Latest Odisha News

BREAKING NEWS

ବିଜୁ ପଟ୍ଟନାୟକ କ୍ରୀଡ଼ା ସମ୍ମାନ: ଦେବାଶିଷ ମହାନ୍ତି ପାଇଲେ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ

ଭୁବନେଶ୍ବର: ଜାତୀୟ କ୍ରୀଡା ଦିବସ ଅବସରରେ ବିଜୁ ପଟ୍ଟନାକ କ୍ରୀଡା ସମ୍ମାନ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ପୂର୍ବତନ କ୍ରିକେଟର ଦେବାଶିଷ ମହାନ୍ତିଙ୍କୁ ଲାଇଫ ଟାଇମ ଆଚିଭମେଣ୍ଟ ଆୱାର୍ଡରେ  ସମ୍ମାନିତ କରିଥିଲେ ମୁଖ୍ୟମନ୍ତ୍ରୀ । ସେହିପରି କ୍ରୀଡାରେ ଉତ୍ତମ ପ୍ରଦର୍ଶନ…

ଆଉଁଳି ନଦୀରେ ନବଜାତ ଶିଶୁ କନ୍ୟାର ମୃତଦେହ ଫୋପାଡି ଦେଇଥିଲେ ପରିବାର

ଅନୁଗୁଳ : ଅନୁଗୁଳ ଜିଲ୍ଲା ଛେଣ୍ତିପଦା ଥାନା ରାଇପାଳ ଗ୍ରାମ ନିକଟଦେଇ ବହି ଯାଇଥିବା ଆଉଁଳି ନଦୀରୁ  ନବଜାତ ଶିଶୁ କନ୍ୟାର ମୃତଦେହ ଉଦ୍ଧାରକୁ ନେଇ ଚର୍ଚା ଜୋର ଧରିଥିଲା । ତେବେ ମୃତ ଶିଶୁ କନ୍ୟାର ଡାକ୍ତରଖାନାରେ ମୃତ୍ୟୁ ହେବା ପରେ ତାକୁ ପରିବାର ଲୋକେ ନଦୀରେ ଫୋପାଡି ଦେଇଥିବା…

ପାକିସ୍ତାନକୁ ହରାଇ ଭାରତର ରୋମାଞ୍ଚକର ବିଜୟ: ପ୍ରଶଂସକ ମନାଇଲେ ଉତ୍ସବ

ଭାରତର ରୋମାଞ୍ଚକର ବିଜୟ । ପାକିସ୍ତାନକୁ 5  ଉଇକେଟରେ ପରାସ୍ତ କରିଛି ଭାରତ । ହାର୍ଦ୍ଦିକ ପାଣ୍ଡ୍ୟା ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ହାସଲ କରିଛନ୍ତି । https://twitter.com/BCCI/status/1563952537845149696 ହାଇ ଭୋଲଟେଜ ମ୍ୟାଚରେ ଭାରତୀୟ ବ୍ୟାଟସମ୍ୟାନମାନେ ଜବରଦସ୍ତ ବ୍ୟାଟି…

ଭାରତ ଆଗରେ 148 ରନ ଟାର୍ଗେଟ ରଖିଲା ପାକିସ୍ତାନ

ଭାରତ ଆଗରେ 148  ରନର ଟାର୍ଗେଟ ଦେଇଛି ପାକିସ୍ତାନ ।  ପ୍ରଥମେ ବ୍ୟାଟିଂ କରି 19.5 ଓଭରରେ ପାକିସ୍ତାନ 147  ରନ କରିଛି । ଭାରତୀୟ ବୋଲରଙ୍କ ଆଗରେ ଆଜି ପାକିସ୍ତାନ ବ୍ୟାଟସମ୍ୟାନମାନେ ବଡ଼ ସ୍କୋର କରିବା ପୂର୍ବରୁ ଆଉଟ ହୋଇଯାଇଥିଲେ । କେବଳ ମହମ୍ମଦ ରିଜଓ୍ବାନ ସର୍ବାଧିକ 43 ରନ କରିଥିଲେ ।…

ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ଜାତୀୟ କର୍ମଶାଳା

ଭୁବନେଶ୍ୱର : ରାଜ୍ୟରେ ଦୀର୍ଘ ଦିନରୁ ଏକ ହେଲଥ୍ ୟୁନିଭରସିଟିର ଆବଶ୍ୟକତା ରହିଥିଲା, ଯାହାକି ଏବେ ପୂରଣ ହେବାକୁ ଯାଉଛି । ଏହା ଦେଶର ୧୭ତମ ହେଲଥ୍‌ ୟୁନିଭରସିଟି ଭାବେ ପରିଗଣିତ ହେବ ।  ମୁଖ୍ୟମନ୍ତ୍ରୀଙ୍କ  ‘ସୁସ୍ଥ ଓଡ଼ିଶା ସୁଖୀ ଓଡ଼ିଶା’କୁ ପାଥେୟ କରି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଆଗେଇ…

