Latest Odisha News

ହକି ବିଶ୍ୱକପ୍ ବେଳେ ଓଡ଼ିଶାରେ କେମିତି ରହିବ ପାଗ ?

ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ କମିଥିବା ବେଳେ ଆଗକୁ ଶୁଖିଲା ପାଗ ରହିବ । ହକି ବିଶ୍ୱକପ୍ ୧୩ ତାରିଖରୁ ଆରମ୍ଭ ହେଉଥିବା ବେଳେ ପାଣିପାଗ ଆକଳନ କହୁଛି ତାପମାତ୍ରା ବଢ଼ିବ । ପାଣିପାଗ ବିଭାଗର ଆକଳନ ଅନୁସାରେ, ଆସନ୍ତା ୧୪ ତାରିଖ ଯାଏ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ ।…

ଦବୁଛି ଯୋଶୀମଠ, ଓଡ଼ିଶାର କେଉଁ ଜିଲ୍ଲାକୁ ରହିଛି ବିପଦ ?

ଭୁବନେଶ୍ୱର: ଉତ୍ତରାଖଣ୍ଡର ଯୋଶୀମଠରେ ଭୂମି ଦବିବାକୁ ନେଇ ଦେଶବାସୀଙ୍କ ଚିନ୍ତା ବଢ଼ିଛି । ତେବେ ଯୋଶୀମଠରେ କାହିଁକି ଦବୁଛି ମାଟି । ଭୂମିକମ୍ପ ସହ ରହିଛି କି ସମ୍ପର୍କ ? ବିଶେଷଜ୍ଞଙ୍କ କହିବା ଅନୁସାରେ, ବିଗତ କିଛି ବର୍ଷ ଧରି ଭୂସ୍ଖଳନ ହେଉଥିଲା । ଆଉ ଭୂସ୍ଖଳନର କାରଣ ହେଉଛି ଭୂମିକମ୍ପ ।…

ହକି ବିଶ୍ୱକପ୍: କାଲି ଅଧାରୁ ଛୁଟି ହେବ କଟକର ସ୍କୁଲ୍ ଓ କଲେଜ

କଟକ: ଓଡ଼ିଶାକୁ ହକି ଜର । ଆଉ ୨ ଦିନ ପରେ ଆରମ୍ଭ ହେବ ହକି ବିଶ୍ୱକପ୍ । ତା’ପୂର୍ବରୁ ଆସନ୍ତାକାଲି ବୁଧବାର କଟକରେ ହକି ବିଶ୍ୱକପର ଉଦଘାଟନୀ କାର୍ଯ୍ୟକ୍ରମ ରହିଛି । ଉଦଘାଟନୀ କାର୍ଯ୍ୟକ୍ରମରେ ବଲିଉଡର ବଛାବଛା କଳାକାର ଯୋଗ ଦେବେ । ନାଚ, ଗୀତର ଆସବ ଖୁବ୍ ଜମିବ । ବିଶ୍ୱକପ୍ ଉଦଘାଟନୀକୁ…

ବିଜେଡି, ବିଜେପିର ଅସନ୍ତୁଷ୍ଟ ନେତାଙ୍କୁ ନେଇ କି ସମୀକରଣ ଆଙ୍କିବେ ଦିଲୀପ ?

ଭୁବନେଶ୍ୱର: ୨୦୨୪ରେ ଖେଳ ବିଗାଡ଼ିବା ଲାଗି ଯୋଜନା । ବିଜେଡି ଓ ବିଜେପି ପାଇଁ ମୁଣ୍ଡ ବିନ୍ଧା ସାଜିବେ ଅସନ୍ତୁଷ୍ଟ ନେତା । ଧାମନଗର ଉପନିର୍ବାଚନରେ ରାଜୁ ଦାସଙ୍କ ପାଇଁ ବିଜେଡି ଯେଉଁ କ୍ଷତି ସହିଥିଲା ୨୦୨୪ରେ ତାର ପୁନରାବୃତ୍ତି ହୋଇପାରେ ବିଜେଡି ଓ ବିଜେପି କ୍ଷେତ୍ରରେ । ରାଉରକେଲାର…

ପୂରଣ ହେବ କି ଭାରତର ୪୮ ବର୍ଷର ସ୍ୱପ୍ନ ?

ଭୁବନେଶ୍ୱର: ଆଉ ମାତ୍ର ୩ ଦିନ । ଆରମ୍ଭ ହେବ ହକି ବିଶ୍ୱକପ୍ । ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍ ସହ ରାଉରକେଲାର ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ଖେଳାଯିବ ସମସ୍ତ ମ୍ୟାଚ । ୨୦୧୮ ହକି ବିଶ୍ୱକପ୍ ପରେ ଓଡ଼ିଶାରେ ଲଗାତାର ଦ୍ୱିତୀୟ ଥର ପାଇଁ ହକି ବିଶ୍ୱକପ୍ ଖେଳ ହେବାକୁ ଯାଉଛି । ବିଶ୍ୱର…

ବଳ ବଢ଼ାଉଛନ୍ତି ବିଜୟ, ପୁଅ ଅରବିନ୍ଦ ହେବେ ପ୍ରାର୍ଥୀ !

