Latest Odisha News

୪୭୯୦ କନେଷ୍ଟବଳ ପଦବୀ ପୂରଣ କରିବାପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର : ପୋଲିସ ଚାକିରୀ ଆଶାୟୀଙ୍କ ପାଇଁ ଆସିଲା ଖୁସି ଖବର ।  ଖୁବ୍‌ ଶୀଘ୍ର ପୋଲିସ ବିଭାଗରେ ଖାଲି ପଡ଼ିଥିବା ପଦବୀ ପୂରଣ ହେବ । ଏନେଇ ମୁଖ୍ୟମନ୍ତ୍ରୀ ନୋଟିସ୍‌ ଜାରି କରିଛନ୍ତି । ଓଡିଶା ପୋଲିସରେ ୪୭୯୦ଟି କନେଷ୍ଟବଳ ପଦବୀ ପୂରଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

ଇମ୍ରାନ ଖାନଙ୍କ ପୂର୍ବ ପତ୍ନୀ ରେହମ୍‌ ମିର୍ଜା ବିଲାଲଙ୍କୁ କଲେ ତୃତୀୟ ବିବାହ

ନୂଆଦିଲ୍ଲୀ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ପିଟିଆଇ ପାର୍ଟି ପ୍ରମୁଖ ଇମ୍ରାନ ଖାନଙ୍କ ପୂର୍ବ ପତ୍ନୀ ତଥା ପାକିସ୍ତାନୀ-ବ୍ରିଟିଶ ସାମ୍ବାଦିକ ରେହମ୍‌ ଖାନ ତୃତୀୟ ବିବାହ କରିଛନ୍ତି । ରେହମ୍‌ଙ୍କ ସ୍ୱାମୀଙ୍କ ନାଁ ହେଉଛି ମିର୍ଜା ବିଲାଲ । ପାକିସ୍ତାନୀ ମିଡିଆ ରିପୋର୍ଟ…

ଗୋଟିଏ ଦୁର୍ଘଟଣା ବଦଳାଇଦେଲା ମହାଦେବଙ୍କ ଜୀବନର ଗତିପଥ,ସଂସାର ଚଳିବ କେମିତି?

ନବରଙ୍ଗପୁର : ଗୋଟିଏ ଦୁର୍ଘଟଣା ବଦଳାଇଦେଲା ସବୁକିଛି । ଆଉ ଉଜାଡ଼ି ଦେଲା ଗୋଟିଏ ହସଖୁସିର ସଂସାର । ସ୍ତ୍ରୀ ଛାଡି ଚାଲିଗଲା ଆରପାରିକୁ, ପୁଅ,ଝିଅ ଅଧାରୁ ପାଠ ଛାଡିଲେ, ବିକଳାଙ୍ଗ ହୋଇଗଲେ ମହାଦେବ, ଆଉ କଷ୍ଟ ହୋଇଯାଇଛି ଘର ଚଳିବା, ସମ୍ପର୍କୀୟ ଓ ପଡ଼ୋଶୀ ଦୟାକଲେ ପେଟ ଚାଖଣ୍ଡକୁ ମିଳୁଛି…

ନିଆଁ ପୁଇଁବା ବେଳେ ଗର୍ଭବତୀଙ୍କ ଦେହରେ ଲାଗିଗଲା ନିଆଁ, ପୋଡ଼ିଗଲା ଗୋଡ଼  

ନବରଙ୍ଗପୁର : ନିଆଁ ପୁଇଁବା ସମୟରେ ଗର୍ଭବତୀଙ୍କ ଶାଢ଼ୀରେ ଲାଗିଯାଇଥିଲା ନିଆଁ  ।ଗୁରୁତର ଅବସ୍ଥାରେ ୬ ମାସର ଗର୍ଭବତୀ । ସୂଚନା ଅନୁଯାୟୀ, ପାପଡାହାଣ୍ଡି ବ୍ଲକ ପ୍ରଧାନୀଗୁଡା ଗାଁର ଗ୍ରାମର ମୋନଜ ବିଷୋୟୀଙ୍କ ୬ ମାସର ଗର୍ଭବତୀ ସ୍ତ୍ରୀ ମମତା ବିଷୋୟୀ  । ଆଜି ସକାଳୁ ନିଆଁ ପୁଇଁବା ସମୟରେ…

ଖୁବ୍‌ ଶୀଘ୍ର ହାତକୁ ଦି ହାତ ହେବେ ଅନୁଷ୍କା ଶେଟ୍ଟୀ

ନୂଆଦିଲ୍ଲୀ : ଚାଲିଛି ବିବାହ ଋତୁ  । ପୁଣି ଚର୍ଚ୍ଚାରେ ବାହୁବଲୀର ଫେମ୍‌ ଅଭିନେତ୍ରୀ ଅନୁଷ୍କା ଶେଟ୍ଟୀ  । ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି ଅନୁଷ୍କା  । ତାଙ୍କ ବିବାହ ଖବରକୁ ନେଇ ଏବେ ସେ ଚର୍ଚ୍ଚାରେ ଅଛନ୍ତି । ତେଲୁଗୁ ନିର୍ଦ୍ଦେଶକଙ୍କୁ ବିବାହ କରିବେ ଅନୁଷ୍କା ଶେଟ୍ଟୀ ।…

