Latest Odisha News

BREAKING NEWS

ସୁଟିଂ ସମୟରେ ଅଭିନେତା ବିଜୟ ଆଣ୍ଟୋନି ଆହତ

ମୁମ୍ବାଇ: ଦକ୍ଷିଣ ଚଳଚ୍ଚିତ୍ରର ଲୋକପ୍ରିୟ ଅଭିନେତା ତଥା ସଙ୍ଗୀତ ନିର୍ଦ୍ଦେଶକ ବିଜୟ ଆଣ୍ଟୋନି ଆହତ । ବର୍ତ୍ତମାନ ମାଲେସିଆର ଲାଙ୍ଗକାବି ଦ୍ୱୀପରେ ’ ଚଳଚ୍ଚିତ୍ର ‘ପିଚାଇକ୍କରନ’ର ସିକ୍ୱେଲ ପାଇଁ ଶୁଟିଂ ଚାଲିଛି। ଏହି ସମୟରେ ଏକ ଖରାପ ଖବର ସାମ୍ନାକୁ ଆସିଛି ଯେ ଫିଲ୍ମର ଏକ ଆକ୍ସନ ସିନ୍‌ରେ…

ମାଉସୀ ଘର ଛାଡ଼ି ଦେବା ପ୍ରଲୋଭନ ଦେଖାଇ ନାବାଳିକାଙ୍କୁ ଗଣବଳାତ୍କାର

ଜବଲପୁର: ପୁଣି ସାମ୍ନାକୁ ଆସିଲା ଦୁଷ୍କର୍ମ ଘଟଣା । ୧୨ ବର୍ଷର ନାବାଳିକାଙ୍କୁ ଗଣବଳାତ୍କାର କରାଯାଇଥିବା ଅଭିଯୋଗ। ଏଭଳି ଘଟଣା ମଧ୍ୟପ୍ରଦେଶ ଜବଲପୁରରେ ଘଟିଛି  । ଜଣେ ନାବାଳିକାଙ୍କୁ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ପୋଲିସ ଘଟଣାରେ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି।…

କେନ୍ଦ୍ରାପଡ଼ାରେ ୧୨ ଘଣ୍ଟିଆ ଅଖ ଚକ ବନ୍ଦ

କେନ୍ଦ୍ରାପଡା: ଆଜି କେନ୍ଦ୍ରାପଡ଼ା ବନ୍ଦ ପାଳନ ଡାକରା ଦିଆଯାଇଛି  । ସ୍ବାସ୍ଥ୍ୟସେବାରୁ ବଞ୍ଚିତ ହେଉଥିବା ଅଭିଯୋଗ  । କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅନ୍ୟତ୍ର ସ୍ଥାନାନ୍ତର ପ୍ରତିବାଦରେ ଆଜି ବାର ଘଣ୍ଟିଆ କେନ୍ଦ୍ରାପଡା ପୌରାଞ୍ଚଳ ବନ୍ଦ ଡାକରା ଦିଆଯାଇଛି l “କେନ୍ଦ୍ରାପଡା…

ବିଜେପିର ଜାତୀୟ କାର୍ଯ୍ୟକାରିଣୀ ବୈଠକର ଦ୍ୱିତୀୟ ଦିନ

କନକ ବ୍ୟୁରୋ :  ବିଜେପିର ଜାତୀୟ କାର୍ଯ୍ୟକାରିଣୀ ବୈଠକର ଆଜି ହେଉଛି ଦ୍ୱିତୀୟ ଦିନ। କାର୍ଯ୍ୟକାରିଣୀକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଗକୁ ୯ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଥିବାରୁ ଏହି ବୈଠକରେ ଅନେକ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରାଯାଇପାରେ । ସେପଟେ ଜାନୁଆରୀ…

ଫାଟିଲା ପେଟ୍ରୋଲ ଦୀପ, ଗୋଟିଏ ପରିବାର ୪ ମୃତ

ଗଞ୍ଜାମ : ପେଟ୍ରୋଲ ଦୀପ ଲଗାଇବା ବେଳେ ବଡ଼ ଧରଣର ଅଘଟଣ । ଦୀପ ଫାଟି ଯିବାରୁ ଗୋଟିଏ ପରିବାରର ୪ ଜଣ ଜଳି ଯାଇ ଗୁରୁତର ହୋଇଛନ୍ତି । ଏଭଳି ଅଭାବନୀୟ ଘଟଣା ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅନ୍ତର୍ଗତ ବନ୍ଧାଗୋଚ୍ଛା ଗାଁରେ ଘଟିଛି । ଗୁରୁତରମାନେ ହେଲେ ବାପା, ମାଆ, ଝିଅ ଓ ୪ ବର୍ଷର ନାତୁଣୀ ।…

