Latest Odisha News

BREAKING NEWS

ସାବଧାନ ! ଆଉ ପାଣି ନୁହେଁ, ଆକାଶରୁ ବର୍ଷିବ ପ୍ଲାଷ୍ଟିକ

ନୂଆଦିଲ୍ଲୀ: ଆକାଶରୁ ପାଣି ବଦଳରେ ବର୍ଷୁଛି ପ୍ଲାଷ୍ଟିକ । ଆଜ୍ଞା ହଁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏକଥା ସତ । ଦୁନିଆର ସବୁଠି କମ୍ ପ୍ରଦୂଷିତ ସ୍ଥାନ ମଧ୍ୟରୁ ନ୍ୟୁଜିଲାଣ୍ଡ ଅନ୍ୟତମ । ଏବେ ନ୍ୟୁଜିଲାଣ୍ଡର ଅକଲାଣ୍ଡ ସହରରେ ପ୍ଲାଷ୍ଟିକ ବର୍ଷା ହେଉଛି । ଯେଉଁଥି ପାଇଁ ଛାତର ପ୍ରତି ବର୍ଗ ମିଟରରେ…

ଭାରତର ବ୍ରହ୍ମାସ୍ତ୍ର ଅଗ୍ନି-୫, ସଫଳ ହେଲା ରାତି ପରୀକ୍ଷଣ

ଭଦ୍ରକ: ଭାରତର ସବୁଠୁ ବଡ଼ ଶକ୍ତିଶାଳୀ ମିସାଇଲ୍ ଅଗ୍ନି-୫ର ପରୀକ୍ଷଣ ସଫଳ ହୋଇଛି । ଅବ୍ଦୁଲ କାଲାମ ଦ୍ୱୀପରୁ ରାତିରେ ହୋଇଥିବା ପରୀକ୍ଷଣରେ ପ୍ରଥମ ଥର ପାଇଁ ମିସାଇଲକୁ ତାର ସମ୍ପୂର୍ଣ୍ଣ କ୍ଷମତାରେ ଉତକ୍ଷେପଣ କରାଯାଇଛି । ଅର୍ଥାତ୍ ଅଗ୍ନି-୫ ତାର ଟାର୍ଗେଟକୁ ୫୫୦୦ କିଲୋମିଟର ଦୂର ଯାଇ ଧ୍ୱଂସ…

ସଂସଦରେ ଅର୍ଚ୍ଚନା ମାମଲା ଉଠାଇ ସିବିଆଇ ତଦନ୍ତ ଦାବି କଲା ବିଜେପି

ନୂଆଦିଲ୍ଲୀ: ୨ ମାସରୁ ଅଧିକ ସମୟ ଧରି ସାରା ରାଜ୍ୟକୁ ଦୋହଲାଇ ଦେଇଥିବା ଅର୍ଚ୍ଚନା ନାଗ ମାମଲା ସଂସଦରେ ଉଠିଛି । ଲୋକସଭାର ଅପରାହ୍ଣ ଅଧିବେଶନରେ ବିଜେପି ସାଂସଦ ସୁରେଶ ପୂଜାରୀ ଅର୍ଚ୍ଚନା ନାଗ ମାମଲା ଗୃହରେ ଉଠାଇ ସିବିଆଇ ତଦନ୍ତ ଦାବି କରିଛନ୍ତି । ବରଗଡ଼ ବିଜେପି ସାଂସଦ ସୁରେଶ ପୂଜାରୀ…

ଫ୍ଲିପକାର୍ଟ ଓ ଆମାଜନକୁ ମହିଳା କମିଶନଙ୍କ ନୋଟିସ୍

ନୂଆଦିଲ୍ଲୀ: ଅନଲାଇନରେ ଏସିଡ୍ ବିକ୍ରି ନିଷେଧ ରହିଛି । ତଥାପି ଇ କମର୍ସ ସଂସ୍ଥା ଅନଲାଇନରେ ଏହି ଜୀବନହାନି କାରକ ଏସିଡକୁ ବେଧଡ଼କ ବିକ୍ରି କରୁଛନ୍ତି । ଦିଲ୍ଲୀରେ ୧୭ ବର୍ଷର ସ୍କୁଲ୍ ଛାତ୍ରୀଙ୍କ ଉପରେ ୩ ଯୁବକ ଏସିଡ୍ ଫିଙ୍ଗିବା ପରେ ଏହି ତଥ୍ୟ ସାମ୍ନାକୁ ଆସିଛି । ଦିଲ୍ଲୀ ମହିଳା କମିଶନ…

ରାଜଧାନୀରେ ଉଡ଼ି ଉଡ଼ି ମଶା ମାରିବ ଡ୍ରୋନ୍

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ମଶାଙ୍କ ସାନ୍ଧ୍ରତା ବୃଦ୍ଧି ପାଉଥିବା ବେଳେ ନୂଆ ଯୋଜନା କରିଛି ବିଏମସି । ମଶା ମରା ଗାଡ଼ି ସହ ବିଏମସି ଡ୍ରୋନର ବ୍ୟବହାର କରିବାକୁ ନିଷ୍ପତ୍ତି ନେଇଛି । ରାଜଧାନୀରେ ମଶା ଦମନ ପାଇଁ ବିଏମସି ଡ୍ରୋନର ବ୍ୟବହାର କରିବ । ଏନେଇ ସୂଚନା ଦେଇଛନ୍ତି…

