Latest Odisha News

BREAKING NEWS

CSR ପାଣ୍ଠିର ଉପଯୁକ୍ତ ବିନିଯୋଗ ଓ ସ୍ଥାନୀୟ ନିଯୁକ୍ତି ଆମ ଅଧୀକାର

ଓଡ଼ିଶା ସମ୍ବାଦ ବ୍ୟୁରୋ: ସାଂସଦ  ମହେଶ ସାହୁଙ୍କ ନେତୃତ୍ତ୍ବରେ NALCO CSR ପାଣ୍ଠିର ଉପଯୁକ୍ତ ବିନିଯୋଗ ତଥା ପାରିପାର୍ଶ୍ବିକ ଉନ୍ନତି ଓ ସ୍ଥାନୀୟ ନିଯୁକ୍ତି ଦାବିରେ ଏକ ପ୍ରତିବାଦ ସଭା ଓ ଶାନ୍ତିପୂର୍ଣ ଆନ୍ଦୋଳନ ଆୟୋଜନ କରାଯାଇଛି ।  ସାଂସଦଙ୍କ ସମ୍ପର୍କ ସଂଯୋଜକ ଓ ସଂଗ୍ରାମ ସଂଯୋଜକ…

ସ୍କୁଲରେ ପଢ଼ା ସମୟରେ ସାମ୍ବାଦିକତା ଜରୁରୀ କି ?

ଭୁବନେଶ୍ବର: ଟୁଙ୍ଗୁରୁ ଭୋଳ ଖବରକୁ ନେଇ ସାମ୍ବାଦିକମାନେ ପ୍ରବଳ ଗାଳି ଖାଇବା ପରେ ଆଉ ଏକ ପ୍ରସଙ୍ଗ ଏବେ ଚର୍ଚା ଚାଲିଛି । ତାହା ହେଉଛି ସ୍କୁଲ ଭିତରକୁ ସାମ୍ବାଦିକମାନେ ବିନା ଅନୁମତିରେ ପ୍ରବେଶ କରିପାରିବେ କି ନାହିଁ । ଛାତ୍ରଛାତ୍ରୀଙ୍କୁ ପ୍ରଶ୍ନ ପଚାରିପାରିବେ କି ନାହିଁ ।…

ଜନସଂଖ୍ୟା ବୃଦ୍ଧି ରୋକିବାକୁ ନାଗାଲାଣ୍ଡ ମନ୍ତ୍ରୀଙ୍କ ମନ୍ତ୍ର

ନିକଟରେ ତାଙ୍କ "ଛୋଟ ଆଖି" ମନ୍ତବ୍ୟକୁ ନେଇ ସୋସିଆଲ ମିଡିଆରେ ହିଟ୍ ହୋଇଥିବା ନାଗାଲାଣ୍ଡ ମନ୍ତ୍ରୀ ତେମଜେନ୍ ଇମ୍ନାଙ୍କ ବକ୍ତବ୍ୟ ଭାଇରାଲ ହେବାରେ ଲାଗିଛି । ଦେଶରେ ହୁତ ହୁତ ହୋଇ ବଢ଼ୁଥିବା ଜନସଂଖ୍ୟା ପାଇଁ ସେ ଅନ୍ୟକୁ ଦାୟୀ କରିନାହାଁନ୍ତି । ଏଥିପାଇଁ ସେ ନିଜେ ଏକ ଫର୍ମୁଲା ବାହାର…

ଗୋଟିଏ ବର୍ଗର ଜନସଂଖ୍ୟା ବଢ଼ିଲେ ଅରାଜକତା ସୃଷ୍ଟି ହେବ: ଯୋଗୀ

ଲକ୍ଷ୍ନୈା: ବିଶ୍ୱ ଜନସଂଖ୍ୟା ଦିବସ ଅବସରରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବଡ଼ କଥା କହିଛନ୍ତି । ସେ କହିଛନ୍ତି ଦେଶରେ ପରିବାର ଯୋଜନା, ଜନସଂଖ୍ୟା ସ୍ଥିରତା ଚର୍ଚ୍ଚା ହେଉଛି । ତେବେ ଆମକୁ ମନେ ରଖିବାକୁ ହେବ ଯେ ଜନସଂଖ୍ୟାକୁ ନିୟନ୍ତ୍ରଣ କରିବା ପାଇଁ ପ୍ରୟାସ ସଫଳ ହେବା…

ସୋନିଆ ଗାନ୍ଧୀଙ୍କୁ ପୁଣି ଇଡିର ସମନ

ନୂଆଦିଲ୍ଲୀ: ଇଡି ପୁଣି ଜେରା ପାଇଁ ସମନ କରିଛି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ  । ଜୁଲାଇ 21ରେ ପୁଣି ହାଜର ହେବା ପାଇଁ କହିଛି ଇଡି ।  ଏବେ ପ୍ରବର୍ତ୍ତନ ନିର୍ଦ୍ଦେଶଳାୟ ପୁଣିଥରେ ସମନ ଜାରି କରିଛି।  ପୂର୍ବରୁ ଇଡି ନ୍ୟାସନାଲ ହେରାଲ୍ଡ ଖବର କାଗଜ ସହ ଜଡ଼ିତ ମାମଲାରେ ରାହୁଲ…

