ତି ସେଆଡ଼େ ଯାଏନାହିଁ ମତି…

ଭାଷା ଭାଗବତ : ସରଳ ବନାନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୪୮  ଅଂକ ଅର୍କ କି ଅଙ୍କ ଅର୍କ୍କ ତାଂକ ତର୍କ କି ତାଙ୍କ ତର୍କ୍କ ତୁଳନା କରି ନିଜେ ଦେଖୁଁ ଯାହା ସରଳ ତାହା ଲେଖୁଁ ମଂଚ ଖର୍ଚା କି ମଞ୍ଚ ଖର୍ଚ୍ଚା କଂଚା ଚର୍ଚା କି କଞ୍ଚା ଚର୍ଚ୍ଚା ବାଂଛା ବର୍ଛା କି…

ଭାଷା ଭାଗବତ : କଥା ଓ ଲେଖା ଭାଷା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୪୮  ପ୍ରଥମେ ଶବ୍ଦ ପ୍ରଚଳିତ ତାପରେ ହୁଏ କୋଷଗତ ଶବ୍ଦ ଗଠନ ସୂତ୍ର ଧରି କରିବା ଶବ୍ଦଂକୁ ତିଆରି ପୂର୍ବଗଠିତ ଶବ୍ଦ ଧରି ହୁଏନି ନୂଆ ଚିଂତା ଭରି ଶବ୍ଦକୋଷରୁ ମାତୃଭାଷା ଶିକ୍ଷଣ ହୁଏନି ସରସା…

ଭାଷା ଭାଗବତ : ଭାଷା ବଦଳୁଥାଏ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୪୭  ସ୍ଥାନ କାଳ ଓ ପାତ୍ର ଘେନି ଭାଷା ବଦଳୁଥାଏ ଜାଣି ତହିଁରେ ଖଂଜିଲେ ଔଚିତ୍ୟ ............ଖଞ୍ଜିଲେ ......... କେବେ ବି ହୁଏନାହିଁ ସତ୍ୟ ପିଲା , ବୁଢା ଓ ସୁଶିକ୍ଷିତ ସଭିଏଁ ପୋଷି ସମ ମତ କହିବେ…

ଭାଷା ଭାଗବତ : ପିଲାଂକ ଲିପି ଶିଖା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୪୬ ଅକ୍ଷର ରୂପସାମ୍ୟ ବୁଝି ଚଂଚଳ ଶିଖିବାକୁ ରାଜି ହୋଇ ଲେଖିବା ବର୍ଣମାନ ବଢ଼ିବ ଶିଶୁ ଲିପିଜ୍ଞାନ ଠ ର ଉପରେ ଅଧା ବୃତ୍ତ ଲେଖିଲେ ଚ ହୁଏ ଲିଖିତ ଚ କୁ ଧରାଇଦେଲେ ବାଡ଼ି ସହଜେ ଗ ହୁଅଇ କାଢ଼ି ଚ ର ମଥାରେ…

ଭାଷା ଭାଗବତ : ସହଜିଆ ଓଡ଼ିଆ 

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୪୫  କଠିନ ଶବ୍ଦ ପ୍ରତି ପ୍ରୀତି ଯୋଗୁଁ ଏ ଭାଷାର ଉନ୍ନତି ବିକାଶ ଅବା ଅଗ୍ରଗତି ହେଉନି, ବୁଝୁ ବ୍ୟକ୍ତି ଜାତି ଗଳଦ୍ଘର୍ମ କି ଝାଳନାଳ ପୁଷ୍ପ, ପ୍ରସୂନ ଅବା ଫୁଲ ପ୍ରଗଳ୍ଭ କିଂବା କୁହାଳିଆ ସାଦିଷ୍ଠ ଅବା…

ଭାଷା ଭାଗବତ : ଜ୍ଞାନ ଓ ଭାଷା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୪୪ କୀଟାଣୁ ଜୀବାଣୁ ବୀଜାଣୁ ଶୁକ୍ରାଣୁ ବିଷାଣୁ ଭୂତାଣୁ କିଏ ବା କେତେ କ'ଣ ଜାଣୁ? କିଂତୁ ବଖାଣୁ ଏଣୁତେଣୁ ଏପରି ମଣିଷ ସ୍ବଭାବ କେଜାଣେ କେବେ ବଦଳିବ କାହିଁକି ଏ ସୀମା ଲଂଘନ? ଏବେ ପଚାରୁଁ ଏହି ପ୍ରଶ୍ନ…