Latest Odisha News

BREAKING NEWS

ଜରାଶ୍ରମର ସଭାପତିଙ୍କୁ ବୀଭତ୍ସ ହତ୍ୟା

ପାରାଦୀପ : ଜରାଶ୍ରମର ସଭାପତିଙ୍କୁ ନିର୍ମମ ହତ୍ୟା। କଟୁରୀ ରେ ହାଣି ହତ୍ୟା କରିଥିବା ଅଭିଯୋଗ । ତେବେ  ଜରାଶ୍ରମର ଜଣେ କର୍ମଚାରୀ ହତ୍ୟା କରିଛନ୍ତି । ମୃତକ ଜଣକ ହେଲେ ରତ୍ନମାଳୀଜେମା ଜରାଶ୍ରମର ସଭାପତି ସନ୍ତୋଷ ବେହେରା। ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ଜଣକ ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ  କରିଥିଲେ ।

ଅଭିଯୁକ୍ତ ଜଣକ ଡିଏପି ସାର ଖାଇଦେଇଥିବାରୁ ତାଙ୍କୁ ଅଠରବାଙ୍କି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।ଏନେଇ ମୃତ ଦେହ ଜବତ କରି ତଦନ୍ତ ଜାରି ରଖିଛି ପୋଲିସ  ।

 

Leave A Reply

Your email address will not be published.