Latest Odisha News

କୁନ୍ତଳା କୁମାରୀ ସାବତ

କୁନ୍ତଳା କୁମାରୀ ସାବତ (୧୯୦୧-୧୯୩୭) କ୍ଷେତ୍ର: ଭାଷା-ସାହିତ୍ୟ (ପ୍ରଥମ ଔପନ୍ୟାସିକା) ଜଣେ କବି ଭାବେ ସର୍ବତ୍ର ସୁପରିଚିତା କୁନ୍ତଳା କୁମାରୀ ସାବତ ଓଡ଼ିଆ ଭାଷାର ପ୍ରଥମ ଔପନ୍ୟାସିକାର ଗୌରବ ମଧ୍ୟ ଦାବି କରନ୍ତି । ତାଙ୍କ ପୂର୍ବରୁ କୌଣସି ଓଡ଼ିଆ ଲେଖିକା ଉପନ୍ୟାସରେ ହାତ ଦେଇନଥିଲେ ।…

ବିଜୁ ପଟ୍ଟନାୟକ

ବିଜୁ ପଟ୍ଟନାୟକ (୧୯୧୬-୧୯୯୭) କ୍ଷେତ୍ର: ରାଜନୀତି, ଗଣନେତୃତ୍ୱ ଦୁର୍ଦ୍ଧର୍ଷ ପାଇଲଟ୍, ଦକ୍ଷ ଶିଳ୍ପପତି ଓ ବିଚକ୍ଷଣ ରାଜନୀତିଜ୍ଞ ଭାବେ ସୁପରିଚିତ ବିଜୁ ପଟ୍ଟନାୟକ ଜାତୀୟସ୍ତରର ଜଣେ ସର୍ବମାନ୍ୟ ନେତା ଓ ଜନନାୟକ । ପ୍ରବାଦପୁରୁଷ, କଳିଙ୍ଗବୀର, ଦ୍ୱିତୀୟ ଖାରବେଳ, ଭୂମିପୁତ୍ର ଆଦି ଅନେକ…

ତୁଳସୀ ମୁଣ୍ଡା

ତୁଳସୀ ମୁଣ୍ଡା (୧୯୪୭) କ୍ଷେତ୍ର: ସମାଜସେବା (ଆଦିବାସୀ ଶିକ୍ଷା ଓ ନିଶାମୁକ୍ତି) ପ୍ରତିକୂଳ ପରିସ୍ଥିତିକୁ ଖାତିର ନକରି ଆଦିବାସୀବହୁଳ ଅଂଚଳରେ ଶିକ୍ଷାର ପ୍ରସାର ଓ ମଦମୁକ୍ତି ପାଇଁ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ପଦ୍ମଶ୍ରୀ ତୁଳସୀ ମୁଣ୍ଡା ଓଡ଼ିଶାର ଜଣେ ଆଗଧାଡ଼ିର ସମାଜସେବୀ । ୧୯୪୭…

ସାଂସାରିକ ଜଞ୍ଜାଳ ମଧ୍ୟରେ ଲେଖାଲେଖି ବଜାୟ ରଖିବା କଷ୍ଟକର : ବନଜ ଦେବୀ

ନିକଟରେ ମର୍ଯ୍ୟାଦାବନ୍ତ ଶାରଳା ପୁରସ୍କାର ପାଇଥିବା ବନଜ ଦେବୀ ଓଡ଼ିଆ ସାହିତ୍ୟର ଅନ୍ୟତମ ଯଶସ୍ୱୀ ଲେଖିକା । ଜନ୍ମ: ୧୦ ଅଗଷ୍ଟ ୧୯୪୧ । ଜନ୍ମସ୍ଥାନ ଭଦ୍ରକ । ବାପାଙ୍କ ପୈତୃକ ଗ୍ରାମ ପୋଷଲ, ହାକପଡ଼ା, ଜିଲ୍ଲା ପୁରୀ ହୋଇଥିଲେ ହେଁ ପୁରୀର ସ୍ଥାୟୀ ବାସିନ୍ଦା । ବାପା: ବିଶ୍ୱନାଥ ପଟ୍ଟନାୟକ,…

ଗୋପବନ୍ଧୁ ଦାସ

ଗୋପବନ୍ଧୁ ଦାସ (୧୮୭୭-୧୯୨୮) କ୍ଷେତ୍ର: ସମାଜସେବା ଉତ୍କଳମଣି ଗୋପବନ୍ଧୁ ଦାସ ଓଡ଼ିଆ ଜାତିର ଯୁଗପୁରୁଷ । ଏକାଧାରରେ ସେ ଥିଲେ ସମାଜସେବୀ, ଦେଶପ୍ରେମୀ, ରାଷ୍ଟ୍ରନୀତିଜ୍ଞ, ସଂସ୍କାରକ, ସାମ୍ବାଦିକ, ସୁଲେଖକ, କବି, ଶିକ୍ଷାବିତ୍‍ ଏବଂ ଆଇନଜ୍ଞ । ୧୮୭୭ ମସିହା ଅକ୍ଟୋବର ୯ ତାରିଖରେ ସେ…

