ଜ୍ଞାନମଣ୍ଡଳ ପ୍ରଣେତା ବିନୋଦ କାନୁନଗୋ
ଜ୍ଞାନମଣ୍ଡଳ ପ୍ରଣେତା ବିନୋଦ କାନୁନଗୋ
(୧୯୧୨-୧୯୯୦)
କ୍ଷେତ୍ର: ଭାଷା-ସାହିତ୍ୟ
ବିଶ୍ୱକୋଷ ‘ଜ୍ଞାନମଣ୍ଡଳ’ର ପ୍ରଣେତା ବିନୋଦ କାନୁନଗୋ ଆଧୁନିକ ଓଡ଼ିଶାର ଅନ୍ୟତମ ଜ୍ଞାନନିର୍ମାତା । ଜ୍ଞାନକୋଷ ବା ଏକ୍ସାଇକ୍ଲୋପିଡ଼ିଆ ଏକୁଟିଆ ସଂପାଦନା କରିବା ଏକପ୍ରକାର ଅସମ୍ଭବ ବ୍ୟାପାର ହୋଇଥିବା…