Latest Odisha News

ଡାର୍କ ଚକୋଲେଟ୍‌ ଦେହ ପାଇଁ ଉପକାରୀ…

ଛୋଟ ପିଲାମାନେ ଚକୋଲେଟ୍‌ ଖାଇବାକୁ ଅଧିକ ପସନ୍ଦ କରିଥାଆନ୍ତି  ।  ଚକୋଲେଟ୍‌ ପାଟିକୁ ବହୁତ ଭଲ ଲାଗେ  । ପ୍ରତ୍ୟେକ ମା’ ପିଲାମାନଙ୍କୁ ଚକୋଲେଟ୍‌ ଖାଇବାକୁ ବାରଣ କରିଥାଆନ୍ତି  । କାରଣ ଚକୋଲେଟ୍‌ ଖାଇଲେ ଦାନ୍ତ ପୋକ ଖାଇବା ସହ ପେଟରେ କୃମି ହେବା ପରି ସମସ୍ୟା ଦେଖାଯାଇଥାଏ  ।…

ସଙ୍ଗୀତ କନସର୍ଟ ବେଳେ କୈଳାଶ ଖେରଙ୍କ ଉପରେ ଆକ୍ରମଣ

ବେଙ୍ଗାଲୁରୁ: କର୍ଣ୍ଣାଟକର ସଙ୍ଗୀତ କନସର୍ ଗାୟକ କୈଳାଶ ଖେରଙ୍କ ଉପରେ ଆକ୍ରମଣ କରାଯାଇଛି। କର୍ଣ୍ଣାଟକରେ ଚାଲିଥିବା ହାମ୍ପି ମହୋତ୍ସବରେ ଏହି ଘଟଣା ଘଟିଥିଲା । ଏହି ହାମ୍ପି ମହୋତ୍ସବରେ ସିନେମା ଜଗତର ଅନେକ କଳାକାର ଯୋଗ ଦେଇଥିଲେ  । ହାମ୍ପି ମହୋତ୍ସବ ଜାନୁଆରୀ ୨୭ ରୁ ୨୯ ପର୍ଯ୍ୟନ୍ତ…

ବକ୍ସ ଅଫିସରେ ଧମାଲ୍‌ କଲା ପଠାନ୍‌, ୫ ଦିନରେ ୫୦୦ କୋଟି ପାର୍‌

ନୂଆଦିଲ୍ଲୀ : ଶାହରୁଖାନଙ୍କ ଦମ୍‌ଦାର ରିଟର୍ଣ୍ଣ  । ବକ୍ସ ଅଫିସରେ କିଙ୍ଗଖାନ୍‌ଙ୍କ ଅଭିନୀତ ଫିଲ୍ମ ପଠାନ୍‌  ଜବରଦସ୍ତ ରୋଜଗାର କରି ବଲିଉଡକୁ ଏକ ବଡ ଲାଇଫଲାଇନ ଦେଇଛି। ଦୀର୍ଘ ୪ ବର୍ଷ ପରେ କିଙ୍ଗଖାନ୍‌ଙ୍କ ପ୍ରତ୍ୟାବର୍ତ୍ତନକୁ ନେଇ ପ୍ରଶଂସକଙ୍କ ମନରେ ନାହିଁ ନଥିବା ଉତ୍ସାହ ଦେଖା ଦେଇଛି ।…

ଥାନାରେ ହାଜର ହେବେ ହ୍ୟୁମାନ୍-ଶ୍ରେୟା, ହେବ ଆପୋଷ ସମାଧାନ

ଭୁବନେଶ୍ୱର : କଣ୍ଠଶିଳ୍ପୀ ହ୍ୟୁମାନ୍ ସାଗର ଶ୍ରେୟା ମିଶ୍ରଙ୍କ ପାରିବାରିକ ବିବାଦ ମାମଲା  । ଆଜି ଥାନରେ ହାଜର ହେବେ ହ୍ୟୁମାନ ଶ୍ରେୟା  । ହ୍ୟୁମାନ ସାଗରଙ୍କ ନାଁରେ ପତ୍ନୀ ଶ୍ରେୟା ଆଣିଥିଲେ ସାଂଘାତିକ ଅଭିଯୋଗ  । ଶାରିରିକ ଓ ମାନସିକ  ନିର୍ଯାତନା ଦେଉଥିବା ଥାନାରେ ଅଭିଯୋଗ କରିଥିଲେ…

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗାର୍ଡ ଅଫ୍ ଅନର, ଜନ୍ମ ମାଟିରେ ହେବ ଶେଷକୃତ୍ୟ

ଭୁବନେଶ୍ୱର: ଶେଷ ଯାତ୍ରାରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ଅନ୍ତିମ ସଂସ୍କାର । ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନରେ ଗାର୍ଡ ଅଫ୍ ଅନର ଦିଆଯାଇଛି । ଏନେଇ ଭୁବନେଶ୍ବର ବିମାନ ବନ୍ଦରେ ପହଞ୍ଚିଛି ନବ ଦାସଙ୍କ ପାର୍ଥିବ ଶରୀର । ସେଠାରୁ ନିଜ କର୍ମମାଟି…

