Latest Odisha News

BREAKING NEWS

ଚଢ଼ାଉରେ ଦେଢ଼ ଲକ୍ଷର ଚପଲ ଓ ୮୦ ହଜାର ଟଙ୍କାର ଜିନ୍ସ ନେଇଯିବାରୁ କାନ୍ଦିଲେ ସୁକେଶ

ନୂଆଦିଲ୍ଲୀ : ଜେଲ ଭିତରେ ଭୋ ଭୋ ହୋଇ କାନ୍ଦିଲେ କନ୍‌ମ୍ୟାନ୍‌ ସୁକେଶ ଚନ୍ଦ୍ରଶେଖର । ଚଢ଼ାଉ ବେଳେ ନେଇଗଲେ ସୁକେଶଙ୍କ ସୌଖୀନ ସାମଗ୍ରୀ। ଜେଲ୍ ଭିତରେ ସୁକେଶ ପିନ୍ଧୁଥିଲା ଦେଢ଼ ଲକ୍ଷର ଚପଲ ସାଙ୍ଗକୁ ୮୦ ହଜାର ଟଙ୍କାର ଜିନ୍ସ । ଯାହାର ଭିଡିଓ ଏବେ ସୋଶିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।…

ବିଚ୍‌ ରାସ୍ତାରେ ସ୍କୁଟି ଉପରେ ପ୍ରେମୀଯୁଗଳଙ୍କ ରୋମାନ୍ସ, ଭିଡିଓ ହେଉଛି ଭାଇରାଲ

ଲକ୍ଷ୍ନୌ : ସବୁ ସୀମା ପାର୍‌ କଲେ ପ୍ରେମୀ ଯୁଗଳ । ନାଁ ମୁହଁରେ ଲଜ୍ଜା ଅଛି ନାଁ ରହିଛି ଟ୍ରାଫିକ୍‌ ନିୟମର ଭୟ । ବିଚ୍‌ ରାସ୍ତାରେ, ସେ ପୁଣି ସ୍କୁଟି ଉପରେ ପ୍ରେମିକ କୋଳରେ ବସିଛି ପ୍ରେମିକା । ଦ୍ରୁତ ଗତିରେ ଚାଲିଛି ବାଇକ୍‌  । ଏଭଳି ରୋମାନ୍ସ କରୁଥିବା ଏହି ପ୍ରେମୀ ଯୁଗଳଙ୍କ ଭିଡିଓ…

ଆପଣଙ୍କର ବାହାଘର ହୋଇପାରୁନି କି ! ତେବେ ଆପଣାନ୍ତୁ ଏହି ଉପାୟ….

ବିବାହ ଏକ ପବିତ୍ର ବନ୍ଧନ । ସମସ୍ତଙ୍କ ମନରେ ଇଚ୍ଛା ରହିଥାଏ ଯେ ବିବାହ ଦିନ କେବେ ଆସିବ । ଆଉ ସେହି ବିବାହ କିପରି ଧୁମ୍‌ ଧାମ୍‌ରେ ହେବ ସେନେଇ ସମସ୍ତେ ଖୁବ୍‌ ତତ୍ପର ରହିଥାଆନ୍ତି । ମାତ୍ର କେତେକ ସମୟରେ ଦେଖାଯାଏ, ଅନେକ ଯୁବକ ଓ ଯୁବତୀଙ୍କ ବିବାହରେ ବିଳମ୍ବ ହୋଇଥାଏ। ଜାତକରେ ଗ୍ରହ ଦୋଷ…

ଚାରି ବର୍ଷର ଶିଶୁକୁ ଝୁଣି ଖାଇଲେ କୁକୁର ପଲ

ହାଇଦ୍ରାବାଦ: କୁକୁରଙ୍କ ଆକ୍ରମଣରେ ନିଷ୍ପାପ ଶିଶୁର ମୃତ୍ୟୁ ଘଟିଛି । ମୃତ ଶିଶୁ ଜଣଙ୍କ ହେଉଛନ୍ତି ୪ ବର୍ଷୀୟ ପ୍ରଦୀପ । ରବିବାର ଦିନ ହାଇଦ୍ରାବାଦରେ ଏପରି ଅଭାବନୀୟ ଘଟିଥିବା ଜଣାପଡିଛି । ଆକ୍ରମଣ ସମୟର ପୁରା ଘଟଣା ସିସିଟିଭିରେ କଏଦ ହୋଇଛି । ପୋଲିସର ସୂଚନା ମୁତାବକ, ଜଣେ ୪ ବର୍ଷର…

ବାବୁସାନଙ୍କ ପତ୍ନୀ ତୃପ୍ତି ଓ ପ୍ରକୃତି ମିଶ୍ର ବିବାଦ; ପୁନଃ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ଭୁବନେଶ୍ୱର : ଅଭିନେତା ବାବୁସାନ ମହାନ୍ତିଙ୍କ ପତ୍ନୀ ତୃପ୍ତି ଶତପଥୀ ଓ ଅଭିନେତ୍ରୀ ପ୍ରକୃତି ମିଶ୍ର ବିବାଦ ମାମଲାରେ ପୁନଃ ତଦନ୍ତ ହେବ। ଦୁଇ ମାସ ମଧ୍ୟରେ ତଦନ୍ତ କରି ରିପୋର୍ଟ ପ୍ରଦାନ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବାବୁସାନଙ୍କ ପତ୍ନୀ ତୃପ୍ତି ଶତପଥୀ ଓ ଶ୍ୱଶୁର ଲଳିତ…

