Latest Odisha News

BREAKING NEWS

ଏହିସବୁ ଦେଶରେ ଗଡ଼ିନାହିଁ ଟ୍ରେନ, ଭାରତର ପଡ଼ୋଶୀ ମଧ୍ୟ ଲିଷ୍ଟରେ ସାମିଲ

ନୂଆଦିଲ୍ଲୀ : ଦୂର ସ୍ଥାନକୁ ଯାତ୍ରା କରିବା ସମୟରେ ଆମେ ସାଧାରଣତଃ ଟ୍ରେନକୁ ଅଧିକ ପସନ୍ଦ କରିଥାଉ । କାରଣ ଦୂର ସ୍ଥାନକୁ ଯାତ୍ରା କରିବା ପାଇଁ ଫ୍ଳାଇଟ ପରେ ଲୋକେ ଟ୍ରେନ ଉପରେ ହିଁ ନିର୍ଭର କରିଥାନ୍ତି.. ସେମିତିରେ ଫ୍ଳାଇଟରେ ଯିବା ସମସ୍ତଙ୍କ ପାଇଁ ସମ୍ଭବ ହୋଇନଥାଏ । କାରଣ ଏଥିରେ ଅଧିକ…

କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ,ଏକାଡେମୀ ପୁରସ୍କାର ଓ କବିଚନ୍ଦ୍ର କାଳିଚରଣ ଯୁବପ୍ରତିଭା ସମ୍ମାନ ପ୍ରଦାନ ଉତ୍ସବ

ଭୁବନେଶ୍ୱର : ଓଡିଶା ସଙ୍ଗୀତ ନାଟକ ଏକାଡେମୀ ତରଫରୁ ୨୦୨୧ ଓ ୨୦୨୨ ବର୍ଷ ପାଇଁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ, ଏକାଡେମୀ ପୁରସ୍କାର ଓ କବିଚନ୍ଦ୍ର କାଳିଚରଣ ଯୁବପ୍ରତିଭା ସମ୍ମାନ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ନୃତ୍ୟ,ସଙ୍ଗୀତ, ନାଟକ ଓ ଲୋକ କଳା କ୍ଷେତ୍ରରେ ବିଶେଷ ଅବଦାନ ଥିବା…

ଚତୁର୍ଥ ଶ୍ରେଣୀ ଛାତ୍ରକୁ ପିଟିପିଟି ଛାତରୁ ଫୋପାଡ଼ିଦେଲା ଶିକ୍ଷକ

ବେଙ୍ଗାଲୁରୁ : କର୍ଣ୍ଣାଟକ ସ୍କୁଲରୁ ଆସିଛି ସଇତାନ ଶିକ୍ଷକଙ୍କ ନୃଶଂସତା । ଛାତ୍ରକୁ ପିଟି ପିଟି ମନ ବୁଝିଲାନି ଯେ ଛାତରୁ ତଳକୁ ଫୋଡ଼ିଦେଲେ ଶିକ୍ଷକ  । ଆଉ ଶେଷରେ ଛାତ୍ରଙ୍କ ଜୀବନ ନେଇଗଲେ ଶିକ୍ଷକ । ଏଭଳି ଘଟଣା କର୍ଣ୍ଣାଟକର ଗଡାଗ ଜିଲ୍ଲା ହାଡଲିନ ଗ୍ରାମର ମଡେଲ ହାୟର ପ୍ରାଇମେରୀ…

ବର୍ଦ୍ଦି ପିନ୍ଧି ‘ମେରା ବଲମା’ ଗୀତରେ ଠୁମକା ଲଗାଇଲେ ଥାନାବାବୁ, ଭିଡିଓ ହେଲା ଭାଇରାଲ

ନୂଆଦିଲ୍ଲୀ: ‘ମେରା ବଲମା’ ଗୀତରେ ଠୁମକା ଲଗାଇଲେ ଥାନାବାବୁ । ଗୀତର ତାଳେ ତାଳେ ନିଜେ ଝୁମିଲେ ଏବଂ ଅନ୍ୟମାନଙ୍କୁ ଝୁମାଇଲେ  । ସେ ପୁଣି ପୋଲିସ ବର୍ଦ୍ଦି ପିନ୍ଧିଥିବା ବେଳେ  । ପୋଲିସ ବାବୁଙ୍କ ଏହି ଭିଡିଓ ସୋଶିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।  ଏଭଳି କିଛି ଦୃଶ୍ୟ ଦିଲ୍ଲୀରେ…

ଶୀତଦିନେ ଷ୍ଟ୍ରିଟ୍‌ ଫୁଡ୍‌…..

