Latest Odisha News

କେସିଆରଙ୍କ ମିଶନ ଓଡ଼ିଶା, କିଏ କିଏ ହେଲେ BRSରେ ସାମିଲ୍ ?

ଭୁବନେଶ୍ୱର: ଓଡ଼ିଶା ରାଜନୀତିରେ ହଲଚଲ୍ । ଏଣ୍ଟ୍ରି ମାରିଲେ କେସିଆର୍ । ୨୦୨୪ରେ ବଦଳିବ କି ଓଡ଼ିଶା ରାଜନୀତିର ଗତି ? ଚାଷୀ ବହୁଳ ରାଜ୍ୟ ଓଡ଼ିଶାରେ ପାଦ ଥାପିଛି କେସିଆରଙ୍କ ଦଳ ଭାରତ ରାଷ୍ଟ୍ର ସମିତି । ଶୁକ୍ରବାର ହାଇଦ୍ରାବାଦରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପୂର୍ବତନ…

କମୁଛି ଆଦାନୀଙ୍କ ସମ୍ପତ୍ତି, ବିଶ୍ୱର ସର୍ବଶ୍ରେଷ୍ଠ ଧନୀ ତାଲିକାର ସପ୍ତମ ସ୍ଥାନକୁ ଖସିଲେ ଗୌତମ ଆଦାନୀ

ନୂଆଦିଲ୍ଲୀ: ଆମେରିକାର ଏକ ରିସର୍ଚ୍ଚ ସଂସ୍ଥାର ରିପୋର୍ଟ ଆଦାନୀଙ୍କ ନିଦ ହଜାଇ ଦେଇଛି । ଶୁକ୍ରବାର ସକାଳୁ ଆଦାନୀଙ୍କ ସମ୍ପତ୍ତି ପ୍ରାୟ ୨୦ ପ୍ରତିଶତ ହ୍ରାସ ପାଇଛି । ଏଥିସହ ବିଶ୍ୱର ସର୍ବଶ୍ରେଷ୍ଠ ଧନୀ ତାଲିକାରେ ସପ୍ତମ ସ୍ଥାନକୁ ଖସି ଆସିଛନ୍ତି ଗୌତମ ଆଦାନୀ । ସେୟାର ମାର୍କେଟରେ…

ଘୋଷଣା ହେଲା ସମ୍ମାଜନକ ପଦ୍ମ ପୁରସ୍କାର, ୬ ଜଣଙ୍କୁ ପଦ୍ମ ବିଭୂଷଣ

ନୂଆଦିଲ୍ଲୀ: ୨୦୨୩ ବର୍ଷ ଲାଗି ସମ୍ମାଜନକ ପଦ୍ମ ପୁରସ୍କାର ଘୋଷଣା ହୋଇଛି । ୬ ଜଣ ପଦ୍ମ ବିଭୂଷଣ ପୁରସ୍କାର ପାଇଥିବା ବେଳେ ୯ ଜଣଙ୍କୁ ପଦ୍ମ ଭୂଷଣ ଏବଂ ୯୧ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ । ସ୍ଥାପତ୍ୟ କଳା ପାଇଁ ଗୁଜରାଟର ବାଲକ୍ରୀଷ୍ଣ ଦୋଷୀ, କଳାରେ ମହାରାଷ୍ଟ୍ରର ଜାକିର…

ହକି ଟିକେଟ୍ ନାହିଁ, ତଥାପି ଷ୍ଟାଡିୟମ୍ ଖାଲି; ପୁଣି ପୋଲ୍ ଖୋଲିଲା ବିଏମସି

ଭୁବନେଶ୍ୱର: ହକି ବିଶ୍ୱକପକୁ ନେଇ ଉଠୁଛି ପଡ଼ୁଛି ରାଜ୍ୟ । ରାଉରକେଲାରୁ ରାଜଧାନୀ ଭୁବନେଶ୍ୱର ସବୁଠି ହକି ବିଶ୍ୱକପକୁ ନେଇ ସରକାର ଉତ୍ସବ ପାଳୁଛନ୍ତି । ହକି ଦେଖିବାକୁ ଟିକେଟ୍ ମିଳୁନି । ଅନଲାଇନ୍ ହେଉ କି କାଉଣ୍ଟର କେଉଁଠି ବି ଟିକେଟ୍ ନାହିଁ । ଅର୍ଥାତ୍ ସବୁ ଟିକେଟ୍ ବିକ୍ରି ହୋଇ ଯାଇଛି…

ଆଜି ବି ତାତି, ୪ ସହରରେ ପାରଦ ୩୩ ଉପରେ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ପାରଦ ଉପର ମୁହାଁ ରହିଛି । ଶୀତ ନଥିବା ବେଳେ ଦିନ ବେଳା ଟାଣ ଖରା ହେଉଛି । ଆଜି ରାଜ୍ୟର ୪ଟି ସ୍ଥାନରେ ଦିନର ସର୍ବୋଚ୍ଚ ତାପମାତ୍ରା ୩୩ ଡିଗ୍ରୀ ଉପରେ ରହିଥିବା ବେଳେ ୧୨ଟି ସ୍ଥାନରେ ପାରଦ ୩୨ ଡିଗ୍ରୀ ଡେଇଁଛି ।…

