Latest Odisha News

ଲକ୍ଷ୍ମୀନାରାୟଣ ସାହୁ

ଲକ୍ଷ୍ମୀନାରାୟଣ ସାହୁ (୧୮୯୦-୧୯୬୩) କ୍ଷେତ୍ର: ସମାଜସେବା ସେ କେଉଁ ଧର୍ମର ବୋଲି ପଚାରିଲେ ‘ସେବା ହିଁ ମୋର ଧର୍ମ’ ବୋଲି ଉତ୍ତର ଦେଉଥିବା ଜଣେ ମହାନ ମାନବବାଦୀ ବ୍ୟକ୍ତିତ୍ୱ ହେଲେ ଲକ୍ଷ୍ମୀନାରାୟଣ ସାହୁ । ୧୮୯୦ ଅକ୍ଟୋବର ୩ରେ ବାଲେଶ୍ୱର ସହରରେ ତାଙ୍କର ଜନ୍ମ । ମା’ଙ୍କ ଶାସନ ବାପାଙ୍କ…

ନବକୃଷ୍ଣ ଚୌଧୁରୀ

ନବକୃଷ୍ଣ ଚୌଧୁରୀ (୧୯୦୧-୧୯୮୪) କ୍ଷେତ୍ର: ରାଜନୀତି, ଗଣନେତୃତ୍ୱ ଜନମାନସରେ ଗଭୀର ପ୍ରତିଛବି ଛାଡ଼ିଯାଇଥିବା ଓଡ଼ିଶାର ଅନ୍ୟତମ ବିଶିଷ୍ଟ ଜନନାୟକ ହେଲେ ନବକୃଷ୍ଣ ଚୌଧୁରୀ । ୧୯୦୧ ମସିହା ନଭେମ୍ବର ୨୩ ତାରିଖରେ କଟକର ସ୍ୱରାଜ୍ୟ ଆଶ୍ରମରେ ତାଙ୍କର ଜନ୍ମ । ପ୍ୟାରୀମୋହନ ଏକାଡେମୀରେ…

ଆର୍ତ୍ତବଲ୍ଲଭ ମହାନ୍ତି

ଆର୍ତ୍ତବଲ୍ଲଭ ମହାନ୍ତି (୧୮୬୬-୧୯୬୩) କ୍ଷେତ୍ର: ଭାଷା-ସାହିତ୍ୟ (ଗବେଷଣା, ସଂପାଦନା) ଆଧୁନିକ ଓଡ଼ିଆ ସାହିତ୍ୟ ନିର୍ମାଣରେ ଆର୍ତ୍ତବଲ୍ଲଭ ମହାନ୍ତିଙ୍କ ଯୋଗଦାନ ଅବିସ୍ମରଣୀୟ । ଏକାଧାରରେ ପ୍ରାବନ୍ଧିକ, ସାହିତ୍ୟ ସମାଲୋଚକ, ଅନୁବାଦକ ତଥା ସଂପାଦକ ଭାବେ ସେ ନିଜର ଦକ୍ଷତା ପ୍ରତିପାଦିତ…

ଅନ୍ନପୂର୍ଣ୍ଣା ମହାରଣା

ଅନ୍ନପୂର୍ଣ୍ଣା ମହାରଣା (୧୯୧୭-୨୦୧୨) କ୍ଷେତ୍ର: ସମାଜସେବା ଭାରତୀୟ ମୁକ୍ତି ଆନ୍ଦୋଳନ କାଳର ଅନ୍ୟତମ ନିଷ୍ଠାପର ସମାଜସେବୀ ଓ ସ୍ୱାଧୀନତା ସଂଗ୍ରାମୀ ଥିଲେ ଅନ୍ନପୂର୍ଣ୍ଣା ମହାରଣା । ୩ ନଭେମ୍ବର ୧୯୧୭ରେ ରମା ଦେବୀ ଓ ଗୋପବନ୍ଧୁ ଚୌଧୁରୀଙ୍କ ଦ୍ୱିତୀୟ ସନ୍ତାନ ଭାବେ ଜନ୍ମ ହୋଇଥିଲେ…

କୃଷ୍ଣଚନ୍ଦ୍ର ଗଜପତି

କୃଷ୍ଣଚନ୍ଦ୍ର ଗଜପତି (୧୮୯୨-୧୯୭୪) କ୍ଷେତ୍ର: ରାଜନୀତି, ଗଣନେତୃତ୍ୱ ଓଡ଼ିଶାର ଅଂଧକାର ସମୟକୁ ଆଲୋକିତ କରି ସର୍ବଭାରତୀୟ ସ୍ତରରେ ଓଡ଼ିଆ ଜାତିର ନବନିର୍ମାଣ କରିବା ପାଇଁ ଆଜୀବନ ଉଦ୍ୟମ କରିଥିବା ହାତଗଣତି କେତେଜଣ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ରହିବେ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ।…

