Latest Odisha News

BREAKING NEWS

ନୂଆବର୍ଷରେ ଏହି ୫ ରାଶିଙ୍କୁ ଅଧିକ ହଇରାଣ କରିପାରନ୍ତି ରାହୁ

ନୂଆବର୍ଷରେ କଣ କହୁଛି ଆପଣ ରାଶି ? କେମିତି କଟିବ ୨୦୨୩ ? ନୂତନ ବର୍ଷ ଶୁଭ ଫଳ ଦେବ ନା ଅଶୁଭ ରହିବ । ଜାଣିବା ଜ୍ୟୋତିଷ ଶାସ୍ତ୍ର ଅନୁସାରେ ନୂତନ ବର୍ଷରେ କିଭଳି ରହିବ । କଣ ରହିବ ରାହୁଙ୍କ ସ୍ଥିତି ଓ ଚଳନ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଶନିଙ୍କ ପରେ ରାହୁ ସବୁଠୁ ଧିମା ଗତିରେ ଚଳନ…

ଅତିଥିଙ୍କୁ ଖାଇବାକୁ ନ ଦେଇ କଠୋରିରେ ବନ୍ଦ କରି ଦିଅନ୍ତି ଏଠାକାର ଲୋକ

ନୂଆଦିଲ୍ଲୀ: ଅତିଥି ସତ୍କାରକୁ ଆମେ ପରମ୍ପରା ମାନୁ । ଘରକୁ କିଏ କୁଣିଆ ଆସିଲା ମାତ୍ରେ ଚା ପାଣିରୁ ନେଇ ଜଳଖିଆ ପ୍ରସ୍ତୁତିରେ ଲାଗି ପଡ଼ୁ । କିନ୍ତୁ ଦୁନିଆରେ ଏମିତି ବି ସ୍ଥାନ ରହିଛି ଯେଉଁଠି ଅତିଥି ସତ୍କାର ଅର୍ଥ ଆପଣ ବଡ଼ ଭୁଲ୍ କରି ଦେଲେ । ଏଇ ଯେମିତି ଆମେରିକାରେ ନୁଡୁଲ୍ସ ଖାଇବା ବେଳେ…

ଶସ୍ତା ହେବ ସିଲିଣ୍ଡର, ରୋଷେଇ ଗ୍ୟାସ୍ ୫୦୦ ଟଙ୍କାରେ ଦେବେ ସରକାର

ଜୟପୁର: ମହଙ୍ଗା ମାଡ଼ ଭିତରେ ଖୁସି ଖବର । ଦରବୃଦ୍ଧି ଯୋଗୁ ବିଗିଡ଼ି ଯାଇଥିବା ବଜେଟକୁ ଆଶ୍ୱସ୍ତି ଦେବ ରୋଷେଇ ଗ୍ୟାସ୍ । ୨୦୨୩ ଏପ୍ରିଲ୍ ପହିଲାରୁ ରୋଷେଇ ଗ୍ୟାସ୍ ସିଲିଣ୍ଡର ପିଛା ୫ ଶହ ଟଙ୍କାରେ ମିଳିବ । ବିପିଏଲ୍ କାର୍ଡଧାରୀ ଓ ଉଜ୍ଜ୍ୱଳା ଯୋଜନାର ହିତାଧିକାରୀ ଏହି ସୁବିଧା ପାଇବେ ।…

ଅମ୍ରିତ ଅପହରଣ ପଛରେ ୩ ଜଣ, ଟଙ୍କା ପାଇଁ କରିଥିଲେ କିଡନାପ

ନୟାଗଡ଼: ୧୨ ବର୍ଷର ନିଖୋଜ ଅମ୍ରିତ ପାତ୍ର ଉଦ୍ଧାର ପରେ ଅପହରଣ ଉପରୁ ପରଦା ହଟୁଛି । ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ୧୫ ତାରିଖ ରାତିରେ ଭ୍ୟାନରେ ଅମ୍ରିତକୁ ଅପହରଣ କରାଯାଇଥିଲା । ୩ ଜଣ ଅମ୍ରିତଙ୍କ ଆଖିରେ ପଟି ବାନ୍ଧି ଭ୍ୟାନରେ ଅମ୍ରିତକୁ ଅପହରଣ କରି ନେଇ ଯାଇଥିଲେ ବୋଲି…

OPSC ପକ୍ଷରୁ ନିଯୁକ୍ତି ବିଜ୍ଞପ୍ତି, ଏମିତି କରନ୍ତୁ ଆବେଦନ

କଟକ: ଆପଣ କଣ ଚାକିରି ଖୋଜୁଛନ୍ତି କି ? ଯଦି ହଁ ତେବେ ଏ ଖବର ଆପଣଙ୍କ ପାଇଁ । OPSC- ଓଡ଼ିଶା ପବ୍ଲିକ ସର୍ଭିସ୍ କମିଶନଙ୍କ ପକ୍ଷରୁ ନିଯୁକ୍ତି ନେଇ ବିଜ୍ଞାପନ ବାହାରିଛି । ଗ୍ରୁପ୍ ବି ଷ୍ଟାଟିଷ୍ଟିକାଲ ଅଫିସର ପଦରେ ୩୩ ଜଣଙ୍କୁ ନିଯୁକ୍ତି ମିଳିବ । ଏଥିପାଇଁ ଆଶାୟୀ ଆବେଦନକାରୀ…

ପୁଣି ବାହାହେଲେ କି ଓଲିଉଡ୍ ଷ୍ଟାର ଅନୁଭବ ମହାନ୍ତି ?

