Latest Odisha News

BREAKING NEWS

ଅକ୍ଷୟ ତୃତୀୟା ଲାଗି ଚୂଡ଼ାନ୍ତ ପ୍ରସ୍ତୁତିରେ ନରେନ୍ଦ୍ର ପୁଷ୍କରିଣୀ

ପୁରୀ: ଆସନ୍ତା ଏପ୍ରିଲ୍ ୨୬ ତାରିଖରେ ପବିତ୍ର ଅକ୍ଷୟ ତୃତୀୟା । ଏହିଦିନ ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁ ଖେଳିବେ ଚାପଖେଳ । ଏହି ଚାପଖେଳରେ ବ୍ୟବହୃତ ହେବ ଡଙ୍ଗା । ଏବେ ପୁଷ୍କରିଣୀ ସଫା ହେବା ପରେ ଦୁଇଟି ଡଙ୍ଗା ପ୍ରସ୍ତୁତି ଚାଲିଛି । ପୁରୀର ମହାରଣା ସେବକମାନେ ଦିନ ରାତି ପରିଶ୍ରମ…

ଢେଙ୍କାନାଳରୁ ପୁରୀ ଶ୍ରୀକ୍ଷେତ୍ର; ବାଇକ୍‌ରେ ଭକ୍ତ ଆଣୁଛନ୍ତି ତୁଳସୀ !

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପୂଜାର୍ଚ୍ଚନାରେ ତୁଳସୀ ଏକ ଅପରିହାର୍ଯ୍ୟ ଦ୍ରବ୍ୟ । ସମସ୍ତ ପୁଷ୍ପ ଅପେକ୍ଷା ତୁଳସୀ ପ୍ରତି ଶ୍ରୀଜଗନ୍ନାଥଙ୍କର ଶ୍ରଦ୍ଧା ଅଧିକ ମାତ୍ରାରେ ରହିଥାଏ । ଦୈନିକ ଭକ୍ତମାନେ ବିଭିନ୍ନ ସ୍ଥାନରୁ ତୁଳସୀ ଆଣି ଶ୍ରୀମନ୍ଦିରରେ ଯୋଗାଇଦେଇ ଥାଆନ୍ତି । ଏବେ ଲକ୍‌ଡାଉନ୍…

ସାନିଟାଇଜ୍‌ ହେଲା ପୁରୀ ବଡ଼ଦାଣ୍ଡ ସହ ଶ୍ରୀମନ୍ଦିର ଚାରିପାଖ

ପୁରୀ: କରୋନା ମହାମାରୀ କବଳରୁ ବର୍ତ୍ତିବା ଲାଗି ଏବେ ସାରା ଓଡ଼ିଶାରେ ଜାରି ରହିଛି ଲକ୍‌ଡାଉନ୍ । ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ଭକ୍ତମାନଙ୍କ ଲାଗି ବନ୍ଦ ରହିଥିଲେ ମଧ୍ୟ ସେବାୟତମାନଙ୍କ ଦ୍ୱାରା ଶ୍ରୀଜୀଉମାନଙ୍କ ଦୈନିକ ନୀତିକାନ୍ତି ଚାଲୁ ରହିଛି । କରୋନା ଭୂତାଣୁ…

ଭକ୍ତଙ୍କୁ ବାଧକ ହେଉନି ଲକ୍‌ଡାଉନ୍‌; ୬୦ କିଲୋମିଟର ଆସି ମହାପ୍ରଭୁଙ୍କୁ ଦେଉଛନ୍ତି ତୁଳସୀ !