ସାରଙ୍ଗଧର ଦାସ

ସାରଙ୍ଗଧର ଦାସ (୧୮୮୬-୧୯୫୬) କ୍ଷେତ୍ର: ରାଜନୀତି, ଗଣନେତୃତ୍ୱ ଗଡ଼ଜାତ ଗାନ୍ଧୀ ଭାବେ ସାରା ଓଡ଼ିଶାରେ ସୁପରିଚିତ ସାରଙ୍ଗଧର ଦାସ ଥିଲେ ଅନ୍ଧାରି ମୂଲକର ଶୋଷିତ, ଅତ୍ୟାଚାରିତ ଗଡ଼ଜାତ ପ୍ରଜାଙ୍କର ତ୍ରାଣକର୍ତ୍ତା। ଢେଙ୍କାନାଳ ସହର ନିକଟବର୍ତ୍ତୀ ହରେକୃଷ୍ଣପୁର ଗ୍ରାମରେ ୧୮୮୬ ଅକ୍ଟୋବର…

କବିତା ହାତରେ ଲଣ୍ଠନଟିଏ ଧରି ସତେକି ମୋ ଆଗେଆଗେ ଯାଉଛି : ସୁଚେତା ମିଶ୍ର

ଓଡ଼ିଆ କବିତାର ଅନ୍ୟତମ ପ୍ରଖର ନାରୀସ୍ୱର ସୁଚେତା ମିଶ୍ର । ୧୪ ନଭେମ୍ବର ୧୯୬୫ରେ ବ୍ରହ୍ମପୁର, ଗଂଜାମରେ ତାଙ୍କର ଜନ୍ମ । ଅର୍ଥନୀତିରେ ସ୍ନାତକୋତ୍ତର ଏବଂ ବି.ଏଡ୍‍. ଶିକ୍ଷାପ୍ରାପ୍ତ । ପୂର୍ବରାଗ, ଶିଲାଲିପି, ଉତ୍ତରପକ୍ଷ, ଖୁଉବ ପାଖରେ, ନିଜନିଜ କୁରୁକ୍ଷେତ୍ର, ପ୍ରତିଘାତ, ଶବ୍ଦମାନେ ମୋର,…

କଥିତ ଭାଷାଠାରୁ ଉପନ୍ୟାସର ଭାଷା ନିଶ୍ଚୟ ଅଲଗା ହେବ : ମନୋଜ ଦାସ

ମନୋଜ ଦାସ (୧୯୩୪) ଆଧୁନିକ ଓଡ଼ିଆ କଥାସାହିତ୍ୟର ବିଶ୍ୱକର୍ମା । ଉଭୟ ଓଡ଼ିଆ ଓ ଇଂରାଜୀରେ ଲେଖୁଥିବା ଏହି ଆନ୍ତର୍ଜାତିକ ଖ୍ୟାତିସଂପନ୍ନ ଲେଖକ ସାହିତ୍ୟର ପ୍ରାୟ ସବୁ ବିଭାଗରେ ସିଦ୍ଧ ଓ ସମୃଦ୍ଧ । ଗଳ୍ପ ସଂକଳନ: ଆରଣ୍ୟକ, ଶେଷ ବସନ୍ତର ଚିଠି, ଅବୋଲକରା କାହାଣୀ, ଆବୁପୁରୁଷ ଓ ଅନ୍ୟାନ୍ୟ…

ସଚ୍ଚା କବି ଏକାଧାରରେ ପ୍ରେମିକ ପୁଣି ବିଦ୍ରୋହୀ ଏବଂ ସର୍ବୋପରି ସନ୍ୟାସୀ ହେବାକୁ ବାଧ୍ୟ : ପ୍ରଦୀପ ବିଶ୍ୱାଳ

ସମକାଳୀନ ଓଡ଼ିଆ କବିତାରେ କବି ପ୍ରଦୀପ ବିଶ୍ୱାଳ ଅନ୍ୟତମ ପ୍ରବୀଣ ଶିଳ୍ପୀ । ମୁକ୍ତ କଥନଭଙ୍ଗୀ, ଆବେଗ ଓ ଅନୁଭୂତିର ପ୍ରାଚୁର୍ଯ୍ୟ, ସାମାଜିକ ସଂବେଦନା ଏବଂ ସ୍ପଷ୍ଟ ଉଚ୍ଚାରଣ ହିଁ ତାଙ୍କ କାବ୍ୟଗୁଣ । ‘ଧୂସର ଧ୍ରୁପଦୀ’, ‘ଭୂମିସ୍ପର୍ଶ’, ‘ଶେଷଲୋକ’, ‘ପ୍ରେମ କବିତା’ ଆଦି ଅନେକ କବିତା ସଂକଳନର…

ଗୋପୀନାଥ ନନ୍ଦଶର୍ମା

ଗୋପୀନାଥ ନନ୍ଦଶର୍ମା (୧୮୬୯-୧୯୨୪) କ୍ଷେତ୍ର: ଭାଷା-ସାହିତ୍ୟ (ଓଡ଼ିଆ ଭାଷାତତ୍ତ୍ୱ) ସଂସ୍କୃତ, ପ୍ରାକୃତ, ଓଡ଼ିଆ ଓ ପ୍ରାଚୀନ ଭାଷାରେ ଧୁରୀଣ ଗୋପୀନାଥ ନନ୍ଦଶର୍ମା ତାଙ୍କର ସର୍ବଶ୍ରେଷ୍ଠ କୃତି ‘ଓଡ଼ିଆ ଭାଷାତତ୍ତ୍ୱ’ ପାଇଁ ଚିରକାର ସ୍ମରଣୀୟ ହୋଇ ରହିବେ । ‘ଶବ୍ଦତତ୍ତ୍ୱବୋଧ ଅଭିଧାନ’…