କମ୍ପିବ ବଜେଟ୍ ଅଧିବେଶନ, ଆସନ୍ତା ୨୪ରେ ଆସିବ ରାଜ୍ୟ ବଜେଟ୍‌

ଭୁବନେଶ୍ୱର :  ଆଜିଠୁ ବିଧାନସଭାର ବଜେଟ୍ ଅଧିବେଶନ । ଗୃହରେ ସରକାରଙ୍କୁ ଘେରିବାକୁ ରଣନୀତି କରିଛନ୍ତି ବିରୋଧୀ । ଆଇନଶୃଙ୍ଖଳା, ଚାଷ ଓ ଚାଷୀ ଏବଂ ବେକାରୀ ସମସ୍ୟା ପ୍ରସଙ୍ଗ ଉଠାଇ ବିରୋଧୀ ସରକାରଙ୍କୁ ଘେରିବେ । ସେପଟେ ବିରୋଧୀଙ୍କୁ ମୁକାବିଲା କରିବା ପାଇଁ ଶାସକ ଦଳ ବି ପ୍ରସ୍ତୁତ ।…

ଭାରତୀୟ ମାଙ୍କଡ଼କୁ ଅଟକ ରଖିଲା ପାକିସ୍ତାନ, ପ୍ରାଣୀ ଉଦ୍ୟାନରେ ବି ଦେଲାନି ଆଶ୍ରୟ

ଇସଲାମାବାଦ : ସାମ୍ନାକୁ ଆସିଲା ପାକିସ୍ତାନର ହିଂସା ।  ଭାରତ ପଟୁ ସୀମା ଡେଇଁଲା ମାଙ୍କଡ଼ । ଅଟକ ରଖିଲା ପାକିସ୍ତାନ । ହେଲେ ପ୍ରାଣୀ ଉଦ୍ୟାନରେ ରଖିବାକୁ ମନା କଲା ପାକିସ୍ତାନ  । କହିଲା ଭାରତ ପଟରୁ ଯେଉଁ ଜୀବଜନ୍ତୁ ପାକିସ୍ତାନ ମଧ୍ୟକୁ ପ୍ରବେଶ କରନ୍ତି, ସେମାନେ ସୀମାରେ ଆଘାତ ପାଇ…

ଚଣା ଭଲ କରିଥାଏ ଅନେକ ରୋଗ…

ସ୍ୱାସ୍ଥ୍ୟପାଇଁ ବରଦାନ ହେଉଛି ଚଣା । ରକ୍ତର ଶର୍କରା ନିୟନ୍ତ୍ରଣ କରିବା ସହ ଅନେକ ରୋଗରୁ ମୁକ୍ତି ଦେଇଥାଏ  । ଏଥିରେ ଭରପୁର ଆଇରନ୍ ରହିଛି । ବିଶେଷ କରି ଗର୍ଭବତୀ ମହିଳା ମାନେ ଚଣା ସେବନ କରିବା ଦ୍ୱାରା ଅନେକ ଲାଭ ମିଳିଥାଏ । ଯଦି ଗୁଡ଼ ସହ ଚଣା ଆପଣ ଖାଉଥାଆନ୍ତି ତେବେ ଆପଣଙ୍କୁ ଅନେକ ଲାଭ…

ବାପା-ମା’ଙ୍କୁ ଦେଢ଼ ଶହ କୋଟିର ଘର ଉପହାର ଦେଲେ ଧନୁଷ  

ମୁମ୍ବାଇ : ସାଉଥ୍‌ର ଲୋକପ୍ରିୟ ଅଭିନେତା ଧନୁଷ । ସେ ସବୁବେଳେ ଲୁକ୍‌ ଏବଂ ଷ୍ଟାଇଲ୍‌କୁ ନେଇ ଫ୍ୟାନ୍ସଙ୍କ ନଜରରେ ରହିଥିବା ବେଳେ ବର୍ତ୍ତମାନ ଏପରି କିଛି କାମ କରିଛନ୍ତି ଯାହା ଫ୍ୟାନ୍ସଙ୍କ ମନ ଜିତିନେଇଛନ୍ତି  । ଧନୁଷ ନିଜ ବାପା-ମା’ଙ୍କୁ ଆଲିସାନ୍‌ ବଙ୍ଗଳା ଉପହାର ଦେଇଛନ୍ତି । ଯାହାର…

ସ୍ୱାମୀ ଓ ଶାଶୂଙ୍କୁ ହତ୍ୟା କରିବା ପରେ ଖଣ୍ଡ ଖଣ୍ଡ କରି ଫ୍ରିଜ୍‌ରେ ରଖିଲା ସ୍ତ୍ରୀ

ଗୌହାଟୀ: ଆସାମରେ ଶ୍ରଦ୍ଧା ହତ୍ୟାକାଣ୍ଡର ପୁନରାବୃତ୍ତି । ଏଥର ଲିଭ୍‌ ଇନ୍‌ ପାର୍ଟନରଙ୍କୁ ନୁହେଁ । ସ୍ବାମୀ ଏବଂ ଶାଶୁକୁ ହତ୍ୟା କଲା ପିଶାଚି ବୋହୂ । ପରକୀୟା ପ୍ରୀତିର ମାୟାରେ ବାୟା ହୋଇ ସ୍ବାମୀ ରକ୍ତରେ ହୋଲି ଖେଳିଲା ସ୍ତ୍ରୀ । ସ୍ବାମୀ ଏବଂ ଶାଶୁକୁ ହତ୍ୟା କରିବା ପରେ ଖଣ୍ଡ ଖଣ୍ଡ କରି…