ଋଷ ଠାରୁ ଶସ୍ତା ତେଲ କିଣିବାକୁ ନେଇ ଭାରତକୁ ସମାଲୋଚନା କଲା ୟୁକ୍ରେନ୍

ନୂଆଦିଲ୍ଲୀ: G7 ଦେଶ ଓ ସହଯୋଗୀଙ୍କ ପକ୍ଷରୁ ଋଷର ତେଲ ଉପରେ ପ୍ରାଇସ୍ କ୍ୟାପକୁ ଭାରତ ସମର୍ଥନ ପାଇଁ ନିଷ୍ପତ୍ତି ନେଇଛ । ଭାରତର ଏହି ନିଷ୍ପତ୍ତି ପରେ ୟୁକ୍ରେନର ବିଦେଶ ମନ୍ତ୍ରୀ ଦିମିତ୍ରୋ କୁଲେୱା କହିଛନ୍ତି, ୟୁକ୍ରେନର ସାଧାରଣ ଜନତାଙ୍କ ଜୀବନର ମୂଲ୍ୟ ବଦଳରେ ଋଷ ଠାରୁ ଭାରତ ଶସ୍ତାରେ ତେଲ…

LACକୁ ନେଇ ଏକାଠି ହେଲେ ୧୮ ବିରୋଧୀ ଦଳ, ଗଲାନି ବିଜେଡି

ନୂଆଦିଲ୍ଲୀ: ଏକାଠି ହେଲେ ବିରୋଧୀ, ଗଲାନି ବିଜେଡି । ତୱାଙ୍ଗ ସଂଘର୍ଷକୁ ନେଇ ରାଜ୍ୟସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଡାକିଥିବା ବୈଠକରେ ୧୨ରୁ ଅଧିକ ଦଳ ଯୋଗ ଦେଇଥିଲେ । ହେଲେ ଏନଡିଏ ଓ ୟୁପିଏ ମେଣ୍ଟ ଠାରୁ ଦୂରେଇ ରହିଥିବା ବିଜେଡି ବୈଠକରେ ସାମିଲ୍…

‘ପଠାନ’ ଫିଲ୍ମରେ ଦୀପିକାଙ୍କ ନାରଙ୍ଗୀ ବିକିନିକୁ ବିରୋଧ, ମନ୍ତ୍ରୀ କହିଲେ ରିଲିଜ୍ ହେବାକୁ ଦେବୁନି…

ମୁମ୍ବାଇ: ରିଲିଜ୍ ପୂର୍ବରୁ ବିରୋଧ । ଦୀପିକା ପାଦୁକୋନଙ୍କ ବିକିନିକୁ ନେଇ ତେଜୁଛି ବିବାଦ । ଶାହରୁଖଙ୍କ ପ୍ରତୀକ୍ଷିତ ପଠାନ ଫିଲ୍ମକୁ ପ୍ରଶଂସକ ଅପେକ୍ଷା କରିଥିବା ବେଳେ ଫିଲ୍ମ ବିବାଦ ଘେରକୁ ଆସିଛି । ପଠାନ ଚଳଚ୍ଚିତ୍ରର ପ୍ରଥମ ଗୀତ ରିଲିଜ୍ ହେବା ମାତ୍ରେ ବିବାଦ ଆରମ୍ଭ ହୋଇଛି । ଲୋକେ…

ତୱାଙ୍ଗ ସଂଘର୍ଷକୁ ନେଇ ଚୀନ ରଚିଲା ନୂଆ କାହାଣୀ

ଭୁବନେଶ୍ୱର: ତୱାଙ୍ଗର ତିକ୍ତ ସତ କଣ ? କରୋନା ଭଳି ପୁଣି କାହାଣୀ କହୁଛି ଚୀନ । ବାରମ୍ବାର LAC ଅତିକ୍ରମଣ ପାଇଁ ଉଦ୍ୟମ କରୁଥିବା ଡ୍ରାଗନ ସେନା ଅରୁଣାଚଳ ତୱାଙ୍ଗ ସଂଘର୍ଷକୁ ନେଇ ଅଡ଼ୁଆରେ ପଡ଼ିଛି । ଆମେରିକା ସହ ଅନ୍ୟ ପାଶ୍ଚାତ୍ୟ ରାଷ୍ଟ୍ର ଏପରିକି ଚୀନର ନିଜ ନାଗରିକ ସେଠାକାର ଦମନକାରୀ…

ବଙ୍ଗୋପସାଗରରେ କାଲି ଲଘୁଚାପ, ୨ ଦିନ ପରେ ବଢ଼ିବ ଶୀତ

ଭୁବନେଶ୍ୱର: ଶୀତରେ ଆସୁଛି ଆଉ ଏକ ଲଘୁଚାପ । ରାଜ୍ୟରେ ଶୁଖିଲା ପାଗ ଲାଗି ରହିଥିବା ବେଳେ ଆସନ୍ତାକାଲି ୧୫ ତାରିଖ ସୁଦ୍ଧା ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ହୋଇପାରେ ଆଉ ଏକ ଲଘୁଚାପ । ଏବେ ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ପାଣିପାଗ ବିଭାଗର ଆକଳନ…