ଭିଜିଲାନ୍ସ ଜାଲରେ ଖଡିଆଳ ବିଡିଓ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଆଉ ଜଣେ ବାବୁ । ନୂଆପଡ଼ା ଜିଲ୍ଲା ଖଡିଆଳ ବିଡିଓ ନାରାୟଣ ସାହୁଙ୍କ ଘରେ ଆଜି ଭିଜିଲାନ୍ସ ଟିମ୍‌ ପକ୍ଷରୁ ଚଢ଼ାଉ ।  ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ କରାଯାଉଥିବା ବେଳେ ଭିଜିଲାନ୍ସର ଅନେକ ଅଧିକାରୀ ଏଥିରେ ସାମିଲ ହୋଇଛନ୍ତି ।  ନୂଆପଡ଼ା ଓ…

ତ୍ୱଚାର ସୁନ୍ଦରତା ବୃଦ୍ଧି କରିବ ଚାଉଳ ଗୁଣ୍ଡ…

ତ୍ୱଚାର ସୁନ୍ଦରତା ବୃଦ୍ଧି ପାଇଁ ସମସ୍ତେ ଭିନ୍ନ ଭିନ୍ନ ଜିନିଷ ବ୍ୟବହାର କରିଥାଆନ୍ତି। ଶୀତ ଦିନେ ବିଶେଷ କରି ତ୍ୱଚା ଶୁଷ୍କ ଓ କଳା ହେବା ସହ ସୁନ୍ଦରତା ହ୍ରାସ ହୋଇଥାଏ। ତେବେ କିଛି ଘରୋଇ ଉପାୟ ଆପଣାଇବା ଦ୍ୱାରା ସୁନ୍ଦରତା ବୃଦ୍ଧି ସହ ତ୍ୱଚାର ଅନେକ ସମସ୍ୟା ଦୂର କରି ହେବ। ସେହି ଘରୋଇ…

ରିଲିଜ୍‌ ପୂର୍ବରୁ ବିଦେଶରେ ବମ୍ପର ରୋଜଗାର କଲା ‘ପଠାନ୍‌’

ନୂଆଦିଲ୍ଲୀ : ରିଲିଜ୍‌ ପୂର୍ବରୁ ଏହି ଫିଲ୍ମ ଅଗ୍ରୀମ ବୁକିଂରେ ରେକର୍ଡ କରିଛି ‘ପଠାନ’। ଫିଲ୍ମକୁ ନେଇ ବେଶ୍‌ ଉତ୍ସାହ ଅଛନ୍ତି ଦର୍ଶକ । ଫିଲ୍ମଟି ବିଦେଶରେ ବମ୍ପର ରୋଜଗାର କରିଛି । ସୁପରଷ୍ଟାର ଶାହରୁଖ ଖାନଙ୍କ ଆକ୍ସନ ପ୍ୟାକେଜ ଫିଲ୍ମର କ୍ରେଜ୍‌ ଭାରତ ତଥା ବିଦେଶରେ ମଧ୍ୟ ଦେଖିବାକୁ…

ପାରିବାରିକ କଳହର କରୁଣ ପରିଣତି; ପୁଅର ତଣ୍ଟିକାଟି ଜୀବନ ହାରିଲା ସାବତ ମା’

କଟକ: ମଧୁପାଟଣାରୁ ଆସିଲା ଚାଞ୍ଚଲ୍ୟକର ଘଟଣା  । ଦୁଇ ବର୍ଷର ଛୁଆକୁ ତଣ୍ଟି କାଟି ମାରିଲା ମା’ । ଛୁଆକୁ ମାରିବା ପରେ ମା’ର ଆତ୍ମହତ୍ୟା। ଏଭଳି ଅଭାବନୀୟ ଘଟଣା କଟକ ମଧୁପାଟଣାର ଶ୍ରୀରାମନଗର ଅଞ୍ଚଳରେ ଘଟିଛି  । ଜଣେ ମା ଦୁଇ ବର୍ଷର ଶିଶୁ ପୁତ୍ରର ତଣ୍ଟି ଚିପି ହତ୍ୟା କରିଛି  । ପୁଅକୁ ହତ୍ୟା…

ଗୁଳି ଚାଳନାରେ ବ୍ରୋଞ୍ଚ ହାତେଇଲେ ଦଶମ ଶ୍ରେଣୀ ଛାତ୍ରୀ ଶ୍ରେଷ୍ଠ ଶର୍ମା  

ଭୁବନେଶ୍ୱର : ସିବିଏସ୍ଇ ଜାତୀୟ ଶୁଟିଂ ଚାମ୍ପିଅନସିପରେ ବ୍ରୋଞ୍ଜ ହାସଲ କଲେ ଶ୍ରେଷ୍ଠ ଶର୍ମା  । ରାଞ୍ଚିରେ ସିବିଏସ୍ଇ ଜାତୀୟ ଶୁଟିଂ ଚାମ୍ପିଅନସିପ ଆୟୋଜିତ ହୋଇଥିଲା । ନିଜ ଦକ୍ଷତା ଅନୁସାରେ ଗୁଳିଚାଳନା କରି ବଜୟ ହୋଇଛନ୍ତି ୧୭ ବର୍ଷର ଝିଅ ଶ୍ରେଷ୍ଠ ଶର୍ମା ଭୁବନେଶ୍ୱରର ଆଦିତ୍ୟ…