ସର୍ବସାଧାରଣ ପାଇଁ ମଙ୍ଗଳବାରଠାରୁ ଖୋଲିବ ‘ଅମୃତ ଉଦ୍ୟାନ’

ନୂଆଦିଲ୍ଲୀ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରବିବାର ଉଦ୍ୟାନ ଉତ୍ସବ ୨୦୨୩ର ଉଦ୍‌ଘାଟନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଥିବା ଐତିହାସିକ ମୋଗଲ ଗାର୍ଡେନର ନାମ ବଦଳାଇ ଶନିବାର ଏହାର ନୂତନ ନାମ ରଖାଯାଇଥିଲା ‘ଅମୃତ ଉଦ୍ୟାନ’। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ‘ଅମୃତ ଉଦ୍ୟାନ’ ପରିଦର୍ଶନ…

ଓଜନ ହ୍ରାସ ପାଇଁ ଏପରି କରୁଛନ୍ତି କି ? ତେବେ ହୋଇଯାଆନ୍ତୁ ସାବଧାନ !

କିଛି ଲୋକ ନିଜର ଓଜନ ବୃଦ୍ଧିକୁ ନେଇ ଖୁବ୍‌‌ ଚିନ୍ତିତ । ସେଥିପାଇଁ ସେମାନେ ବିଭିନ୍ନ ଉପାୟ ଆପଣାଇ ଥାଆନ୍ତି। ଖାଦ୍ୟରେ ନିୟନ୍ତ୍ରଣ ରଖିବା ସହ କିଛି ସ୍ୱତନ୍ତ୍ର ଡାଏଟ୍‌ ଚାର୍ଟ୍‌ ଆପଣାଇ ଥାଆନ୍ତି । କିନ୍ତୁ ଏଭଳି ଉପାୟ ଆପଣାଇବା ଦ୍ୱାରା ଆମ ଶରୀରରେ ଏହାର କୁପ୍ରଭାବ ପଡିଥାଏ। ଶରୀରକୁ…

ମା’ଙ୍କ ଭିଡିଓ ଶେୟାର କରି ଭାବବିହ୍ୱଳ ହେଲେ ରାକ୍ଷୀ, କହିଲେ ମୁଣ୍ଡ ଉପରୁ ମା’ର ହାତ ଉଠିଗଲା

ନୂଆଦିଲ୍ଲୀ : ମା’ ଚାଲିଯିବା ପରେ ରାକ୍ଷୀ ସାଓ୍ବନ୍ତ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି । ରାଖୀଙ୍କ ଆଖିରୁ ଶୁଖୁନି ଲୁହ । ସମସ୍ତଙ୍କୁ ହସାଉଥିବା ରାଖୀ ଆଜି ନିଜେ ହସିବା ଭୁଲି ଯାଇଛନ୍ତି । ରାଖୀ ସାଓ୍ବନ୍ତଙ୍କ ମା ଜୟା ଭେଡ଼ା  । ମା ଜୟା ବ୍ରେନ ଟ୍ୟୁମର ଏବଂ କ୍ୟାନସର ରୋଗରେ ପୀଡ଼ିତ ଥିଲେ…

ପାରମ୍ପରିକ ଆଦିବାସୀ ଲୋକ ବାଦ୍ୟ ସହ ଜାତୀୟ ସଙ୍ଗୀତ ଗାଇ ଚର୍ଚ୍ଚାରେ ଯୁବ କଳାକାର

ନବରଙ୍ଗପୁର : ଏ ଆଧୁନିକ ଦୁନିଆରେ ଏବେବି ବଞ୍ଚିଛି ପାରମ୍ପରିକ ଆଦିବାସୀ ଲୋକ ବାଦ୍ୟ ଡୁମଡୁମା । ଏହି ଆଦିବାସୀ ଲୋକ ବାଦ୍ୟ ଡୁମଡୁମାରେ ଝୁମୁଛି ନବରଙ୍ଗପୁର  । ଯୁବକଙ୍କ ନିପୁଣ କଳାରେ ପୁଲକୁଛି ପାରମ୍ପରିକ ଆଦିବାସୀ ଲୋକ ବାଦ୍ୟ । ପାରମ୍ପରିକ ଆଦିବାସୀ ଲୋକ ବାଦ୍ୟ ଡୁମଡୁମା ବଜାଇ ଜାତୀୟ…

ଇରାନ୍‌ରେ ଭୂକମ୍ପ ଝଟ୍‌କା, ୭ ମୃତ ଅନେକ ଆହତ

ଦୁବାଇ : ଇରାନର ଉତ୍ତର-ପଶ୍ଚିମ ଅଞ୍ଚଳର ଖୋଇ ସହରରେ ଭୂକମ୍ପ ଝଟ୍‌କା। ଏହି ଭୂକମ୍ପରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୪୦ ଜଣ ଆହତ ହୋଇଥିବା ନେଇ ସୂଚନା ମିଳିଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଶନିବାର ରାତିରେ ଉତ୍ତର-ପଶ୍ଚିମ ଇରାନର ପଶ୍ଚିମ ଅଜରବୈଜାନ ପ୍ରଦେଶର ଖୋଇ ସହରରେ…