Latest Odisha News

BREAKING NEWS

କନ୍ୟା ସନ୍ତାନଙ୍କୁ ଜନ୍ମ ଦେଲେ ବିପାସା ବସୁ

ନୂଆଦିଲ୍ଲୀ : ପିତାମାତା ହେଲେ ବିପାସା ବସୁ ଓ କରଣ ସିଂହ ଗ୍ରୋଭର । ତାଙ୍କ ଘରକୁ ଆସିଲା କୁନି ଅତିଥି । ୪୩ ବର୍ଷ ବୟସରେ ଅଭିନେତ୍ରୀ ବିପାସା ବସୁ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ପରେ ବଲିଉଡର ଏହି କପୁଲ ମଧ୍ୟ ପ୍ୟାରେଣ୍ଟ କ୍ଲବରେ ଯୋଗ ଦେଇଛନ୍ତି। ଗତ…

ଟଙ୍କା ପାଇଁ ନିଜ ସ୍ତ୍ରୀକୁ ପରପୁରୁଷକୁ ବିକିଦେଲା ସ୍ବାମୀ

କଳାହାଣ୍ଡି : ରକ୍ଷକ ସାଜିଲା ଭକ୍ଷକ । ସାମାନ୍ୟ କିଛି ଟଙ୍କା ପାଇଁ ନିଜ ଧର୍ମପତ୍ନୀକୁ ପରପୁରୁଷକୁ ବିକ୍ରି କରିଦେଲା ସ୍ବାମୀ । କଥାରେ ଅଛି ପ୍ରେମ ମଣିଷକୁ ଅନ୍ଧ କରିଦିଏ କିନ୍ତୁ ବର୍ତ୍ତମାନ ସମୟରେ ଟଙ୍କା ମଣିଷକୁ ଅନ୍ଧ କରୁଥିବା ନଜିର ରହିଛି । ତେବେ ଏଭଳି ଅମାନବୀୟ ଘଟଣା କଳାହାଣ୍ଡି…

ଜରାଶ୍ରମର ସଭାପତିଙ୍କୁ ବୀଭତ୍ସ ହତ୍ୟା

ପାରାଦୀପ : ଜରାଶ୍ରମର ସଭାପତିଙ୍କୁ ନିର୍ମମ ହତ୍ୟା। କଟୁରୀ ରେ ହାଣି ହତ୍ୟା କରିଥିବା ଅଭିଯୋଗ । ତେବେ  ଜରାଶ୍ରମର ଜଣେ କର୍ମଚାରୀ ହତ୍ୟା କରିଛନ୍ତି । ମୃତକ ଜଣକ ହେଲେ ରତ୍ନମାଳୀଜେମା ଜରାଶ୍ରମର ସଭାପତି ସନ୍ତୋଷ ବେହେରା। ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ଜଣକ ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ…

ବ୍ଲୋଉକ୍ରାନ୍ସ ବ୍ରିଜ୍‌ ତଳକୁ ଡେଇଁ ରେକର୍ଡ଼ କଲେ ୫୦ ବର୍ଷୀୟା ମହିଳା 

ଓସ୍‌ଲୋ : ଘଣ୍ଟାକୁ ୨୩ ଥର ଡେଇଁ ରେକର୍ଡ ହାସଲ କଲେ ୫୦ ବର୍ଷୀୟା ମହିଳା  । ଦକ୍ଷିଣ ଆଫ୍ରିକାର ଜଣେ ମହିଳା ଏହି ବିରଳ ରେକର୍ଡର ଅଧିକାରିଣୀ ହୋଇଛନ୍ତି । ତେବେ ମହିଳା ଜଣକର ନାଁ ହେଉଛି ଲିମ୍ବା ପୋଟ୍‌ ଗିଟେର । ଦେଶର ସର୍ବୋଚ୍ଚ ସେତୁ ବ୍ଲୋଉକ୍ରାନ୍ସ ବ୍ରିଜ୍‌ ୧ ଘଣ୍ଟାରେ ୨୩ ଥର ଜମ୍ପ…

ଗଙ୍ଗୁବାଇ ଲୁକରେ ରାମ୍ପରେ ଚାଲିଲେ ମଡେଲ

ନୂଆଦିଲ୍ଲୀ : ବଲିଉଡର ସୁନ୍ଦରୀ ଆଲିଆ ଭଟ୍ଟ। କେବଳ ଦେଶରେ ନୂହେଁ ବିଦେଶରେ ମଧ୍ୟ ତାଙ୍କ ଲୁକ୍‌କୁ ପସନ୍ଦ କରିଛନ୍ତି ପ୍ରଶଂସକ। ଆଲିଆ ଭଟ୍ଟଙ୍କର ବିଦେଶରେ ବି ବହୁତ ଫ୍ୟାନ୍ସ ରହିଛନ୍ତି । ତାଙ୍କର ଅଭିନୟ ଏତେ ଦମଦାର ଯେ ତାଙ୍କର ଗୋଟିଏ ଗୋଟିଏ ଡାଏଲଗ୍‌ ଫ୍ୟାନ୍ସଙ୍କର ମନେ ରହିଯାଏ ।…