ବର୍ଷକ ପରେ ପୁଣିଥରେ ଶୀତ ଆସି ପହଞ୍ଚିଛି  । କୋହଲା ପାଗରେ ବାହାରକୁ ଯାଇ ବୁଲି ଆସିଲେ ଟିକେ ଭଲ ଲାଗେ  । ଆଉ ବାହାରକୁ ଗଲେ କିଛି ଗରମ ଜିନିଷ ଖାଇବାକୁ ମଧ୍ୟ ଇଚ୍ଛା ହୁଏ  । ଏହି ସମୟରେ ରାସ୍ତା କଡ଼ରେ ମିଳୁଥିବା ପାଟି ଟକଳିଆ ଖାଦ୍ୟ ସାଧାରଣତଃ ସମସ୍ତଙ୍କୁ ଲୋଭେଇ ଥାଏ  । ଆସନ୍ତୁ…

ବିଶ୍ୱ ସୁନ୍ଦରୀ ମୁକୁଟ ପିନ୍ଧିଲେ ସରଗମ୍‌ କୌଶଲ

ନୂଆଦିଲ୍ଲୀ: ୨୧ ବର୍ଷ ପରେ ଦେଶକୁ ମିଳିଲା ମିସେସ୍ ୱାର୍ଲଡ଼ ୨୦୨୨ ତାଜ୍ । ବିଶ୍ବ ସୁନ୍ଦରୀର ମୁକୁଟ ପିନ୍ଧିଲେ ସରଗମ୍ କୌଶଲ । ଲସ୍ ଭେଗାସ୍‌ରେ ଆୟୋଜିତ ହୋଇଥିଲା ଗାଲା ଇଭେଣ୍ଟ  । ଏହି ମିସ୍‌ ଓ୍ୱାର୍ଲଡ ଗାଲା ଇଭେଣ୍ଟରେ ୬୩ ଦେଶର ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ସମସ୍ତଙ୍କୁ ପଛରେ…

ସୁବର୍ଣ୍ଣଜୟନ୍ତୀ ଅବସରରେ କେନ୍ଦ୍ରମନ୍ତ୍ରୀ ଏବଂ ରାଜ୍ୟମନ୍ତ୍ରୀଙ୍କ ଭିନ୍ନ ମତକୁ ନେଇ ଚର୍ଚ୍ଚା

ନବରଙ୍ଗପୁର : ନବରଙ୍ଗପୁର ମହାବିଦ୍ୟାଳୟର ସୁବର୍ଣ୍ଣଜୟନ୍ତୀ ଅବସରରେ ଯୋଗଦେଇ ଶୁଭ ଉଦଘାଟନ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  । ଏହି ସମାରୋହରେ ନବରଙ୍ଗପୁର ମହାବିଦ୍ୟାଳୟର ସୁବର୍ଣ୍ଣଜୟନ୍ତୀ ସ୍ମରଣୀକା ଏବଂ ନବରଙ୍ଗପୁର ମହାବିଦ୍ୟାଳୟର ପ୍ରଥମ ଅଧକ୍ଷ ରାଧାନାଥ ବେହେରାଙ୍କ…

ଫ୍ୟାମିଲି କୋର୍ଟରେ ହାଜର ହେଲେ ବର୍ଷା, ହେବ ସାକ୍ଷ୍ୟ ଗ୍ରହଣ

ଭୁବନେଶ୍ୱର : ବହୁ ଚର୍ଚ୍ଚିତ ଅଭିନେତ୍ରୀ ବର୍ଷା ଓ ଅନୁଭବଙ୍କ ପାରିବାରିକ ବିବାଦ ମାମଲା  । ଆଜି କଟକ ଫ୍ୟାମିଲି କୋର୍ଟରେ ହାଜର ହେଲେ ବର୍ଷା । ପୂର୍ବରୁ ବର୍ଷାଙ୍କୁ ହାଜର ହେବା ପାଇଁ ନୋଟିସ ଦିଆଯାଇଥିବା ବେଳେ ଆଜି କୋର୍ଟରେ ପହଞ୍ଚିଛନ୍ତି ବର୍ଷା ପ୍ରିୟଦର୍ଶନୀ । ଆଜି ବର୍ଷାଙ୍କ…

ପଞ୍ଜାବ ଗୁରୁଦାସପୁରରେ ଉଡ଼ିଲା ପାକିସ୍ତାନୀ ଡ୍ରୋନ୍‌,ଗୁଳି କରି ହଟାଇଲା ବିଏସ୍‌ଏଫ୍‌ ଯବାନ

ଚଣ୍ଡିଗଡ଼ : ପାକିସ୍ତାନ ଡ୍ରୋନକୁ ନେଇ ଆସିଲା ନୂଆ ତଥ୍ୟ । ପୁଣି ଭାରତ ଆକାଶରେ ଉଡ଼ିଲା ପାକିସ୍ତାନୀ ଡ୍ରୋନ । ପଞ୍ଜାବର ଗୁରୁଦାସପୁର ସେକ୍ଟରରେ ୨ ଟି ପାକିସ୍ତାନୀ ଡ୍ରୋନ ଉଡ଼ୁଥିବାର ଦେଖିବାକୁ ମିଳିଥିଲା ଯାହାକୁ ଗୁଳି କରି ହଟାଇଛନ୍ତି ସୁରକ୍ଷା ବଳ(BSF) । ଏନେଇ ସୂଚନା ଦେଇଛନ୍ତି…