ଓଡ଼ିଶାରେ ନାରୀ ଜାଗରଣ ଓ ଗାନ୍ଧୀ
ପ୍ରହଲାଦ କୁମାର ସିଂହଙ୍କର ନିୟମିତ ସ୍ତମ୍ବ ‘ଗାନ୍ଧୀ କଥା’
ସ୍ୱାଧୀନୋତ୍ତର ଭାରତ ବର୍ଷରେ ମହିଳାମାନେ ଦେଶର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ସୁପ୍ରିମ୍କୋର୍ଟ ଓ ହାଇକୋର୍ଟର ବିଚାରପତି,ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ, ପ୍ରଶାସିକା, ବୈଜ୍ଞାନିକ, ସାମ୍ବାଦିକ ଆଦି…