ତରୁଣ ପିଢ଼ି ଆଜିର ସାମାଜିକ ବାସ୍ତବତା ପ୍ରତି ଆକୃଷ୍ଟ ନୁହନ୍ତି : ଶାନ୍ତନୁ କୁମାର ଆଚାର୍ଯ୍ୟ

ଶାନ୍ତନୁ କୁମାର ଆଚାର୍ଯ୍ୟ ଓଡ଼ିଆ କଥାସାହିତ୍ୟର ଅନ୍ୟତମ ମୂର୍ଦ୍ଧନ୍ୟ କଥାକାର । ପନ୍ଦରଟି ଉପନ୍ୟାସ, କୋଡିଏଟି ଗଳ୍ପ ସଂକଳନ ସହିତ ତାଙ୍କର ରହଚି ଆତ୍ମଜୀବନୀ, ଭ୍ରମଣ କାହାଣୀ ଏବଂ ଅନ୍ୟୂନ ଦଶଟି ଶିଶୁସାହିତ୍ୟ ପୁସ୍ତକ । ଏହା ବ୍ୟତୀତ “କରଂଜିଆ ଡାଏରି “ ପରି ବହୁ ମୂଲ୍ୟବାନ ଫିଚର ଲେଖା…

ବେଳେବେଳେ ବିଶ୍ୱାସ ମଧ୍ୟ ହୁଏ ନାହିଁ ଯେ ଜଣେ ଲେଖକକୁ ଏତେ ଶ୍ରଦ୍ଧା ପାଠକ ଦିଏ ବୋଲି : ପ୍ରତିଭା ରାୟ

ପ୍ରତିଭା ରାୟ (୧୯୪୪) ଆଧୁନିକ ଓଡ଼ିଆ କଥାସାହିତ୍ୟର ଅନ୍ୟତମ ପ୍ରଖର ଶିଳ୍ପୀ । ସେ ହିଁ ଓଡ଼ିଶାର ଏକମାତ୍ର ଶତକ-ସଂସ୍କରଣ ପୁସ୍ତକର ଲେଖିକା; ଯାହାଙ୍କର ‘ଯାଜ୍ଞସେନୀ’ ଉପନ୍ୟାସ ନିକଟରେ ୧୦୦ତମ ସଂସ୍କରଣ ଛୁଇଁପାରିଛି । ସାମାନ୍ୟକଥନ, ଷଷ୍ଠସତୀ, ମୋକ୍ଷ, ଉଲ୍ଲଂଘନ, ନିବେଦନମିଦମ୍‍, ଗାନ୍ଧୀଙ୍କ…

କବିତା ଆମ ଚେତନାକୁ ଦୋହଲେଇ ଦିଏ : ସୂର୍ଯ୍ୟସ୍ନାତ ତ୍ରିପାଠୀ

କବିତା ସଂକଳନ ‘ଏ ସଂପର୍କ ଏମିତି’ ପାଇଁ ୨୦୧୭ ମସିହାର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ପାଇଥିବା ସୂର୍ଯ୍ୟସ୍ନାତ ତ୍ରିପାଠୀ ଓଡ଼ିଆ କବିତାର ନୂଆ ପ୍ରତିଶ୍ର୍ରୁତି । ଜନ୍ମ: ୧୧ ଏପ୍ରିଲ ୧୯୯୧ । ସ୍ଥାୟୀ ଠିକଣା: ଶିଶୁଆ, ୪୨ ମୌଜା, କଟକ । ବର୍ତ୍ତମାନ ଠିକଣା: ସିଦ୍ଧେଶ୍ୱରପୁର, କଟକ ।…

ଗତ ୩୦ ବର୍ଷ ତଳୁ କବିତାକୁ ମୁଁ ଛାଡ଼ପତ୍ର ଦେଇ ସାରିଛି : ବିଭୂତି ପଟ୍ଟନାୟକ

ବିଭୂତି ପଟ୍ଟନାୟକ ଓଡ଼ିଆ ଲୋକପ୍ରିୟ ଉପନ୍ୟାସର ପିତାମହ । ରୋମାଂଟିକ ସୋସିଆଲିଷ୍ଟ୍‍ ଭାବେ ସେ ଉପନ୍ୟାସକୁ ଦେଇଛନ୍ତି ପ୍ରଚୁର ପାଠକୀୟତା। ବହୁ ପୁସ୍ତକ ଓ ସମ୍ମାନର ଅଧିକାରୀ ଏହି ଯଶସ୍ୱୀ ଔପନ୍ୟାସିକଙ୍କ ସହ ସରୋଜ ବଳଙ୍କ ଆଳାପ: ଗତ ୩୦ ବର୍ଷ ତଳୁ କବିତାକୁ ମୁଁ ଛାଡ଼ପତ୍ର ଦେଇ ସାରିଛି :…

ଆମ ସାହିତ୍ୟରେ ଭଲକୁ ଭଲ କହିବାପାଇଁ ଲୋକ ନାହାନ୍ତି : ହରପ୍ରସାଦ ଦାସ

ହରପ୍ରସାଦ ଦାସ ଓଡ଼ିଆ କବିତା ଓ ଗଦ୍ୟରଚନାରେ ଜଣେ ଧାରାପ୍ରବର୍ତ୍ତକ । ଅବଶ୍ୟ ଅନେକ ସମୟରେ ଅନେକ କାରଣରୁ ସେ ବିବାଦୀୟ; ତେବେ ତରୁଣ କବିଙ୍କ ପାଇଁ ସେ ଯାହା କରିଛନ୍ତି ଅନ୍ୟ କୌଣସି ପ୍ରବୀଣ ଓଡ଼ିଆ କବି ସେତିକି କରିନାହାନ୍ତି, ଏହା ନିଃସଂଦେହ । ତାଂକ ସହ ସରୋଜ ବଳଙ୍କ ଏକ ବିରଳ ଆଳାପ:…