Latest Odisha News

ଗର୍ଭବତୀଙ୍କ ସହ ଗଣଦୁଷ୍କର୍ମ ପରେ ଗର୍ଭପାତ, ଭ୍ରୁଣ ଧରି ପୋଲିସ ପାଖରେ ପହଞ୍ଚିଲେ ଶାଶୂ

ବରେଲି: ହାଥରସ୍, ଉନ୍ନାଅ ପରେ ବରେଲିରେ ନାରକୀୟ କାଣ୍ଡ ଘଟିଛି । ମଣିଷ ଏମିତି ପଶୁ ପାଲଟି ଜଣେ ୩ ମାସର ଅନ୍ତଃସତ୍ତ୍ୱା ମହିଳାଙ୍କ ସହ ଏଭଳି ବର୍ବରୋଚିତ କାଣ୍ଡ କରିବ ତାହା କେହି କଳ୍ପନା ବି କରି ପାରିବେ ନାହିଁ । ଉତ୍ତରପ୍ରଦେଶ ବରେଲିରେ ଜଣେ ଗର୍ଭବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ବେଳେ…

ହେଟ୍ ସ୍ପିଚକୁ ନେଇ ମିଡିଆ ଉପରେ ବର୍ଷିଲ ସୁପ୍ରିମକୋର୍ଟ, ‘ଏହା କାହାରିକୁ ହତ୍ୟା ଭଳି’

ନୂଆଦିଲ୍ଲୀ: ହେଟ୍ ସ୍ପିଚ୍ ବା ଘୃଣ୍ୟ ମନ୍ତବ୍ୟକୁ ନେଇ ସୁପ୍ରିମକୋର୍ଟ ମିଡିଆ ଉପରେ ଖୁବ୍ ବର୍ଷିଛନ୍ତି । ଏଥିସହ ଆଖି ବୁଜି କିଭଳି କେନ୍ଦ୍ର ସରକାର ଏସବୁକୁ ଦେଖୁଛନ୍ତି ସେ ନେଇ ବି ପ୍ରଶ୍ନ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ସୁପ୍ରିମକୋର୍ଟ କହିଛନ୍ତି, ସବୁଠୁ ଅଧିକ ଘୃଣ୍ୟ ମନ୍ତବ୍ୟ ମିଡିଆ…

ଅତିରିକ୍ତ ତହସିଲଦାରଙ୍କ ୮ଟି ସ୍ଥାନରେ ଭିଜିଲାନ୍ସ ରେଡ୍, ୨୧ଟି ପ୍ଲଟ୍ ଠାବ

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ସୁନ୍ଦରଗଡ଼ ଜିଲ୍ଲାର ୮ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଛି । ଟାଙ୍ଗରପାଲି ବ୍ଲକ ଅତିରିକ୍ତ ତହସିଲଦାର କୁଳମଣି ପଟେଲଙ୍କ ୮ଟି ସ୍ଥାନରେ ରେଡ୍ ଚାଳିଛି । ପ୍ରାଥମିକ ତଦନ୍ତରୁ ଭିଜିଲାନ୍ସ ହାତରେ ୨୧ଟି ପ୍ଲଟ ସହ ୨ଟି ବହୁତଳ…

ପାଶ୍ଚାତ୍ୟ ଦେଶକୁ ପୁଟିନ୍ ଦେଲେ ପରମାଣୁ ଧମକ

ନୂଆଦିଲ୍ଲୀ: ଋଷ-ୟୁକ୍ରେନ ଯୁଦ୍ଧକୁ ୭ ମାସ ବିତିଥିବା ବେଳେ ପୁଟିନ୍ ପୁଣି ଥରେ ଧମକ ଦେଇଛନ୍ତି । ୟୁକ୍ରେନକୁ ଅସ୍ତ୍ର କରି ଅନ୍ୟ ଦେଶ ବିଶେଷ କରି ପାଶ୍ଚାତ୍ୟ ରାଷ୍ଟ୍ର ଗୁଡ଼ିକ ଋଷକୁ ଧ୍ୱଂସ କରିବାକୁ ଚାହୁଁଛନ୍ତି । ଋଷ ଏହାକୁ ବରଦାସ୍ତ କରିବ ନାହିଁ । ବରଂ କେହି ଆକ୍ରମଣ କଲେ ଋଷ ପାଖରେ…

ଇଣ୍ଟରପୋଲର ୯୦ତମ ସାଧାରଣ ସଭାର ଲୋଗୋରେ ରହିବ କୋଣାର୍କ ଚକ୍ର

ଭୁବନେଶ୍ୱର: ଖ୍ରୀଷ୍ଟପୂର୍ବ ୧୩ଶହ ଶତାବ୍ଦୀରେ ନିର୍ମିତ କୋଣାର୍କ ମନ୍ଦିରର ଚକ୍ର ଇଣ୍ଟରପୋଲର ୯୦ତମ ସାଧାରଣ ସଭାରେ ଲୋଗୋରେ ସ୍ଥାନ ପାଇବ । ଆସନ୍ତା ମାସରେ ନୂଆଦିଲ୍ଲୀରେ ଇଣ୍ଟରପୋଲର ୯୦ତମ ସାଧାରଣ ସଭା ଅନୁଷ୍ଠିତ ହେବ । ଯେଉଁଥିରେ ୧୯୫ଟି ଦେଶର ପୋଲିସ ଅଧିକାରୀ ଯୋଗ ଦେବେ । ନିକଟରେ…

‘ଦେଶରେ ସାରର ଘୋର ଅଭାବ’, ଜୟ ନାରାୟଣଙ୍କୁ ଏମିତି କାହିଁକି କହିଲା ବିଜେଡି ?

