Latest Odisha News

BREAKING NEWS

ଗୁପ୍ତଚର ଅଭିଯୋଗରେ ଜାଲ୍ ପରିଚୟ ଦେଇ ରହୁଥିବା ଚାଇନା ମହିଳା ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀରେ ଜାଲ୍ ପରିଚୟ ଦେଇ ରହୁଥିଲେ ଚାଇନା ମହିଳା  । ଗୁପ୍ତଚର ଅଭିଯୋଗରେ ଗିରଫ କଲା ପୋଲିସ। ତେବେ ଏହି ମହିଳା ଜଣକ ହେଉଛନ୍ତି  କାଇରୁଓ  । ତାଙ୍କ ଘର ଚାଇନାର ହାଇନାନ ପ୍ରୋଭିନ୍ସରେ ବୋଲି ଜଣାପଡ଼ିଛି। ମହିଳା ଜଣକୁ ଦିଲ୍ଲୀ ପୁଲିସ ମଞ୍ଜୁ କା ତିଲାରୁ ଗିରଫ କରିଛି। ମହିଳା…

ବନ୍ଧାହେଲେ ରାହୁଲ, ଧରିବା ପାଇଁ ପୋଲିସ କ‘ଣ କରିଥିଲା ପ୍ଲାନିଂ ?

ମୁମ୍ବାଇ : ଟେଲି ଅଭିନେତ୍ରୀ ବୈଶାଳୀ ଠକ୍କରଙ୍କ ମୃତ୍ୟୁ ପାଇଁ ଦାୟୀ ରାହୁଲ । ଡାଏରୀରୁ ଖୁଲାସା ହୋଇଥିଲା ରାହୁଲଙ୍କ ନାଁ। ବୈଶାଳୀ ତାଙ୍କ ମୃତ୍ୟୁ ପୂର୍ବରୁ ଡାଏରୀ ରେ ପୋଲିସକୁ ଦେଇଥିଲେ କିଛି ଏଭଳି ତଥ୍ୟ । ଫ୍ୟାନ୍ସ  ମାନେ ବୈଶାଳୀଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁ ନଥିବା…

ଆମେରିକୀୟ ବିମାନରେ ସାପ ଦେଖି ଭୟଭୀତ ହେଲେ ଯାତ୍ରୀ

ନୂଆଦିଲ୍ଲୀ: ‘ୟୁନାଇଟେଡ୍‌ ଏୟାର୍‌ଲାଇନ୍‌ସ୍‌’ ୨୦୩୮ ବିମାନରେ ସାପ ଦେଖି ଚିତ୍କାର କଲେ ଯାତ୍ରୀ। ଫ୍ଲୋରିଡାର ଟାମ୍ପାରୁ ନିଉଜର୍ସି ଅଭିମୁଖେ ଯାଉଥିଲା ‘ୟୁନାଇଟେଡ୍‌ ଏୟାର୍‌ଲାଇନ୍‌ସ୍‌’। ଏନେଇ ରିପୋର୍ଟ ପ୍ରଦାନ କରିଛି ‘ରଏଟର୍ସ’। ତେବେ ଯାତ୍ରୀମାନଙ୍କ ଠାରୁ ଅବଗତ ହେବା ପରେ ବିମାନ…

ଅଭିନେତ୍ରୀ ବୈଶାଳୀ ଠକ୍କର କାହିଁକି କଲେ ଆତ୍ମହତ୍ୟା ? ଜଣାପଡ଼ିଲା ରହସ୍ୟ..

ମୁମ୍ବାଇ: ସାମ୍ନାକୁ ଆସିଲା ଅଭିନେତ୍ରୀ ବୈଶାଳୀ ଠକ୍କରଙ୍କ ଆତ୍ମହତ୍ୟାର ରହସ୍ୟ । ଗତକାଲି ଟେଲି ଅଭିନେତ୍ରୀ ବୈଶାଳୀ ଠକ୍କର ଇନ୍ଦୋର ଠାରେ ଆତ୍ମହତ୍ୟା କରିଥିଲେ । ତାଙ୍କ ଆତ୍ମହତ୍ୟା ଖବର ସମସ୍ତଙ୍କ ମନରେ ଗଭୀର ଦୁଃଖ ଦେଇଥିଲା। ତେବେ ଚର୍ଚ୍ଚିତ ଅଭିନେତ୍ରୀ ବୈଶାଳୀ ଠକ୍କରଙ୍କ…

ଆତ୍ମହତ୍ୟା କଲେ ଟେଲି ଅଭିନେତ୍ରୀ ବୈଶାଳୀ ଠକ୍କର

ମୁମ୍ବାଇ: ଟେଲି ଅଭିନେତ୍ରୀ ବୈଶାଳୀ ଠକ୍କରଙ୍କ ଆତ୍ମହତ୍ୟା। ଇନ୍ଦୋର ସ୍ଥିତ ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି ଅଭିନେତ୍ରୀ ବୈଶାଳୀ ଠକ୍କର । ଏଥିସହିତ ଅଭିନେତ୍ରୀ ଜଣକ ସୁସାଇଡ୍ ନୋଟ୍ ମଧ୍ୟ ଛାଡି ଯାଇଛନ୍ତି। ଅଭିନେତ୍ରୀ ବୈଶାଳୀ ଠକ୍କର ଗତ ୧ ବର୍ଷ ହେଲା ଇନ୍ଦୋରରେ ରହୁଥିଲେ।…

ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ବର : ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି । ଗତକାଲି ଚୁକ୍ତିଭିତ୍ତିକ ନିଯୁକ୍ତି ନିୟମିତ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ  । ଏନେଇ ଚୁକ୍ତି ଭିତ୍ତିକ ନିଯୁକ୍ତି ଉଚ୍ଛେଦ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି  । ସାଧାରଣ ପ୍ରଶାସନ ଓ ସାଧାରଣ…

ବିବାହ ବନ୍ଧନରେ ଆବଦ୍ଧ ହେବେ କିଆରା ଓ ସିଦ୍ଧାର୍ଥ, ଚାଲିଛି ସମସ୍ତ ପ୍ରସ୍ତୁତି

ନୂଆଦିଲ୍ଲୀ : ପୁଣି ଥରେ ବି ଟାଉନର ଚର୍ଚ୍ଚିତ ଯୋଡି ବାହାହେବାକୁ ଯାଉଥିବା ଖବର ମିଳିଛି।  ଖୁବଶୀଘ୍ର କିଆରା ଆଡଭାନୀ ଏବଂ ସିଦ୍ଧାର୍ଥ ମଲହୋତ୍ରା ହାତକୁ ଦି ହାତ ହେବେ ବୋଲି ଜଣାପଡ଼ିଛି  । ସିଦ୍ଧାର୍ଥ ଏବଂ କିଆରା ୨୦୨୩ରେ ବିବାହ କରିବାକୁ ଯାଉଛନ୍ତି। ଫିଲ୍ମ ‘ଶେରଶାହା’ରେ ଦୁହିଁଙ୍କ…

ଭିଜଲାନ୍ସ ପଞ୍ଝାରେ ଖଡ଼ିଆଳ ତହସିଲ କାର୍ଯ୍ୟାଳୟର ଡିଇଓ

ନୂଆପଡ଼ା : ଭିଜିଲାନ୍ସ ଜାଲରେ ପଡ଼ିଲେ ଖଡ଼ିଆଳ ତହସିଲ କାର୍ଯ୍ୟାଳୟର ଡିଇଓ ଭୋଳା ମହେଶ୍ଵର ଦଣ୍ଡସେନା । ଆବାସିକ ପ୍ରମାଣ ପତ୍ର ଦେବା ପାଇଁ ଜଣକ ପିଛା ୨ ହଜାର ଟଙ୍କା ଲେଖାଏଁ ମାଗିଥିଲେ ଡାଟା ଏଣ୍ଟ୍ରି ଅପରେଟର ଭୋଳା ମହେଶ୍ଵର ଦଣ୍ଡସେନା । ୧୫ ଟି ଆବାସିକ ପ୍ରମାଣ ପତ୍ର ପାଇଁ ଲାଞ୍ଚ…

୮୦ ବର୍ଷରେ ପାଦ ଥାପିଲେ ବିଗ୍‌ ବି ଅମିତାଭ ବଚ୍ଚନ

ମୁମ୍ବାଇ: ଆଜି ହେଉଛି ବିଗ୍‌ ବି ଅମିତାଭ ବଚ୍ଚନଙ୍କ ଜନ୍ମଦିନ  । ୮୦ ବର୍ଷରେ ପାଦ  ଦେଇଛନ୍ତି ବିଗ୍‌ ବି ଅମିତାଭ  । ଗୋଟିଏ ନାଁ  କିନ୍ତୁ ସାଉଁଟିଛନ୍ତି ଅନେକ ଚରିତ୍ର ଓ ଅନେକ ପରିଚୟ । ୧୯୪୨ ମସିହା ଅକ୍ଟୋବର ମାସ ଆଜିର ଦିନରେ ଉତ୍ତର ପ୍ରଦେଶର ଆଲ୍ଲାହାବାଦରେ ଜନ୍ମଗ୍ରହଣ କରିଥିଲେ ଅମିତାଭ…

ଅର୍ଥନୀତି ପାଇଁ ୩ଜଣ ପାଇବେ ନୋବେଲ ପୁରସ୍କାର

ନୂଆଦିଲ୍ଲୀ : ଅର୍ଥନୀତି ପାଇଁ ନୋବେଲ ପୁରସ୍କାର ଘୋଷଣା ହୋଇଛି  । ଚଳିତ ବର୍ଷ ମେଡିସିନ୍, ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ସାହିତ୍ୟ, ଶାନ୍ତି ଏବଂ ଅର୍ଥନୀତି ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ତେବେ ଅକ୍ଟୋବର ୩ ତାରିଖରୁ ଆରମ୍ଭ ହୋଇଥିବା ଆଜି ଅର୍ଥନୀତି ବିଜ୍ଞାନରେ…