ଆଉ ରହିବନି ଗାଡ଼ି ଚୋରି ଚିନ୍ତା ! ହୋଣ୍ଡା ଆଣିଲା ଆକ୍ଟିଭା ଏଚ୍-ସ୍ମାର୍ଟ

ଭୁବନେଶ୍ୱର: ହୋଣ୍ଡା ଆକ୍ଟିଭାର ଏଚ୍-ସ୍ମାର୍ଟ (Honda Activa H-Smart)ର ୩ଟି ଭାରିଆଣ୍ଟ ମାର୍କେଟକୁ ଆସିଛି । ଯେଉଁଥିରେ ଗୋଟିଏ ଲକରେ ୫ଟି ସୁବିଧା ରହିଛି । କାର ଭଳି ସ୍କୁଟରରେ ଆପଣ ଇଗ୍ନିସନ, ଲକ୍ ଓ ସିଟ୍ ଆଦି ଫିଚର୍ସ ସ୍ମାର୍ଟ କି (Smart-Key) ମାଧ୍ୟମରେ ବ୍ଯବହାର ଉପଯୋଗୀ କରି…

ଦୃଢ଼ୀଭୂତ ହେଲା ଚର୍ଚ୍ଚା, ବିଜେପି ଛାଡ଼ିବେ ଗମାଙ୍ଗ ବାପପୁଅ !

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହୋଇଛି ରାଜ୍ୟ ବିଜେପିର ୨ ଦିନିଆ କାର୍ଯ୍ୟକାରିଣୀ । ହେଲେ କାର୍ଯ୍ୟକାରିଣୀକୁ ଆସି ନାହାଁନ୍ତି ଗିରିଧର ଗମାଙ୍ଗ ଓ ତାଙ୍କ ପୁଅ ଶିଶିର ଗମାଙ୍ଗ । ଯାହାକୁ ନେଇ ବିଜେପି ଶିବିରରେ ଚର୍ଚ୍ଚା ହେଉଥିଲେ ବି ନେତା ମୁହଁ ଖୋଲୁ ନାହାନ୍ତି । ତେବେ ଗମାଙ୍ଗ ବାପପୁଅ…

ଇଭେଣ୍ଟ ମ୍ୟାନେଜମେଣ୍ଟରେ ବ୍ୟସ୍ତ ଓଡ଼ିଶା ସରକାର: ବିଜେପି

ଭୁବନେଶ୍ୱର: ରାଜ୍ୟ ବିଜେପିର ୨ ଦିନିଆ କାର୍ଯ୍ୟକାରିଣୀ ଆରମ୍ଭ ହୋଇଛି । ରାଜ୍ୟ କାର୍ଯ୍ୟକାରିଣୀରେ ରାଜନୈତିକ ଚିଠା ପ୍ରସ୍ତାବ ଗୃହିତ ହୋଇଛି । ଯାହା ଉପରେ ବିଜେପି ସାମ୍ବାଦିକ ସମ୍ମିଳୀ କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛି । କହିଛି, ଗତ କିଛିଦିନ ହେଲା ଓଡ଼ିଶା ସରକାର ବିଶ୍ୱକପି…

ବାବୁ ଭାବୁଛନ୍ତି ଲୋକ ପ୍ରତିନିଧିଙ୍କ ଠାରୁ ସେମାନେ ବଡ଼: ସୌମ୍ୟ

ଭୁବନେଶ୍ୱର: ଗଣତନ୍ତ୍ରର ସରକାରରେ କିଏ ବଡ଼ ? ଅଫିସର, ଲୋକ ପ୍ରତିନିଧି ନା ଜନତା ? ଖଣ୍ଡପଡ଼ା ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଲୋକ ପ୍ରତିନିଧି ବଡ଼ ନା ପ୍ରଶାସକ ବଡ଼ ପ୍ରଶ୍ନର ଉତ୍ତର ରଖି କହିଛନ୍ତି, ଅନେକ ସମୟରେ କିଛି ପ୍ରଶାସକ ଭାବୁଛନ୍ତି, ସେମାନେ ଲୋକ ପ୍ରତିନିଧିଙ୍କଠାରୁ ବଡ଼…

ଧାନ ନେଉନି ମଣ୍ଡି, ଗଞ୍ଜେଇ ଚାଷ ପାଇଁ ଜିଲ୍ଲାପାଳଙ୍କୁ ଅନୁମତି ମାଗିଲେ ଚାଷୀ

ବଲାଙ୍ଗିର: ରାଜ୍ୟରେ ଗଞ୍ଜେଇ ଚାଷ ବେଆଇନ୍ । କେହି ଗଞ୍ଜେଇ ଚାଷ କଲେ ପୋଲିସ ହେଉ କି ଅବକାରୀ ବିଭାଗ ଚାଷ ନଷ୍ଟ କରିବା ସହ କାର୍ଯ୍ୟାନୁଷ୍ଠାନ ନେଇଥାଏ । କିନ୍ତୁ ବଲାଙ୍ଗିରର ଜଣେ ଚାଷୀ ଗଞ୍ଜେଇ ଚାଷ ପାଇଁ ଅନୁମତି ମାଗିଛନ୍ତି । ତାହା ପୁଣି ଖୋଦ୍ ଜିଲ୍ଲାପାଳଙ୍କୁ । ଅଡ଼ୁଆ ଲାଗୁଥିଲେ ବି ଏ…