Latest Odisha News

ରାଜ୍ୟ ଓ ରାଜ୍ୟ ବାହାରର ୫୫୪ଟି ଘରୋଇ ହସ୍ପିଟାଲରେ BSKY ହିତାଧିକାରୀଙ୍କୁ ମାଗଣା ଚିକିତ୍ସା  

ଭୁବନେଶ୍ୱର: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (BSKY)ରେ ନୂଆ ହସ୍ପିଟାଲ୍ ସାମିଲ୍ କରାଯାଇଛି । ଏଣିକି ବିଏସକେୱାଇ ହିତାଧିକାରୀ ରାଜ୍ୟ ଓ ରାଜ୍ୟ ବାହାରେ ୫୫୪ଟି ହସ୍ପିଟାଲରେ ମାଗଣା ଚିକିତ୍ସା ସୁବିଧା ପାଇ ପାରିବେ । ରାଜ୍ୟ ବାହାରେ ଆସାମ, ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ପଶ୍ଚିମବଙ୍ଗ,…

ଫୋକସରେ ୨୦୨୪, ଘନ ଘନ ଓଡ଼ିଶା ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ୨୦୨୪ ନିର୍ବାଚନକୁ ଆଖି ଆଗରେ ରଖି ବିଜେପି ଗୋଟି ଚାଳନା କରୁଛି । କେନ୍ଦ୍ରମନ୍ତ୍ରୀ ଘନ ଘନ ଓଡ଼ିଶା ଆସୁଛନ୍ତି । ୨୦୨୨ ବର୍ଷ ଶେଷରୁ ଆରମ୍ଭ ହୋଇଥିବା ଏହି ଧାରା ୨୦୨୩ ବର୍ଷର ପ୍ରଥମ ସପ୍ତାହରେ ଜୋର୍ ଧରିଛି । ଗୋଟିଏ ସପ୍ତାହରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ…

ଦିଲ୍ଲୀ-ଏନସିଆରରେ ୫.୯ ତୀବ୍ରତାର ଭୂମିକମ୍ପ

ନୂଆଦିଲ୍ଲୀ: ଥରିଲା ଦିଲ୍ଲୀ । ଆଜି ଦିଲ୍ଲୀ-ଏନସିଆରରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ଭୂମିକମ୍ପର ଝଟକା ଜମ୍ମୁ-କାଶ୍ମୀର ପର୍ଯ୍ୟନ୍ତ ଅନୁଭୂତ ହୋଇଛି । ଭୂମିକମ୍ପର ତୀବ୍ରତା ୫.୯ ରହିଛି । କେନ୍ଦ୍ରସ୍ଥଳ ଆଫଗାନିସ୍ତାନର ହିନ୍ଦୁକୁଶ ବୋଲି ଜଣା ପଡ଼ିଛି । ତେବେ ଭୂମିକମ୍ପରେ କୌଣସି…

୨୦୨୪ ଜାନୁଆରୀ ପହିଲାରେ ଉଦଘାଟିତ ହେବ ଅଯୋଧ୍ୟା ରାମ ମନ୍ଦିର: ଅମିତ ଶାହ

ନୂଆଦିଲ୍ଲୀ: ନିର୍ବାଚନ ବର୍ଷରେ ବିଜେପି ପୁଣି ଖେଳିବ ହିନ୍ଦୁତ୍ୱ କାର୍ଡ । ୨୦୨୪ରେ ଦେଶରେ ସାଧାରଣ ନିର୍ବାଚନ ହେବାକୁ ଥିବା ବେଳେ ସେହିବର୍ଷ ଜାନୁଆରୀ ପହିଲାରେ ଅଯୋଧ୍ୟା ରାମ ମନ୍ଦିରର ଲୋକାର୍ପଣ କରାଯିବ । ଆଜି ଏନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସୂଚନା ଦେଇଛନ୍ତି । ଶାହ…

ଚିଟଫଣ୍ଡ ମାମଲାରେ ସିବିଆଇକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଚିଟଫଣ୍ଡ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ସିବିଆଇକୁ ଭର୍ତ୍ସନା କରିଛନ୍ତି । ମାମଲାର ଅଗ୍ରଗତି ସମ୍ପର୍କରେ ସୋମବାର ସୁଦ୍ଧା ଜଣାଇବାକୁ ସିବିଆଇକୁ ସୁ୍ପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି । ଶୁଣାଣି ବେଳେ ସର୍ବୋଚ୍ଚ ଅଦାଲତ କହିଛନ୍ତି, ଚିଟଫଣ୍ଡ ଏକ…

ପିନାକୀଙ୍କୁ ନେଇ ଅଡ଼ୁଆରେ ବିଜେଡି, ହାତରୁ ଖସିଯିବ କି ପୁରୀ ?