ଭୁବନେଶ୍ୱର: ପୁଣି ବାହାହେଲେ କି ଓଲିଉଡ୍ ଷ୍ଟାର ଅନୁଭବ ମହାନ୍ତି ? ମଣ୍ଡପରେ ଅନୁଭବଙ୍କ ସାତ ଘେରା ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ଯାହାକୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି । ବର୍ଷାଙ୍କ ସହ ପାରିବାରିକ ବିବାଦକୁ ନେଇ ଅନୁଭବ ଛନ୍ଦି ହୋଇ ପଡ଼ିଥିବା ବେଳେ ବିବାହ ବିଚ୍ଛେଦ…

ଡିଜିଟାଲ୍ ମିଡିଆ ପାଇଁ ସ୍ୱତନ୍ତ୍ର ଆଇନ୍ ଆଣିବେ କି ସରକାର ? ସଂସଦରେ ଏମିତି କହିଲେ ମନ୍ତ୍ରୀ…

ନୂଆଦିଲ୍ଲୀ: କଠୋର ହେବ କି ଡିଜିଟାଲ୍ ମିଡିଆ ପରିଚାଳନା ? ସରକାର ଆଣିବେ କି ସ୍ୱତନ୍ତ୍ର ଆଇନ୍ ? ବଦଳୁଥିବା ଯୁଗ, ବଢ଼ୁଥିବା ଟେକ୍ନୋଲଜି ସହ ତାଳ ଦେଇ ଡିଜିଟାଲ ମିଡିଆ କାୟା ବିସ୍ତାର କରି ଚାଲିଛି । ସମୟ ଏମିତି ହୋଇଛି ଡିଜିଟାଲ୍ ମିଡିଆ ଯାହା ଦେଖାଉଛି, ଲେଖୁଛି ତା’କୁ ଲୋକ ସତ ବୋଲି ମାନି…

ଦେଶରେ କଲେଜିୟମ୍ ବ୍ୟବସ୍ଥାକୁ ନେଇ ବିବାଦ, ଅନ୍ୟ ଦେଶରେ କେମିତି ନିଯୁକ୍ତ ହୁଅନ୍ତି ବିଚାରପତି ?

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଓ ହାଇକୋର୍ଟରେ ବିଚାରପତି ନିଯୁକ୍ତିକୁ ନେଇ ଥିବା କଲେଜିୟମ ବ୍ୟବସ୍ଥା ଏବେ ବିବାଦ ଘେରରେ ରହିଛି । ଗୁରୁବାର ସଂସଦରେ କେନ୍ଦ୍ର ଆଇନ୍ ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି, ଯେବେ ଯାଏ ବିଚାରପତିଙ୍କ ନିଯୁକ୍ତି ପ୍ରକ୍ରିୟା ପରିବର୍ତ୍ତ ନ ହୋଇଛି । ସେ ପର୍ଯ୍ୟନ୍ତ…

୪ ପାଦ ଥାଇ ଜନ୍ମ ହେଲା ଝିଅ, କଟାଯିବ ପାଦ

ଭୋପାଳ: ଯାଆଁଳା ଛୁଆ ଜନ୍ମ ଅବା ଉଭୟଙ୍କ ହୃଦୟ ଯୋଡ଼ି ହୋଇ ଜନ୍ମ ହେବା ବିରଳ । ମଧ୍ୟପ୍ରଦେଶର ଗ୍ୱାଲିୟରର କମଳା ରାଜା ହସ୍ପିଟାଲର ଶିଶୁ ରୋଗ ଏକ ନିଆରା ନବଜାତକ ଜନ୍ମ ହୋଇଛି । ଜନ୍ମିତ ନବଜାତ ଶିଶୁକନ୍ୟାର ୪ଟି ପାଦ ରହିଛି । ଯାହା ପରେ ଡାକ୍ତରୀ ଦଳ ଛୁଆଟିର ଯାଞ୍ଚ କରିଛନ୍ତି । ଜନ୍ମ…

କେମିତି କମୁଛି ଓଡ଼ିଶାରେ ଉତ୍ପାଦିତ ଲୁହା ପଥରର ମାନ ? ସଂସଦରେ ତଦନ୍ତ ଦାବି କଲେ ଅପରାଜିତା

ନୂଆଦିଲ୍ଲୀ: ସସଂଦରେ ଖଣି ଦୁର୍ନୀତି ପ୍ରସଙ୍ଗ ଉଠାଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଓଡ଼ିଶାରେ ଖଣି ଖନନରେ ଦୁର୍ନୀତି ହୋଇଥିବା ଅପରାଜିତା ଅଭିଯୋଗ କରିଛନ୍ତି । କହିଛନ୍ତି ଓଡ଼ିଶା ରାଜ୍ୟ ସରକାର ୨୦୨୦-୨୧ ଆର୍ଥିକ ବର୍ଷରେ ଏକାଧିକ ଲୁହା ପଥର ଖଣି ନିଲାମ କରିଥିଲେ ।…