Latest Odisha News

BREAKING NEWS

କୋଟି ପରେ କୋଟି ଗଣା ଚାଲିଛି : ଆଉ ୧୫ କୋଟି ଟଙ୍କା ଜବତ କଲା ଇଡି

କୋଲକାତା:  ପାର୍ଥ ଚାଟାର୍ଜୀଙ୍କ ଘନିଷ୍ଠ ସହଯୋଗୀ ତଥା ଅଭିନେତ୍ରୀ ଅର୍ପିତା ମୁଖାର୍ଜୀଙ୍କ ଘରୁ ପୁଣି ୧୫ କୋଟି ଟଙ୍କା ଜବତ ହୋଇଛି। ଟଙ୍କା ଗଣା ଚାଲିଛି । ପୁଣି ଆହୁରି କେତେ ବାହାରିବ ତାହା ଆସନ୍ତାକାଲି ସୁଦ୍ଧା ଜଣାପଡିବ ।  ଆଜି ଇଡିର ଅଧିକାରୀମାନେ ବେଲଘରିଆ ଟାଉନ କ୍ଲବରେ ଥିବା…

ଶିକ୍ଷକ ନିଯୁକ୍ତିରେ ଦୁର୍ନୀତି: ପାର୍ଥଙ୍କ ପରେ ଆଉ କିଏ?

ସମ୍ବାଦ ଓଡ଼ିଶା ବ୍ୟୁରୋ:  ଆମ ଦେଶରେ ସରକାରୀ ଚାକିରିରେ ନିଯୁକ୍ତି ବେଳେ ଟଙ୍କା ଦିଆ ହୁଏ, ଏହା ଅଳ୍ପେ ବହୁତେ ସମସ୍ତେ ଜାଣନ୍ତି, ଅନେକ ଆଶାୟୀ ମଧ୍ୟ ଅଭିଯୋଗ କରନ୍ତି । ଏକଥା ବି ଶୁଣାଯାଏ ବିନା ଲାଂଚରେ ସରକାରୀ ଚାକିରି ହୁଏ ନାହିଁ । ଆଗରୁ ଅନେକ ଚାକିରିରେ ଲାଂଚ, ମାଛ, ମାଂସ ଦିଆ ନିଆ…

ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରୁ 2024 ସୁଦ୍ଧା ଓହରିବ ରୁଷ

ରୁଷ ୟୁକ୍ରେନ ଯୁଦ୍ଧ  ମହାକାଶ କୁ ମଧ୍ୟ ଭାଗ ଭାଗ କରିବାକୁ ବସିଛି । ଯୁଦ୍ଧକୁ ନେଇ ଋଷ ଆମେରିକା ମଧ୍ୟରେ ଛକାପଂଞ୍ଝା ଭିତରେ ଋଷର ମହାକାଶ ସଂସ୍ଥା ରସକସମସ୍ ପକ୍ଷରୁ  ବଡ଼ ଘୋଷଣା କରାଯାଇଛି ।  ଆସନ୍ତା ୨୦୨୪ରେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରୁ ଓହରିବାକୁ ନିଷ୍ପତ୍ତି ନେଇଛି ଋଷ । ନିଜର ଏକ…

ହଇଜା ନେଲା ଆଉ ଗୋଟିଏ ଜୀବନ: ମୃତ୍ୟୁ ସଂଖ୍ୟା ହେଲା ୧୦

ରାୟଗଡ଼ା: ହଇଜା  ପୁଣି ନେଲା ଆଉ ଗୋଟିଏ ଜୀବନ। ହଇଜାଜନିତ  ମୃତ୍ୟୁ ସଂଖ୍ୟା ପହଁଚିଲା ୧୦ରେ  । ମୃତକ ହେଲେ ଶଙ୍କରଡା ଗ୍ରାମର ଝାନୁ ମାଝୀ (୫୫)। ଗତ ଦୁଇ ଦିନ ଧରି ସେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ଘରେ ହିଁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ରାୟଗଡ଼ା ଜିଲ୍ଲା କାଶୀପୁରରେ…

ଗଞ୍ଜେଇ ଚାଲାଣ ବେଳେ ଦୁଇ ବଙ୍ଗଳାଦେଶୀଙ୍କ ସମେତ ୪ ଗିରଫ

ବ୍ରହ୍ମପୁର:ଗଜପତି ଜିଲାରୁ ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ବାଙ୍ଗଲାଦେଶର ଦୁଇ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଜାତୀୟ ରାଜପଥ-୧୬ର ଜଗନ୍ନାଥପୁର ଛକରୁ ଦକ୍ଷିଣାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଅଧିକାରୀମାନେ ଏହି ଦୁଇ ବାଙ୍ଗଲାଦେଶୀଙ୍କ ନିକଟରୁ ୨୧ କେଜି ଗଞ୍ଜେଇ ଜବତ କରିଛନ୍ତି।…