ଭୁବନେଶ୍ୱର: ୨୦୨୪ ନିର୍ବାଚନ ପୂର୍ବରୁ ବିଜେପି-ବିଜେଡି ନେତାଙ୍କ ମଧ୍ୟରେ ବାକଯୁଦ୍ଧ ଆରମ୍ଭ ହେଲାଣି । ଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ସହ ବିଜେପିର ଶୀର୍ଷ ନେତାଙ୍କୁ ଭେଟି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଦେଇଥିବା ମନ୍ତବ୍ୟକୁ ଶାସକ ବିଜେଡି ଗ୍ରହଣ କରି ପାରିନି । ବିଜେଡି…

ହକି ଇଣ୍ଡିଆର ସଭାପତି ପଦ ପାଇଁ ନାମାଙ୍କନ ଦାଖଲ କଲେ ଦିଲୀପ ତିର୍କୀ

ଭୁବନେଶ୍ୱର: ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ତଥା ଅଲମ୍ପିଆନ୍ ଦିଲୀପ ତିର୍କୀ ହକି ଇଣ୍ଡିଆର ସଭାପତି ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ନାମାଙ୍କନ ଦାଖଲ ପରେ ପ୍ରତିକ୍ରିୟାରେ ଦିଲୀପ ତିର୍କୀ କହିଛନ୍ତି, ଭାରତୀୟ ହକିକୁ ଉଚ୍ଚକୁ ନେବାକୁ ମୁଁ ବଦ୍ଧ ପରିକର । ସମସ୍ତଙ୍କ…

ପୁରୁଣା ଅଡିଓକୁ ନେଇ ସୋସିଆଲ୍ ମିଡିଆରେ ବର୍ଷାଙ୍କୁ ପ୍ରଶ୍ନ କଲେ ଅନୁଭବ

ଭୁବନେଶ୍ୱର: ବର୍ଷା ତୁମେ କୁହ… ଏ ସ୍ୱର କାହାର ? ଫୋନରେ ତୁମେ ଓ ତୁମ ଭଉଣୀ ମୋ ପରିବାର ବିରୋଧରେ କଣ ଏମିତି ଗପୁଥିଲ । ୨ ବର୍ଷର ପୁରୁଣା ଅଡିଓକୁ ପୁଣି ପ୍ରସଙ୍ଗ କରିଛନ୍ତି କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି । ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ସହ ବିବାହ ବିଚ୍ଛେଦ ମାମଲାରେ କୋର୍ଟରେ…

କିଶୋର ଭାଇନାଙ୍କ ହୋଟେଲ୍ ଉଚ୍ଛେଦ କଲା ବିଏମସି, ସିଲ୍ ପରେ ପୁଣି ଖୋଲି କରୁଥିଲେ ବେପାର

ଭୁବନେଶ୍ୱର: ଖାଦ୍ୟ ସହ ଖେଳନି । ଲୋକଙ୍କୁ ଖରାପ ଖାଇବା ଦିଅନି । ସ୍ୱଚ୍ଛ, ସୁସ୍ଥ ପରିବେଶରେ ରାନ୍ଧ ଓ ଲୋକଙ୍କୁ ଖାଇବାକୁ ଦିଅ । ନତେଚ୍ ଆପଣଙ୍କ ହୋଟେଲରେ ବି ରେଡ୍ କରିବ ବିଏମସି । ପ୍ରଥମେ ସିଲ୍ ପରେ ନ ମାନିଲେ ନେବ କଡ଼ା କାର୍ଯ୍ୟାନୁଷ୍ଠାନ । ଦୂରଦର୍ଶନ ନିକଟରେ ଥିବା କିଶୋର ଭାଇନାଙ୍କ…

ସୂର୍ଯ୍ୟକିରଣ ଶୋ’ରେ ରାଜଧାନୀର ଆକାଶକୁ ରଙ୍ଗୀନ କଲା ବାୟୁ ସେନା

ଭୁବନେଶ୍ୱର: କୁଆଖାଇ ନଦୀ ପଠାରେ ବାୟୁସେନା ପକ୍ଷରୁ ସୂର୍ଯ୍ୟକିରଣ ଶୋ ପ୍ରଦର୍ଶିତ ହୋଇଛି । ଯେଉଁଥିରେ ଏରୋବେଟିକ୍ ଟିମ୍ ଆକାଶରେ ସାହାସିକ ପ୍ରଦର୍ଶନ କରିଛନ୍ତି । ଏକାସାଙ୍ଗରେ ୯ଟି ହକ୍ ଲଢ଼ୁଆ ବିମାନ ଆକାଶରେ ଉଡ଼ି ସମସ୍ତଙ୍କୁ ଆକର୍ଷିତ କରିଥିଲା । ସୂର୍ଯ୍ୟକିରଣ ଶୋ ଦେଖିବାକୁ କୁଆଖାଇ…