ପ୍ରେମିକା ଦେଲା ଧୋକା, ପ୍ରେମିକ ଗଳା କାଟିବାର ଫେସବୁକରେ ଲାଇଭ ଦୃଶ୍ୟ

ଉତ୍ତର ପ୍ରଦେଶ : ପୁଣି ସାମ୍ନାକୁ ଆସିଲା ପ୍ରେମରେ ଧୋକା ପାଇ ଆତ୍ମହତ୍ୟା କରିବା ଘଟଣା । ପ୍ରେମିକା ପାଇଁ ଜୀବନ ହାରିଲେ ପ୍ରେମିକ। ଫେସବୁକରେ ଲାଇଭ କରି ନିଜର ଗଳା କାଟିଲେ ଯୁବକ । ତେବେ ଏଭଳି ଏକ ଅଭାବନୀୟ ଘଟଣା ଉତ୍ତର ପ୍ରଦେଶର ମହାରାଜଗଞ୍ଜ ଜିଲ୍ଲାର ପୁରନ୍ଦରପୁର ଥାନା ଅନ୍ତର୍ଗତ…

୨୦ ଦିନର ଅସୁସ୍ଥ ଶିଶୁକନ୍ୟାର ତଣ୍ଟିଚିପି ହତ୍ୟା କଲା ମା’

ମହାରାଷ୍ଟ୍ର : ମା ସାଜିଲା ହତ୍ୟାକାରୀ । ଅସୁସ୍ଥ ଶିଶୁ କନ୍ୟାର ତଣ୍ଟିଚିପି ହତ୍ୟା କଲା ମା । ଏଭଳି ହୃଦୟ ବିଦାରକ ଘଟଣା ମହାରାଷ୍ଟ୍ରର ଆକୋଲାଠାରେ ଘଟିଛି  । ଶିଶୁଟି ଜନ୍ମରୁ ଅସୁସ୍ଥ ରହିଥିଲା। ତେଣୁ ଶିଶୁର ମା ଜଣକ ରାଗିଯାଇ ହତ୍ୟା କରିଛନ୍ତି  । ପୁଲିସ୍‌ କହିଛି ଯେ ୱାଡି ଆମଦପୁର…

ନେପାଳରେ ବଡ଼ଧରଣର ଭୂମିକମ୍ପ,୬ ମୃତ ଅନେକ ଆହତ

ନୂଆଦିଲ୍ଲୀ : ନେପାଳରେ ଭୂକମ୍ପର ଝଟ୍‌କା । ଗତକାଲି ବିଳମ୍ବିତ ରାତିରେ ନେପାଳର ବିଭିନ୍ନ ଅଞ୍ଚଳରେ ଲୋକ ଭୂକମ୍ପ ଝଟକା ଅନୁଭବ କରିଛନ୍ତି। ଭୂକମ୍ପର ପ୍ରଭାବରେ ଦୋତି ଜିଲ୍ଲାରେ ଅଧିକ କ୍ଷୟକ୍ଷତି ହୋଇଛି ଅନେକ ଘର ଭୁଶୁଡ଼ି ପଡ଼ିଛି। ସେହିପରି ନେପାଳ ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା ବେଳେ ଏହାର…

ଦୋଳିରୁ ପଡ଼ି ଚାଲିଗଲା ଯୁବକଙ୍କ ଜୀବନ

ବଲାଙ୍ଗୀର : କାର୍ତ୍ତିକ ପୂର୍ଣ୍ଣିମାରେ ଅଘଟଣ । ମୀନାବଜାର ଦୋଳିରୁ ପଡ଼ି ଚାଲିଗଲା ଯୁବକଙ୍କ ଜୀବନ। ଏଭଳି ଘଟଣା  ବଲାଙ୍ଗୀର ତୁରେକେଲା ଅଞ୍ଚଳରେ ଘଟିଛି । ମୃତ ଯୁବକଙ୍କ ନାଁ ଦେବରାଜ ସାହୁ । ସେ ଜଣେ କୁକୁଡ଼ା ବ୍ୟବସାୟୀ ଥିଲେ  । ଗତ କିଛି ଦିନ ହେଲା ତୁରେକେଲାରେ କାର୍ତ୍ତିକ ପୂର୍ଣ୍ଣିମା…

ପୋଲ ତଳକୁ ଖସିଲା ଯାତ୍ରୀବାହୀ ଟ୍ରାକ୍ଟର ଟ୍ରଲି ,୩ ମୃତ ୨୫ ଗୁରୁତର

ଭୋପାଳ: ମଧ୍ୟପ୍ରଦେଶର ଦତିଆ ଜିଲ୍ଲାର ସେବରାରେ ମର୍ମନ୍ତୁଦ ଦୁର୍ଘଟଣା । ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା ଯାତ୍ରୀବାହୀ ଟ୍ରାକ୍କରର ଟଲ୍ଲୀ । ଦୁର୍ଘଟଣାରେ ୩ ମୃତ ୨୫ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ଗୋଟିଏ ଟ୍ରାକ୍ଟରର ଟ୍ରଲିରେ ବସି କିଛି…