Latest Odisha News

BREAKING NEWS

ନରସିଂହପୁର ଆଉ ଏକ ଗୁଳିବିଦ୍ଧ ହାତୀ

କଟକ:  ହାତୀ ମୃତ୍ୟୁ ମାମଲା ହାଇକୋର୍ଟରେ ପହଁଚିଲାଣି । କିନ୍ତୁ ଶିକାରୀମାନଙ୍କ ଗୁଳି ହାତୀ ଦେହରୁ ଦିନକୁ ଦିନ ବାହାରିବାରେ ଲାଗିଛି । ଆଠଗଡ଼ ନରସିଂହପୁର ବନାଞ୍ଚଳରେ ପୁଣି ଏକ ଗୁଳିବିଦ୍ଧ ଦନ୍ତାହାତୀ ବୁଲୁଥିବା ସ୍ଥାନୀୟ ଅଂଚଳରେ ଚର୍ଚା ହେଉଛି । କେହି ଶିକାରୀ ହାତୀକୁ ଗୁଳି ମାରି…

ଆଜି ପୁଣି ଇଡିରେ ହାଜର ହେବେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ:  ଆଜି ପୁଣି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଇଡି କାର୍ଯ୍ୟାଳୟରେ ହାଜର ହେବେ ।  ସକାଳ ୧୧ଟା ୩୦ରେ ହାଜର ହେବେ ବୋଲି ଜଣାପଡ଼ିଛି । ତେବେ ଏହାକୁ ନେଇ କଂଗ୍ରେସ ପକ୍ଷରୁ ବିରୋଧ ଆରମ୍ଭ ହୋଇଛି ।  ସୋନିଆ ଇଡିରେ ହାଜର ହେବାକୁ ନେଇ କଂଗ୍ରେସ ପକ୍ଷରୁ କଡ଼ା ବିରୋଧ କରାଯାଇଛି । …

ପୋଲାଭରମ ବୁଡି ଅଞ୍ଚଳ ବିବାଦରେ ଓଡିଶା ଜନଶୁଣାଣି କରିବାକୁ ମନା କରିଛି: ଟୁଡୁ

ନୂଆଦିଲ୍ଲୀ:  ମହାନଦୀ ଓ ବଂଶଧାରାର ଜଳକୁ ନେଇ ଛତିଶଗଡ ଏବଂ ଆନ୍ଧ୍ରପ୍ରଦେଶ ସହିତ ଓଡିଶାର ବିବାଦ ରହିଛି । ଏହି ଦୁଇ ନଦୀର ଜଳ ବିବାଦ ନେଇ କେନ୍ଦ୍ର ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ  ବିଶ୍ୱେଶ୍ୱର ଟୁଡୁ ଏକ ପ୍ରଶ୍ନର ଉତ୍ତର କହିଛନ୍ତି ଯେ  ମହାନଦୀ  ଜଳ  ନେଇ ପଡୋଶୀ  ଛତିଶଗଡ଼ ସହିତ ଓଡିଶାର ଯେଉଁ…

ମୁମ୍ବାଇ ମହାନଗର ନିଗମର 61 ଲକ୍ଷ ଟଙ୍କା ଛାଡ଼ କଲେ ଓଡିଶା ସରକାର

ଭୁବନେଶ୍ବର: କୋଭିଡରୋଗୀଙ୍କ ଚିକିତ୍ସା ପାଇଁ ମୁମ୍ବାଇ ଓଡ଼ିଶା ଭବନରେ ଡାକ୍ତର ମାନଙ୍କ ରହଣି ବାବଦ ଦେୟ ମୁଖ୍ୟମନ୍ତ୍ରୀ  ନବୀନ ପଟନାୟକଙ୍କ ନିର୍ଦ୍ଦେଶରେ ଛାଡ କରାଯାଇଛି । ପ୍ରଥମ ଲହରିରେ ମଧ୍ୟ 2 କୋଟି ଟଙ୍କା ଛାଡ଼ କରିଥିଲେ ରାଜ୍ୟ ସରକାର । କୋଭିଡ ରୋଗୀଙ୍କ ଚିକିତ୍ସା କରୁଥିବା ନବୀ…

ମୋ ଜୀବନେ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ: ରାଷ୍ଟ୍ରପତି ଦ୍ରୈାପଦୀ ମୁର୍ମୁ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି ଶ୍ରୀମତୀ ଦ୍ରୈାପଦୀ ମୁର୍ମୁ । ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଏ.ଭି.ରମଣା, ଦ୍ରୌପଦୀ ମୁର୍ମୁ ଙ୍କୁ ୧୫ତମ ରାଷ୍ଟ୍ରପତି ଭାବରେ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଶପଥ ଗ୍ରହଣ ପରେ ରାଷ୍ଟ୍ରପତି ଶ୍ରୀମତୀ…