କେନ୍ଦ୍ରାପଡ଼ା: ଓଡ଼ିଶା ରାଜନୀତିର ଅନ୍ୟତମ ଧୂରୀଣ ରାଜନେତା ବିଜୟ ମହାପାତ୍ର । ଅଶୀ ଓ ନବେ ଦଶକରେ ଓଡ଼ିଶା ରାଜନୀତିରେ ଥିଲା ବିଜୟ ଦବଦବା । ଏକଦା ବିଜୁ ପଟ୍ଟନାୟକଙ୍କ କ୍ୟାବିନେଟରେ ମନ୍ତ୍ରୀ ଥିବା ବିଜୟଙ୍କୁ କୁହା ଯାଉଥିଲା ସୁପର ସିଏମ୍ । ବିଜୁବାବୁଙ୍କ ଦେହାନ୍ତ ପରେ ନବୀନଙ୍କୁ ଓଡ଼ିଶା…

ଜାନୁଆରୀ ୧୪ ଯାଏ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ୍ ଛୁଟି, ଭୀଷଣ ଶୀତକୁ ନେଇ ସରକାରଙ୍କ ନିଷ୍ପତ୍ତି

ରାଞ୍ଚି: ଉତ୍ତରପୂର୍ବ ଭାରତରେ ଶୀତ ଲହରି ଜାରି ରହିଛି । ଥଣ୍ଡା ବଢ଼ୁଥିବା ବେଳେ ଝାଡ଼ଖଣ୍ଡ ସରକାର ବିଦ୍ୟାଳୟକୁ ସପ୍ତାହେ ଲାଗି ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ, ରାଜ୍ୟରେ କେଜି ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟ ପ୍ରବଳ ଶୀତକୁ ନଜରରେ ରଖି…

ଦଳ ଭାଙ୍ଗିବାକୁ ନେଇ କଣ କହିଲେ ଗୁଲାମ ନବୀ ଆଜାଦ ?

ଶ୍ରୀନଗର: ସୋନିଆଙ୍କ ଉପରେ ଅସନ୍ତୋଷ ଝାଡ଼ି ଗୁଲାମ ନବୀ ଆଜାଦ ଗତବର୍ଷ ଅଗଷ୍ଟ ୨୬ରେ ହାତ ଛାଡ଼ିଥିଲେ । କଂଗ୍ରେସ ଛାଡ଼ିବା ପରେ G୨୩ ଗୋଷ୍ଠୀର ଗୁଲାମ ଗଠନ କରିଥିଲେ ଡେମୋକ୍ରାଟିକ୍ ଆଜାଦ ପାର୍ଟି । ଡିଏପି ଗଠନ ପରେ ଆଜାଦଙ୍କ ସହ ଜମ୍ମୁ-କାଶ୍ମୀରର ବହୁ ନେତା ହାତ ମିଳାଇଥିଲେ । ହେଲେ…

ଜାଡ଼ରେ ଥରୁଛି ଓଡ଼ିଶା, ଆଉ ୨ ଦିନ ହାଡ଼ଭଙ୍ଗା ଶୀତ

ଭୁବନେଶ୍ୱର: ଉପକୂଳରୁ ଆଭ୍ୟନ୍ତରୀଣ ଓ ଉତ୍ତର ଓଡ଼ିଶା । ସବୁଠି ଶୀତର ପ୍ରକୋପ ଲାଗି ରହିଛି । ହାଡ଼ଭଙ୍ଗା ଜାଡ଼ରେ ଥୁରୁ ଥୁରୁ ହେଉଛି ସାରା ଓଡ଼ିଶା । ଆଜି କୋରାପୁଟର ସେମିଳିଗୁଡ଼ାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୨ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ୨୧ଟି ସ୍ଥାନରେ ପାରଦ ୧୦ ଡିଗ୍ରୀ ତଳେ…

କେବେ ସରିବ ଦିଲୀପ ରାୟଙ୍କ ରାଜନୈତିକ ଅଜ୍ଞାତବାସ ?

ଭୁବନେଶ୍ୱର: ହକି ବିଶ୍ୱକପକୁ ନେଇ ଉଠୁଛି ପଡ଼ୁଛି ରାଉରକେଲା । ହେଲେ ଏତେ ବଡ଼ ଆୟୋଜନରେ ରାଉରକେଲାର ବରିଷ୍ଠ ରାଜନେତା ତଥା ହୋଟେଲିୟର୍ ଦିଲୀପ ରାୟଙ୍କୁ ଦେଖିବାକୁ ମିଳୁନି । ଯାହାକୁ ନେଇ ଖାଲି ରାଉରକେଲା କାହିଁକି ସାରା ରାଜ୍ୟରେ ବେଶ୍ ଚର୍ଚ୍ଚା ହେଉଛି । ହକି ବିଶ୍ୱକପ୍ ବେଳେ ଦିଲୀପ…