ଅମରନାଥ ଗୁମ୍ଫା ନିକଟରେ ପୁଣି ଲଗାଣ ବର୍ଷା

ଓଡ଼ିଶା ସମ୍ବାଦ ବ୍ୟୁରୋ:  ଅମରନାଥ ଗୁମ୍ଫା ନିକଟରେ ପ୍ରବଳ ବର୍ଷା ହେତୁ ପୁଣି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଗୁମ୍ଫା ଚାରିପାଖରେ ଥିବା ପାହାଡ଼ରେ ବର୍ଷା ହେତୁ ସ୍ଥାନୀୟ ଅଂଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ତୁରନ୍ତ ସତର୍କ ସୂଚନା ଜାରି କରାଯାଇ ଲୋକଙ୍କୁ ଉଦ୍ଧାର କରାଯାଇଛି।…

ଜୁଲାଇ ପହିଲା ସୁଦ୍ଧା ଓଡିଶାରେ ୧୧୮ଟି ବିଦ୍ୟୁତ୍ ଯାନ ଚାର୍ଜିଂ ଆଉଟ୍ ଲେଟ୍

ନୂଆଦିଲ୍ଲୀ:  ଭାରତରେ ହାଇବ୍ରିଡ୍ ଏବଂ  ଇଲେକ୍ଟ୍ରିକ୍ ଯାନ ଗୁଡିକୁ (ଫେମ୍ ଇଣ୍ଡିଆ) ଦ୍ରୁତ ଗତିରେ ଗ୍ରହଣ କରିବା ଏବଂ ଏହା ଅଧିକ ପରିମାଣରେ ଉତ୍ପାଦନ ହେବା ଯୋଗୁଁ ପର୍ଯ୍ୟାୟ – ୨ରେ ସାର୍ବଜନିନ ପରିବହନ ନିମନ୍ତେ ଇଲେକ୍ଟ୍ରିକ୍ ଯାନବାହନ (ଇଭି) ବ୍ୟବହାରକୁ ପ୍ରୋତ୍ସାହିତ କରାଯାଉଛି ।…

ଦେଶର ୪୫ଟି ସ୍ଥାନରେ ବିକଶିତ ହେଉଛି ଜଳମାର୍ଗ ପରିବହନ ସେବା

ନୂଆଦିଲ୍ଲୀ:  କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଏବଂ ଜଳମାର୍ଗ ମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନୱାଲ ରାଜ୍ୟସଭାରେ ଏକ ଲିଖିତ ଉତ୍ତର ଦେଇ କହିଛନ୍ତି  ଯେ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଏବଂ ଜଳମାର୍ଗ ମନ୍ତ୍ରଣାଳୟ ରୋ-ରୋ/ରୋ-ପେକ୍ସ ଫେରୀ ପରିବହନ ସେବାକୁ ପ୍ରୋତ୍ସାହନ ଦେଉଛି । ଏହି ଜଳ…

କାର୍ଗିଲ ଦିବସରେ ସହୀଦ ବୀରଙ୍କୁ ସ୍ମୃତିଚାରଣ କରୁଛି ସାରା ଦେଶ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଜି କାରଗିଲ ବିଜୟ ଦିବସ । ସାରା ଦେଶରେ ଆଜି ୨୩ତମ କାର୍ଗିଲ ବିଜୟ ଦିବସ ଉତ୍ସବରେ ସହୀଦ ବୀରଙ୍କ ସ୍ମତିଚାରଣ କରାଯାଉଛି ।  ୧୯୯୯ ମସିହା ଜୁଲାଇ 26ରେ କାର୍ଗିଲ୍‌ ଯୁଦ୍ଧର ଅନ୍ତଃ ଘଟିଥିଲା। ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିବା ଏହି ଯୁଦ୍ଧରେ ଭାରତ ବିଜୟ ଲାଭ କରି…

ଛୁଟିରେ ଗଲେ ସମ୍ବଲପୁର ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସଂଜୀବ ମିତ୍ତଲ

ସମ୍ବଲପୁର :ସମ୍ବଲପୁର ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସଂଜୀବ ମିତ୍ତଲଙ୍କୁ ନେଇ ଏବେ ଜୋରଦାର ଚର୍ଚା।  ବିବାଦୀୟ ନିଷ୍ପତ୍ତି ନେଇ କୋଣସେଠା ହୋଇପଡ଼ିଥିବା ପ୍ରଫେସର ମିତ୍ତଲ ଏବେ ଛୁଟିରେ ଯାଇଛନ୍ତି । କୁଳପତି ପ୍ରଫେସର ମିତ୍ତଲ ଛୁଟିରେ ଯିବା ଘଟଣାକୁ ନେଇ ବିଶ୍ବବିଦ୍ୟାଳୟ ଭିତରେ ତ…