ଦ୍ବିତୀୟ ଦିନିକିଆରେ ଭାରତର ଦମଦାର ବିଜୟ

ଦ୍ବିତୀୟ ଦିନିକିଆରେ ଭାରତ ଦମଦାର ବିଜୟ ହାସଲ କରିଛି । ଓ୍ବେଷ୍ଟଇଣ୍ଡିଜକୁ 2 ଉଇକେଟରେ ପରାସ୍ତ କରିଛି ଶେଖରବାହିନୀ । ରୋମାଞ୍ଚକର ମ୍ୟାଚରେ ଶେଷ ଓଭରରେ ଜିତିଛି ଟିମ ଇଣ୍ଡିଆ । ଭଲ ଖେଳି ଅକ୍ଷର ପଟେଲ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପାଇଛନ୍ତି ।  ପୋର୍ଟ ଅଫ୍‌ ସ୍ପେନ୍‌ରେ ଖେଳାଯାଇଥିବା…

ଗତ ଆର୍ଥିକ ବର୍ଷରେ ଏ ପର୍ଯ୍ୟନ୍ତର ସବୁଠାରୁ ଅଧିକ 14 ଲକ୍ଷ କୋଟି ଟଙ୍କାର ରାଜସ୍ବ ସଂଗ୍ରହ

ନୂଆଦିଲ୍ଲୀ:  କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ଼ (ସିବିଡିଟି) ଏବଂ ଦେଶ ବ୍ୟାପୀ ଥିବା ତାଙ୍କର ସମସ୍ତ  କ୍ଷେତ୍ରୀୟ କାର୍ଯ୍ୟାଳୟ  ଆୟକର ଦିବସର 163ତମ ବାର୍ଷିକୋତ୍ସବର ଆୟୋଜନ କରିଛି। https://twitter.com/IncomeTaxIndia/status/1551168923034611713 ଆୟକର ବିଭାଗକୁ…

ଆଇଆଇଟି ଭୁବନେଶ୍ୱର ପାଇଁ ଷ୍ଟାର୍ଟଅପ ପ୍ରୋଗ୍ରାମ – ଚିପ୍ସ

ଭୁବନେଶ୍ବର: ମାନ୍ୟବର ରେଳ, ଯୋଗାଯୋଗ ଓ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ  ଅଶ୍ୱିନୀ ବୈଷ୍ଣବ  ଆଇଆଇଟି ଭୁବନେଶ୍ୱର ଗସ୍ତରେ ଆସି ଛାତ୍ରଛାତ୍ରୀମାନଙ୍କୁ ଷ୍ଟାର୍ଟଅପ୍ କାର୍ଯ୍ୟକ୍ରମ ପାଇଁ ଉତ୍ସାହିତ କରିଛନ୍ତି  ।ଷ୍ଟାର୍ଟଅପ୍ କାର୍ଯ୍ୟକ୍ରମ ପାଇଁ…

ରାଷ୍ଟ୍ର ଉଦ୍ଦେଶ୍ୟରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ବିଦାୟୀ ଅଭିଭାଷଣ

ଆସନ୍ତାକାଲି ନୂଆ ରାଷ୍ଟ୍ରପତି ଶପଥ ଗ୍ରହଣ କରିବେ । ତେବେ ଦାୟିତ୍ବରୁ ବିଦାୟ ନେବା ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଷ୍ଟ୍ର ଉଦ୍ଦେଶ୍ୟରେ ନିଜର ବିଦାୟୀ ଅଭିଭାଷଣ ରଖିଛନ୍ତି ।  ରାଷ୍ଟ୍ରପତି କହିଛନ୍ତି.. ପ୍ରିୟ ଦେଶବାସୀ ନମସ୍କାର, ଆଜକୁ ପାଞ୍ଚ ବର୍ଷ…

ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ ମୟୂରଭଂଜ ବିଧାୟକ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଶପଥ ସମାରୋହର ଦିନକ ପୂର୍ବରୁ ମୟୂରଭଞ୍ଜ ଜିଲ୍ଲାର ବିଧାୟକମାନେ  ନୂଆଦିଲ୍ଲୀ ଠାରେ ନବନିର୍ବାଚିତ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ରାଷ୍ଟ୍ରପତି ନିର୍ବାଚନରେ ଐତିହାସିକ ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି । ଉଦଳା ବିଧାୟକ ତଥା ବିଜେପି ରାଜ୍ୟ…