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପୂଜାର୍ଚ୍ଚନାରେ ତୁଳସୀ ଏକ ଅପରିହାର୍ଯ୍ୟ ଦ୍ରବ୍ୟ । ସମସ୍ତ ପୁଷ୍ପ ଅପେକ୍ଷା ତୁଳସୀ ପ୍ରତି ଶ୍ରୀଜଗନ୍ନାଥଙ୍କର ଶ୍ରଦ୍ଧା ଅଧିକ ମାତ୍ରାରେ ରହିଥାଏ । ଦୈନିକ ଭକ୍ତମାନେ ବିଭିନ୍ନ ସ୍ଥାନରୁ ତୁଳସୀ ଆଣି ଶ୍ରୀମନ୍ଦିରରେ ଯୋଗାଇଦେଇ ଥାଆନ୍ତି । ଏବେ ଲକ୍‌ଡାଉନ୍…

ପୁରୀ ସାହିଯାତରେ ରାବଣ: ସମ୍ପନ୍ନ ହେଲା ଲଙ୍କାପୋଡ଼ି ନୀତି

ପୁରୀ: ପୁରୀ ସାହିଯାତ ପ୍ରସିଦ୍ଧି ଲାଭ କରିଥିବା ବେଳେ ଲକ୍‌ଡାଉନରେ ଏହି ସାହିଯାତର ମଜ୍ଜା ଦେଖିବାକୁ ମିଳିନାହିଁ । ଔପଚାରିକ ଭାବେ ଆଜି ଅନୁଷ୍ଠିତ ହୋଇଯାଇଛି ଲଙ୍କାପୋଡ଼ି ନୀତି । ଆଜି ଶ୍ରୀମନ୍ଦିରରୁ ଶ୍ରୀରାମ ଓ ଲକ୍ଷ୍ମଣଙ୍କ ଚଳନ୍ତି ପ୍ରତିମା ଶ୍ରୀଜଗନ୍ନାଥ ବଲ୍ଲଭ ମଠକୁ ବିଜେ କରିଥିଲେ…

ପୁରୀରେ ସମ୍ପନ୍ନ ହେଲା ଚଳନ୍ତି ପ୍ରତିମାଙ୍କ ସୀତାଚୋରି ନୀତି

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରରେ ଶ୍ରୀରାମ ନବମୀଠାରୁ ଆରମ୍ଭ ହୋଇଛି ସ୍ୱତନ୍ତ୍ର ନୀତିକାନ୍ତି । ପ୍ରଭୁ ଶ୍ରୀରାମଚନ୍ଦ୍ର, ଲକ୍ଷ୍ମଣ ଓ ଦେବୀ ସୀତାଙ୍କର ଚଳନ୍ତି ପ୍ରତିମା ଜଗନ୍ନାଥବଲ୍ଲଭ ମଠକୁ ବିଜେ କଲାପରେ ସେଠାରେ ଶ୍ରୀରାମଙ୍କ ଜନ୍ମ ଉତ୍ସବରୁ ଆରମ୍ଭ ହୋଇଛି ନୀତି ।…

ପୁରୀ ସହରରେ କଡ଼ାକଡ଼ି ଚାଲିଛି ଲକ୍‌ଡାଉନ୍‌

ପୁରୀ: ଓଡ଼ିଶାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦କୁ ବୃଦ୍ଧି ପାଇଥିବା ବେଳେ ପୁରୀ ଜିଲ୍ଲାରୁ ଜଣେ କରୋନା ସଂକ୍ରମିତ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ପୁରୀ ଶ୍ରୀମନ୍ଦିରରେ ଗତ ମାର୍ଚ୍ଚ ୨୦ ତାରିଖରୁ ଭକ୍ତଙ୍କ ଦର୍ଶନକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିବା ବେଳେ ଏବେ ଲକ୍‌ଡାଉନ୍ ଯୋଗୁଁ ପୁରୀ…

ପୁରୀରେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କଲେ ମମତା ବାନାର୍ଜୀ

ପୁରୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଚାରିଦିନିଆ ଓଡ଼ିଶାଗସ୍ତରେ ମଙ୍ଗଳବାର ଦିନ ପହଞ୍ଚିଥିବା ବେଳେ ଆଜି ପୁରୀ ଶ୍ରୀମନ୍ଦିର ଦର୍ଶନ କରିଛନ୍ତି । ଆଜି ପୁରୀ ଶ୍ରୀମନ୍ଦିର ଯାଇ ମମତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ସହିତ ମନ୍ଦିର ବୁଲି ଦେଖିଥିଲେ । ମମତାଙ୍କ ଏହି…