Latest Odisha News

BREAKING NEWS

ଭାରତର ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆଙ୍କ ପରଲୋକରେ ପ୍ରଧାନମନ୍ତ୍ରୀଙ୍କ ଶୋକ ପ୍ରକାଶ

ଭୁବନେଶ୍ବର: ଭାରତର ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ଟୁଇଟ କରି କହିଛନ୍ତି-ଦେଶ ପାଇଁ ଉତ୍କୃଷ୍ଟ ସେବା ପ୍ରଦାନ ଯୋଗୁଁ ଶ୍ରୀ ଅବସର ବେଉରିଆ ସ୍ମରଣୀୟ ହୋଇ ରହିବେ ।  ଓଡିଆ ଭାଷା ଓ…

ଇଡି ଅଫିସରୁ ନଅ ଘଣ୍ଟାର ଜେରା ପରେ ବାହାରିଲେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ

ରାଞ୍ଚି: ବେଆଇନ ଖଣି ଦୁର୍ନୀତି ମାମଲାରେ ନଅ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ଅବୈଧ ଖଣି ଖନନ ମାମଲାରେ ତାଙ୍କୁ ଜେରା ନେଇ ଅନେକବାର ନୋଟିସ ପରେ ସେ ଜେରାପାଇଁ ରାଜି ହୋଇଥିଲେ । ଏହି ମାମଲାରେ ସୋରେନଙ୍କୁ ପ୍ରବର୍ତ୍ତନ…

ରାଜୀବ ଗାନ୍ଧୀ ହତ୍ୟାକାରୀଙ୍କ ମୁକ୍ତି ମାମଲାରେ ରିଭ୍ୟୁ ପିଟିସନ ଦାଏର କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ : ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀଙ୍କ ମୁକ୍ତିକୁ ନେଇ ଦେଶରେ ଚର୍ଚା ଲାଗିରହିଥିବା ବେଳେ ଏବେ ଏହି ମାମଲାରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିସନ ଦାଏର କରିଛନ୍ତି । ଏହି ମାମଲାରେ ଆଇନଗତ ତ୍ରୁଟି ରହିଥିବା କହିଛନ୍ତି କେନ୍ଦ୍ର ସରକାର । …

ପୁଣି ସାବରକରଙ୍କୁ ନେଇ ବିବାଦୀୟ ବୟାନ ଦେଲେ ରାହୁଲ ଗାନ୍ଧୀ

ମୁମ୍ବାଇ : ଭାରତ ଯୋଡୋ ଯାତ୍ରାରେ ପୁଣି ବିବାଦୀୟ ବୟାନ ଦେଇଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ବୀର ସାବରକରଙ୍କ ଏକ ଚିଠି କୁ ଦେଖାଇ ସେ ସାବରକରଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇ କହିଛନ୍ତି ଦିନେ ସାବରକର ଇଂରେଜମାନଙ୍କ ସେବକ ବୋଲି ଚିଠିରେ ଲେଖିଥିଲେ । ଏପରିକି ସାବରକର…

ଆସନ୍ତାକାଲି ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟି-20

ୱେଲିଂଟନ୍‌: ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପରେ ଦୁଇ ଦଳ ଭାରତ ଏବଂ ନ୍ୟୁଜିଲାଣ୍ଡ ସେମିଫାଇନାଲରୁ ପରାଜୟ ହେବା ପରେ ଏବେ ନ୍ୟୁଜିଲାଣ୍ଡ - ଟିମ୍‌ ଇଣ୍ଡିଆ ପୁଣି ମୁହାଁମୁହିଁ ହେବାକୁ ଯାଉଛନ୍ତି । ଆସନ୍ତାକାଲିଠୁ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ର ପ୍ରଥମ ମ୍ୟାଚ ଖେଳାଯିବ ।  ବିଶ୍ବକପ…

ପଦ୍ମପୁରରେ ବିଜେଡି, ବିଜେପି, କଂଗ୍ରେସ କାହାର ଅଛି କେତେ ଦବଦବା

ପଦ୍ମପୁର: ପଦ୍ମପୁର ଉପନିର୍ବାଚନ ପ୍ରାର୍ଥୀପତ୍ର ଦାଖଲ ପରେ ରାତି ପାହିଲେ ଆରମ୍ଭ ହୋଇଯିବ ପ୍ରଚାର । ବିଜେଡି , ବିଜେପି, କଂଗ୍ରେସ ଦଳର ପ୍ରାର୍ଥୀମାନେ ବରିଷ୍ଠ ନେତାମାନଙ୍କ ସହ ବସି ଏନେଇ ରୁଟ ଚାଟ୍ ବନାଇଛନ୍ତି । କେଉଁ ଅଂଚଳରେ କେଉଁ ଷ୍ଟାର ପ୍ରଚାରକ ପ୍ରଚାର କରିବେ ତାହାର ତାଲିକା ମଧ୍ୟ…

କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲରେ ବି-ଇଞ୍ଜିନିୟସ୍‍ ଉଦ୍‍ଘାଟିତ

ଭୁବନେଶ୍ୱର:କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ ଇନୋଭେସନ୍‍ ଆଣ୍ଡ ବିଜିନେସ୍‍ ସମ୍ମିଳନୀ ବି-ଇଞ୍ଜିନିୟସ୍‍ ଗୁରୁବାର ଉଦ୍‍ଘାଟିତ ହୋଇଯାଇଛି । ପ୍ରଥମ ଥର ଲାଗି କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ରେ ଅନୁଷ୍ଠିତ ଏଭଳି ସମ୍ମିଳନୀ ୧୭ ଓ ୧୮ ଦୁଇ ଦିନ ଧରି ଚାଲିବ । ବି-ଇଞ୍ଜିନିୟସ୍‍…

କିଟ୍‍ର ରୌପ୍ୟ ଜୟନ୍ତୀ ଉଦ୍‍ଘାଟିତ

ଭୁବନେଶ୍ୱର : କଳିଙ୍ଗ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ଇଣ୍ଡଷ୍ଟ୍ରିଆଲ୍‍ ଟେକ୍ନୋଲୋଜିର ୨୫ବର୍ଷ ପୂର୍ତ୍ତି ଅବସରରେ ରୌପ୍ୟ ଜୟନ୍ତୀ ସମାରୋହ ଉଦ୍‍ଘାଟିତ ହୋଇଯାଇଛି। କିଟ୍‍ ପ୍ରତିଷ୍ଠାର ୨୫ବର୍ଷ ପୂର୍ତ୍ତି ଉପଲକ୍ଷେ ଚଳିତବର୍ଷ କିଟ୍‍ ତାର ରୌପ୍ୟ ଜୟନ୍ତୀ ପାଳନ କରୁଛି। କିଟ୍‍ କ୍ରିକେଟ ଷ୍ଟାଡ଼ିଅମରେ…

ଟ୍ରମ୍ପ ୨୦୨୪ ରାଷ୍ଟ୍ରପତି ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବେ, ପ୍ରାର୍ଥୀ ପାଇଁ ଦାଖଲ କଲେ ଦଲିଲ

ଓ୍ବାଶିଂଟନ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ରାଷ୍ଟ୍ରପତି ନିର୍ବାଚନ ଲଢ଼ିବା ପାଇଁ ଘୋଷଣା କରିଛନ୍ତି । ଏନେଇ ସେ ନିଜର ଡକ୍ୟୁମେଣ୍ଟ ଦାଖଲ କରିଛନ୍ତି। ଆମେରିକାର ରିପବ୍ଲିକାନ ନେତା ଟ୍ରମ୍ପଙ୍କ ଏହି ଘୋଷଣା ଦ୍ବାରା ପୁଣି ଡେମୋକ୍ରାଟ ଦଳର ନେତା ଜୋ…

ଆସନ୍ତାକାଲି ନାମାଙ୍କନ ଦାଖଲର ଶେଷ ଦିନ: କିଏ ହାସଲ କରିବ ଚାଷୀଙ୍କ ସମର୍ଥନ ?

ବରଗଡ଼: ପଦ୍ମପୁର ଉପନିର୍ବାଚନ ନାମାଙ୍କନ ଦାଖଲ କରିବାକୁ ଆଜି ମଝିରେ ଗୋଟିଏ ଦିନ ରହିଲା । ଆସନ୍ତାକାଲି ନାମାଙ୍କନ ପତ୍ର ଦାଖଲ କରିବାର ଶେଷଦିନ ହୋଇଥିବା ବେଳେ ଏବେ ଯାଏଁ ନାମାଙ୍କନ ପତ୍ର ଦାଖଲ କରିନାହାନ୍ତି କୈାଣସି ପ୍ରାର୍ଥୀ। ନାମାଙ୍କନକୁ ନେଇ ବିଳମ୍ଭ କରିବାର କାରଣ ହେଉଛି ଚାଷୀଙ୍କ…