ଭୁବନେଶ୍ୱର: ୨୦୧୯ ନିର୍ବାଚନରେ ବିଜେଡି ହାତରୁ ଖସିଥିଲା ପୁରୀ ସହ ବ୍ରହ୍ମଗିରି ବିଧାନସଭା ଆସନ । ୨୦୨୪ ସାଧାରଣ ନିର୍ବାଚନକୁ ଆଉ ବର୍ଷେରୁ ଅଧିକ ସମୟ ଥିବାବେଳେ ବିଜେଡି ପୁରୀ ଲୋକସଭା ଆସନକୁ ନେଇ ବିବ୍ରତ ହୋଇ ପଡ଼ିଛି । ୨୦୧୯ ନିର୍ବାଚନରେ ବିଜେଡିର ପିନାକୀ ମିଶ୍ର, ବିଜେପିର ସମ୍ବିତ…

ଜମ୍ମୁରେ ମୁତୟନ ହେବେ ୧୮୦୦ CRPF ଯବାନ

ଶ୍ରୀନଗର: ଜମ୍ମୁରେ ଆତଙ୍କବାଦୀ ଆକ୍ରମଣ ପରେ କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ସିଆରପିଏଫ୍ ପକ୍ଷରୁ ଅତିରିକ୍ତ ୧୮ କମ୍ପାନୀ ଜମ୍ମୁକାଶ୍ମୀରରେ ମୁତୟନ ହେବେ । ନିକଟରେ ରାଜୌରିରେ ଆତଙ୍କବାଦୀ ଦୁଇଥର ସାଧାରଣ ଲୋକଙ୍କ ଉପରେ ଆକ୍ରମଣ କରିଥିଲେ । ଲଗାତାର ଦୁଇ ଦୁଇ ଥର ସାଧାରଣ…

ଫେବ୍ରୁଆରୀ ଦ୍ୱିତୀୟ ସପ୍ତାହ ଯାଏ ଅଙ୍ଗନୱାଡ଼ି କର୍ମୀଙ୍କ ଆନ୍ଦୋଳନ ସ୍ଥଗିତ

ଭୁବନେଶ୍ୱର: ୮ ଦଫା ଦାବି ନେଇ ଅଙ୍ଗନୱାଡ଼ି କର୍ମୀ ୪୫ ଦିନ ଧରି ଜାରି ରଖିଥିବା ଆନ୍ଦୋଳନକୁ ସାମୟିକ ସ୍ଥଗିତ ରଖିଛନ୍ତି । ଫେବ୍ରୁଆରୀ ୧୫ ପର୍ଯ୍ୟନ୍ତ ଅଙ୍ଗନୱାଡ଼ି କର୍ମୀଙ୍କ ଆନ୍ଦୋଳନ ସ୍ଥଗିତ ନେଇ ଅଙ୍ଗନୱାଡ଼ି କର୍ମୀ ସଂଘ ସଭାନେତ୍ରୀ ସୂଚନା ଦେଇଛନ୍ତି । ଆଜି ହଜାର ହଜାର ଅଙ୍ଗନୱାଡ଼ି…

୨୪ ନୁହେଁ ୨୦୨୩ରେ ବିଜେପି ପାଇଁ ଗୁରୁତ୍ୱପୂର୍ଣ୍ଣ ଓଡ଼ିଶା, ଆସିବେ ମୋଦି ଓ ଶାହ

ଭୁବନେଶ୍ୱର: ଓଡ଼ିଶାରେ କିଏ ଚଳାଉଛି ସରକାର ? ଡିସେମ୍ବର ୨୮ରେ ଓଡ଼ିଶା ଗସ୍ତ ବେଳେ ନଡ୍ଡା ପଚାରିଥିବା ପ୍ରଶ୍ନକୁ ଏବେ ରାଜ୍ୟ ବିଜେପି ପଚାରିବ । ଦଳର ନେତୃତ୍ୱ ବୁଥରୁ ବୁଥ୍ ବୁଲି ଏହି ପ୍ରଶ୍ନ ପଚାରିବେ । ଆଗାମୀ ନିର୍ବାଚନରେ ଓଡ଼ିଶାରେ ସରକାର ଗଢ଼ିବା ପାଇଁ ବିଜେପି ପ୍ରସ୍ତୁତ କରିଛି…

୪୫ ଦିନରେ ଅଙ୍ଗନୱାଡ଼ି ଦିଦିଙ୍କ ଆନ୍ଦୋଳନ, ଦାବି ନ ଶୁଣିଲେ ହକି ବେଳେ ରାଜପଥ ଅବରୋଧ ଧମକ

ଭୁବନେଶ୍ୱର: ବିଧାନସଭା ଶୀତ ଅଧିବେଶନ ଆରମ୍ଭ ସମୟରୁ ଲୋୟର ପିଏମଜିରେ ଅଙ୍ଗନୱାଡ଼ି ଦିଦି ଧାରଣାରେ ବସିଛନ୍ତି । ୪୫ ରାତି ଲୋୟର ପିଏମଜିର ଖୋଲା ଆକାଶ ତଳେ କାଟିବା ପରେ ଆଜି ଅଙ୍ଗନୱାଡ଼ି କର୍ମଚାରୀ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଲୋୟର ପିଏମଜିରୁ ବାହାରି ନବୀନ ନିବାସ ଅଭିମୁଖେ…