୨୦୦ଟି ସ୍ଥାନରେ ଆୟୋଜିତ ହେବ ପ୍ରଧାନମନ୍ତ୍ରୀ ଜାତୀୟ ଆପ୍ରେଂଟିସ୍‌ସିପ୍ ମେଳା

ନୂଆଦିଲ୍ଲୀ: ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ କ୍ୟାରିଅର୍‌କୁ ଆଗକୁ ନେବା ପାଇଁ ସୁଯୋଗ ସୃଷ୍ଟି କରିବା ଏବଂ ବ୍ୟବହାରିକ ପ୍ରଶିକ୍ଷଣକୁ ପ୍ରୋତ୍ସାହିତ କରିବା ନିମନ୍ତେ ପ୍ରଧାନମନ୍ତ୍ରୀ କୌଶଳ ଭାରତ ମିଶନର ଅଂଶ ଭାବରେ ୧୧ ଜୁଲାଇ, ୨୦୨୨ରେ ପ୍ରଧାନମନ୍ତ୍ରୀ ଜାତୀୟ ଆପ୍ରେଂଟିସ୍‌ସିପ୍…

‘ସୁନାବେଶ’ ଆଜି : ମହାପ୍ରଭୁଙ୍କ ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତଙ୍କ ଅପେକ୍ଷା

ପୁରୀ:  ରଥ ଉପରେ ଆଜି ମହାପ୍ରଭୁଙ୍କ ସୁନାବେଶ ହେବ । ମହଣ ମହଣ ସୁନା ଅଳଙ୍କାରରେ ପ୍ରଭୁ ଜଗନ୍ନାଥ, ଦେବୀ ସୁଭଦ୍ରା ଓ ଭାଇ ଶ୍ରୀବଳଭଦ୍ର ସଜେଇ ହେବାର ଦୃଶ୍ୟ ଦେଖିବା ପାଇଁ ଲକ୍ଷ ଲକ୍ଷ ଲୋକ ଅପେକ୍ଷା କରିଛନ୍ତି । ସୁନାବେଶ ଅପରାହ୍ନ ପ୍ରାୟ ୩ଟାରେ ଆରମ୍ଭ ହେବ । ସନ୍ଧ୍ୟା ୬ଟା ବେଳକୁ…

କନ୍ଧମାଳର କୁନି ଝିଅ ମାମିନାଙ୍କ ବେଲଜିୟମ କାହାଣୀ

ଫୁଲବାଣୀ: କନ୍ଧମାଳ ରାଇକିଆର ଝିଅ ମାମିନା । ଏବେ ବେଲଜିଅମର ନାଗରିକ । ୩୦ ବର୍ଷ ପରେ ଫେରିଛନ୍ତି ଜନ୍ମମାଟିକୁ । କହିଛନ୍ତି ସେ ଭଲ ପାଆନ୍ତି ତାଙ୍କ ପରିବାରକୁ ଭଲ ପାଆନ୍ତି ଭାରତକୁ । ଯଦିଓ ସେ ଓଡ଼ିଆ ବୁଝିପାରୁନାହାଁନ୍ତି କି କହିପାରୁନାହାଁନ୍ତି କିନ୍ତୁ ତାଙ୍କର ଭାବନାକୁ ଯେ କେହି…

ଜନ୍ମବେଦିରୁ ରତ୍ନବେଦୀକୁ ଆସିବେ ମହାପ୍ରଭୁ

ପୁରୀ:  ଆଜି ଠାକୁରେ ଜନ୍ମବେଦିରୁ ଫେରିବେ ରତ୍ନବେଦୀକୁ ।  ବଡ଼ଦାଣ୍ଡକୁ ଓହ୍ଲାଇ ଆସିବେ ଜନ୍ମବେଦୀରୁ । ନାକଚଣା ଦ୍ୱାରରୁ ରଥରେ ବସି ସିଂହଦ୍ୱାର ପହଞ୍ଚିବେ ।   ଲକ୍ଷ ଲକ୍ଷ ଭକ୍ତଙ୍କ ଗହଣରେ  ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର, ଅଳିଅଳି ଭଉଣୀ ମା’ ସୁଭଦ୍ରାଙ୍କ ସହ ରଥାରୂଢ଼ ହୋଇ…

ବାଦଲ ଫଟା ବର୍ଷାରେ ୧୫ ଅମରନାଥ ଯାତ୍ରୀଙ୍କ ମୃତ୍ୟୁ

ଜମ୍ମୁ: ଶୁକ୍ରବାର ସନ୍ଧ୍ୟାରେ ଜମ୍ମୁ- କଶ୍ମୀର ଅମରନାଥର ପବିତ୍ର ଗୁମ୍ଫା ମନ୍ଦିର ନିକଟରେ ବାଦଲଫଟା ବର୍ଷା ହୋଇ ପ୍ରାୟ ୧୫ ଜଣଙ୍କର ମୃତ୍ୟୁ ଘଟିଛି।  ଏଥିସହ ଅନେକ ତୀର୍ଥଯାତ୍ରୀ ନିଖୋଜ ହୋଇଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ ।  ଉଦ୍ଧାର କାର୍ଯ୍ୟରେ ପୁଲିସ, ଏନଡିଆରଏଫ  ଓ ଭାରତୀୟ ସେନା…