Latest Odisha News

BREAKING NEWS

କୋର୍ଟରେ ପଶିଲା ବାଘ, ଆକ୍ରମଣରେ ୧୦ ଆହତ ‌

ନୂଆଦିଲ୍ଲୀ: କୋର୍ଟରେ ବାଘ ଆତଙ୍କ । ଉତ୍ତର ପ୍ରଦେଶ ଗାଜିଆବାଦର ଏକ କୋର୍ଟ ପରିସରରେ ପଶିଲା କଲରାପତରିଆ ବାଘ । ବାଘ ଆକ୍ରମଣରେ ୫ ଜଣ ଆଇନଜୀବୀ ସମେତ ୧୪ ଜଣ ଲୋକ ଆହତ ‌ହୋଇଛନ୍ତି । ସୂଚନା ଅନୁଯାୟୀ, ଗାଜିଆବାଦ କୋର୍ଟରେ ଅପରାହ୍ନ ୪ଟାରେ ଗୋଟାଏ କଲରାପତରିଆ ବାଘ ପଶିଯାଇଥିଲା  । କୋର୍ଟ…

ଆଜି ଚକୋଲେଟ ଡେ, ଚକୋଲେଟ ଦେଇ ମନ କଥା କହିବେ ପ୍ରେମୀ ଯୁଗଳ

‘ପ୍ରେମ’ ଏହି ଶଦ୍ଦରେ ଭରି ରହିଛି ମିଠା ଆଭାସ । ପ୍ରେମ ଶାଶ୍ବତ ଓ ଚିରନ୍ତନ । ବର୍ତ୍ତମାନ ଚାଲିଛି ପ୍ରେମ ସପ୍ତାହ । ଆଜି ପ୍ରେମ ଋତୁର ତୃତୀୟ ଦିନ ଅର୍ଥାତ୍‌ ଚକୋଲେଟ ଡେ । ଗତକାଲି ଗୋଲାପ ଦେଇ ପ୍ରପୋଜ କରିଥିବା ବେଳେ ଆଜି ଚକୋଲେଟ ଦେଇ ପ୍ରେମରେ ମିଠାସ ଭରିବେ ପ୍ରେମୀ ଯୁଗଳ । ପରସ୍ପରକୁ…

ଏଟିଏମରୁ ବାହାରିବ କଏନ; ୧୨ଟି ସହରରେ ମୁଦ୍ରା ଭେଣ୍ଡିଂ ମେସିନ୍‌ ଆରମ୍ଭ

ନୂଆଦିଲ୍ଲୀ: ଏଟିଏମରୁ ବାହାରିବ କଏନ। ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର୍‌ ଶକ୍ତିକାନ୍ତ ଦାସ ଦେଲେ ସୂଚନା। ମୁଦ୍ରାଗୁଡ଼ିକର ବ୍ୟବହାରକୁ ସହଜ କରିବା ପାଇଁ ଆରବିଆଇ QR କୋଡ୍ ଆଧାରିତ ମୁଦ୍ରା ଭେଣ୍ଡିଂ ମେସିନ୍ ଲଞ୍ଚ କରିବ । ଏ ନେଇ ରିଜର୍ଭ ବ୍ୟାଙ୍କ୍‌ ଗଭର୍ଣ୍ଣର୍‌ ଶକ୍ତିକାନ୍ତ ଦାସ ସୂଚନା…

ମା’ ହେଲେ ଟ୍ରାନ୍ସଜେଣ୍ଡର ଦମ୍ପତି, ପୁଅ କି ଝିଅ ଦେଲେନି ସୂଚନା

ଥିରୁଭାନନ୍ତପୁରମ: କେରଳର କୋଝିକୋଡରେ ରହୁଥିବା ଟ୍ରାନ୍ସଜେଣ୍ଡର କପଲ୍‌ ଜିୟା ଓ ଜହାଦ ଖୁବ୍‌ଶୀଘ୍ର ଘରକୁ ଆସିଲା ନୂଆ ଅତିଥି । ଶେଷରେ ପୂରଣ ହେଇଛି ସ୍ୱପ୍ନ  । ଟ୍ରାନ୍ସଜେଣ୍ଡର ଦମ୍ପତି ଶିଶୁକୁ ଦେଲେ ଜନ୍ମ  । ଟ୍ରାନ୍ସଜେଣ୍ଡର ଦମ୍ପତି ଜାହାଦ କେରଳର ଏକ ସରକାରୀ ଡାକ୍ତରଖାନାରେ ପ୍ରସବ…

ଚର୍ଚ୍ଚାରେ ମୋଦୀଙ୍କ ନୀଳ ରଙ୍ଗର ଜ୍ୟାକେଟ୍‌, ଜାଣନ୍ତୁ ଏହା ପଛର କାରଣ… 

ନୂଆଦିଲ୍ଲୀ : ପୁଣି ଚର୍ଚ୍ଚାରେ ମୋଦୀଙ୍କ ଜ୍ୟାକେଟ୍‌  । ସବୁ ସମୟରେ ନିଜର ପୋଷାକକୁ ନେଇ ଚର୍ଚ୍ଚାରେ ରହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ  । ବିରୋଧି ଦଳ ମଧ୍ୟ ସବୁବେଳେ ପ୍ରଧାନମନ୍ତ୍ରୀଙ୍କ ପୋଷାକର ଦାମକୁ ନେଇ ଆଲୋଚନା କରନ୍ତି। ସଂସଦ ହେଉକି ପ୍ରଧାନମନ୍ତ୍ରୀଙ୍କ ବିଦେଶ ଗସ୍ତ ସବୁ ସମୟରେ…

ଲ୍ୟାବରେ କିପରି ପ୍ରସ୍ତୁତ ହୁଏ ହୀରା ଆସନ୍ତୁ ଜାଣିବା….