ପୁଅକୁ ଆର୍ମି ଅଫିସର ବନେଇବା ପାଇଁ ମା ଚଳାଉଛି ଇ-ରିକ୍ସା

ମଧ୍ୟପ୍ରଦେଶ : କଥାରେ ଅଛି ମା ପରି କେହି ହେବେନି । ନିଜ ପିଲା ପାଇଁ ଯଦି କିଏ ନିଜର ସବୁକିଛି ଜଳଞ୍ଜାଳି ଦେଇପାରେ ସେ ହେଉଛି ମା  । ନିଜ ସନ୍ତାନ ପାଇଁ ମାଆ ବାପା ଅନେକ କଷ୍ଟ ଉଠାଉଥିବାର ପୂର୍ବରୁ ନଜିର ରହିଛି । ଆମେ କହୁଛୁ ମଧ୍ୟପ୍ରଦେଶ ଭୋପାଳର ଜଣେ ମହିଳାଙ୍କ କଥା । ଯିଏ ନିଜ ପୁଅର…

ଘନକେଶ ପାଇଁ ଆପଣାନ୍ତୁ ଘରୋଇ ଟିପ୍ସ…

କେଶ ଝଡ଼ିବା ଅନେକଙ୍କ ପାଇଁ ଚିନ୍ତାର କାରଣ  । ଏପରିକି ବଦଳୁଥିବା ଜୀବନଶୈଳୀ ମଧ୍ୟରେ ପାଠପଢ଼ା ନସରୁଣୁ କେଶ ଝଡ଼ିବା ଆରମ୍ଭ ହୋଇଯାଉଛି  । ତେବେ କେଶ ଝଡ଼ିବାର ବିଭିନ୍ନ କାରଣ ରହିଛି  । ଅଧିକ ମାନସିକ ଚାପ, ହେଲ୍‌ମେଟ୍‌ ବା ଟୋପି ପିନ୍ଧିବା, କୌଣସି ଔଷଧର କୁପ୍ରଭାବ କେଶ ଝଡ଼ିବା ପାଇଁ…

ବାଲେଶ୍ୱରରେ୧୮୦୬ କୋଟି ଟଙ୍କାର ୧୯୧ଟି ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ୱର : ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବାଲେଶ୍ବର ଗସ୍ତ କରି ସେ ସେଠାରେ ୧୮୦୬ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏଥିରେ ୩୭୪ କୋଟି ଟଙ୍କାର ପ୍ରକଳ୍ପ ଉଦ୍‌ଘାଟିତ ହୋଇଥିବା ବେଳେ, ୧୪୩୧ କୋଟି ଟଙ୍କାର ପ୍ରକଳ୍ପ ପାଇଁ ଭିତ୍ତି ପ୍ରଦାନ କରାଯାଇଛି ।…

ପୁରୀରେ ସାଣ୍ଡ ଆର୍ଟ ପାର୍କର ଉଦଘାଟନ

ପୁରୀ : ଚାଲିଛି ପର୍ଯ୍ୟଟନ ଋତୁ । ପୁରୀ ବେଳାଭୂମିରେ ଲାଗି ରହୁଛି ପର୍ଯ୍ୟଟକଙ୍କ ଭିଡ଼  । ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ବାଲୁକା ଶିଳ୍ପୀ ମାନସ ସାହୁଙ୍କ ନିଆରା ପ୍ରୟାସ  । ପୁରୀ ବେଳାଭୂମିର ସୂଚ୍ଛତାକୁ ବଜାୟ ରଖିବା ବାର୍ତ୍ତାଦେବା ପାଇଁ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ ସାହୁ…

ସାଙ୍ଗମାନଙ୍କ ସହ ମିଶି ଶାଳୀକୁ ଗଣଦୁଷ୍କର୍ମ କଲା ଭିଣୋଇ, ପରେ ବେଶ୍ୟାବୃତ୍ତିରେ ଲଗାଇଲା

ରାଜସ୍ଥାନ : ପୁଣି ସାମ୍ନାକୁ ଆସିଛି ଗଣଦୁଷ୍କର୍ମ ଭଳି ଲଜ୍ଜ୍ୟାଜନକ ଘଟଣା  । ୧୬ ବର୍ଷୀୟା ନାବାଳିକାକୁ ଗଣଦୁଷ୍କର୍ମ । ସାଙ୍ଗମାନଙ୍କ ସହ ମିଶି ନାବାଳିକା ଶାଳୀକୁ ଦୁଷ୍କର୍ମ କଲା ଭିଣୋଇ । ଏତିକିରେ ମନ ବୁଝିନଥିଲା ପିଶାଚ ଭିଣୋଇ ଶେଷରେ ଜୋର ଜବରଦସ୍ତି ଶାଳୀକୁ ନେଇ ରେଡଲାଇଟ୍‌ ଏରିଆରେ…