ଭାରତ-ପାକିସ୍ତାନ ଟକ୍ମର: ଟସ ଜିତି ଫିଲଡିଂ ନିଷ୍ପତ୍ତି ନେଲା ଭାରତ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆରମ୍ଭ ହୋଇଛି  ଭାରତ-ପାକିସ୍ତାନ ଟି-20 ଟକ୍ମର ।  ଦୁବାଇରେ ଚାଲିଛି କ୍ରିକେଟ ଲଢ଼େଇ । ଟସ ଜିତି ଭାରତୀୟ ଅଧିନାୟକ  ରୋହିତ ଶର୍ମା ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ।…

ଅପରାହ୍ନରେ କଂଗ୍ରେସ କାର୍ଯ୍ୟକାରିଣୀ କମିଟି ବୈଠକ: ସଭାପତି ନିର୍ବାଚନ ନେଇ ହେବ ଆଲୋଚନା

ନୂଆଦିଲ୍ଲୀ: ଆଜି ଅପରାହ୍ନରେ କଂଗ୍ରେସ କାର୍ଯ୍ୟକାରିଣୀ କମିଟି ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଏଥିରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଅଧ୍ୟକ୍ଷତା କରିବେ । ଅପରାହ୍ନ ୩ଟା ୩୦ରେ ଏହି ବୈଠକ ଭର୍ଚୁଆଲ ମୋଡ୍‌ରେ ଅନୁଷ୍ଠିତ ହେବ । ଦଳର ସମସ୍ତ ବରିଷ୍ଠ ନେତା ଏଥିରେ ସାମିଲ ହୋଇ ଦଳର ଆଗାମୀ…

ଆଜି ଭାରତ ପାକିସ୍ତାନ ମହାମୁକାବିଲା : କିଏ ଜିତିବ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଜି ସଂଧ୍ୟାରେ ହେବ ଭାରତ- ପାକିସ୍ତାନ ମହାମୁକାବିଲା । ଦୁବାଇରେ ଦର୍ଶକଙ୍କ ଖଚାଖଚ୍‌ ଭିଡ ମଧ୍ୟରେ ଆଜି ଖେଳାଯିବ ହାଇ ଭୋଲଟେଜ ମ୍ୟାଚ । ଉଦଘାଟନୀ ମ୍ୟାଚରେ ଗତକାଲି ଶ୍ରୀଲଙ୍କାକୁ ହରାଇଛି ଆଫଗାନିସ୍ତାନ । କିନ୍ତୁ କୋଟି କୋଟି ଭାରତୀୟ ପ୍ରଶଂସକଙ୍କ ନଜର ରହିଛି…

ଗଣେଷ ପୂଜା ଚାନ୍ଦା ମାଗିଲେ ଅପରାଧିକ ମାମଲା:ବ୍ରହ୍ମପୁର ଏସ୍‌ପି

ବ୍ରହ୍ମପୁର:ଗଣେଷ ପୂଜା ନାଁରେ ବଳପୂର୍ବକ ଚାନ୍ଦା ମାଗିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ପୋଲିସ। ଯିଏ ଚାନ୍ଦା ମାଗୁଥିବା ତା’ ନାଁରେ ଅପରାଧୀକ ମାମଲା ରୁଜୁ କରାଯିବା ସହ ଦୃଢ ପଦକ୍ଷେପ ଗ୍ରହଣ କରାଯିବ ବୋଲି ବ୍ରହ୍ମପୁର ଏସ୍‌ପି ସର୍ବଣା ବିବେକ ଏମ୍‌ କହିଛନ୍ତି। ଆଗକୁ ଗଣେଷ ପୂଜା…

ନାଗାବଳୀରେ ଭାସିଯାଇଥିବା ନାବାଳକର ଶବ ଉଦ୍ଧାର ହେଲା

ରାୟଗଡ଼ା: ସାମ୍ନାକୁ ଆସିଲା ନାଗାବଳୀରେ ନାବାଳକ ଭାସିଯିବା ପୂର୍ବର ଦୃଶ୍ୟ ।  ପାର୍ବତୀପୁରମ ଜିଲ୍ଲାର ଚଲାପଦା ଗ୍ରାମ ନିକଟରୁ ଉଦ୍ଧାର ହେଲା  ଏ. ଅମରେଶର ଶବ । ମିଳିଲା ନାଗାବଳୀ ନଦୀରେ ନିଖୋଜ ବାଳକ ଏ. ଅମରେଶର ଶବ। ଆନ୍ଧ୍ରପ୍ରଦେଶ  ପାର୍ବତୀପୁରମ ଜିଲ୍ଲାର ଚଲାପଦା ଗ୍ରାମ ନିକଟରେ ଶବ…