ନୂଆଦିଲ୍ଲୀ : ଅଳଙ୍କାର ପ୍ରତି ସମସ୍ତଙ୍କର ଅହେତୁକ ଆଗ୍ରହ ରହିଛି । ବିଶେଷ କରି ମହିଳାମାନେ ଅଳଙ୍କାରରେ ସଜ୍ଜିତ ହେବାକୁ ଅଧିକ ପସନ୍ଦ କରିଥାଆନ୍ତି । କିନ୍ତୁ ବର୍ତ୍ତମାନ ସୁନା, ରୂପା ଦର ବୃଦ୍ଧି ସମସ୍ତଙ୍କୁ ଝଟ୍‌କା ଲାଗିଛି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୩-୨୪ପାଇଁ…

ବାହାଘରର ପ୍ରଥମ ଫଟୋ ଶେୟାର କରି କହିଲେ ଆମେ ହୋଇଗଲୁ ପରମାନେଣ୍ଟ ବୁକିଂ

ନୂଆଦିଲ୍ଲୀ : ସବୁ ଅପେକ୍ଷାର ଘଟିଲା ଅନ୍ତ । ବିବାହ ବନ୍ଧନରେ ବାନ୍ଧି ହେଲେ ସିଦ୍ଧାର୍ଥ-କିଆରା । ଶେଷରେ ଏହି ଯୋଡ଼ି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଦୀର୍ଘ ଦିନ ଧରି ଉଭୟ ପରସ୍ପରକୁ ଡେଟ୍‌ କରୁଥିଲେ। ଉଭୟ ରାଜସ୍ଥାନର ଜୈସଲମେରର ସୂର୍ଯଗଡ଼ ପ୍ୟାଲେସରେ ବିବାହ କରିଛନ୍ତି। ଉଭୟଙ୍କ…

ମହାପ୍ରଭୁଙ୍କ ବନକଲାଗି ନୀତି, ୪ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ

ଭୁବନେଶ୍ବର : ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକଲାଗି ନୀତି । ଫାଲଗୁନ ମାସ କୃଷ୍ଣପକ୍ଷ ତୃତୀୟା ତିଥିରେ ଶ୍ରୀମନ୍ଦିର ରତ୍ନସିଂହାସନରେ ଦାରୁବ୍ରହ୍ମଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଆଜି ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।…

ଲିଭର ସୁସ୍ଥ ରଖିବାକୁ ଚାହୁଁଥିଲେ ଆପଣାନ୍ତୁ ଏହି ଉପାୟ….

ଆମ ଶରୀରରେ ଲିଭର ଗୋଟିଏ ମହତ୍ତ୍ୱପୂର୍ଣ୍ଣ ଅଙ୍ଗ  । ଯାହା ରକ୍ତକୁ ସ୍ୱଚ୍ଛ କରିବା କରିବାରେ ସାହାଯ୍ୟ କରିଥାଏ  । ମଣିଷର ଯକୃତ ଭିଟାମିନ ଓ ମିନେରାଲସକୁ ମଧ୍ୟ ସରଂକ୍ଷିତ କରି ରଖିବା ଭଳି କାର୍ଯ୍ୟ କରିଥାଏ। ତେଣୁ ଲିଭରକୁ ସୁରକ୍ଷିତ ରଖିବା ପାଇଁ କିଛିଟା ଖାଦ୍ୟକୁ ଆମ ନିଜର ଦୈନନ୍ଦିନ…

ରାଜକୀୟ ଠାଣିରେ କିଆରା ଓ ସିଦ୍ଧାର୍ଥଙ୍କ ବିବାହ, ମେନୁରେ ରହିଛି ୧୦୦ରୁ ଅଧିକ ବ୍ୟଞ୍ଜନ

ଜୟପୁର : ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ବଲିଉଡ ଅଭିନେତ୍ରୀ କିଆରା ଆଡଭାନୀ ଓ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା  । ଉଭୟଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି।  ଦୁହିଁଙ୍କ ବିବାହ ମୁହୁର୍ତ୍ତକୁ ତାଙ୍କ ଫ୍ଯାନ୍ସ ମାନେ ଉତ୍ସାହ ସହକାରେ ଅପେକ୍ଷା କରି ରହିଥିଲେ । ଶେଷରେ ଫ୍ୟାନ୍ସଙ୍କ…